ଆସିକା ଚିନି ଶିଳ୍ପର ପୁନରୁଦ୍ଧାର ପାଇଁ ଗଠନ ହେବ ଟାସ୍କ ଫୋର୍ସ
ଭୁବନେଶ୍ୱର: 12/12/ 2024-ଆସିକା ଚିନି କଳର ପୁନରୁଦ୍ଧାର ଓ ଆଧୁନିକୀକରଣ ପାଇଁ ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। ଏଥିପାଇଁ ଏକ ଟାସ୍କ ଫୋର୍ସ ଗଠନ କରାଯିବ। ଏହି ଟାସ୍କ ଫୋର୍ସରେ କୃଷି, ଅର୍ଥ, ସମବାୟ, ଅବକାରୀ ତଥା ଜଳ ସମ୍ପଦ ବିଭାଗର ବରିଷ୍ଠ ଅଧିକାରୀ ମାନେ ସଦସ୍ୟ ଭାବେ ରହିବେ। ଆସିକା ଚିନି…
ଓଡିଶାର ଯୁବ ବ୍ୟାଡମିଣ୍ଟନ ଖେଳାଳିଙ୍କ ପାଇଁ ସୃଷ୍ଟି ହେଲା ଯୁଗାନ୍ତକାରୀ ସୁଯୋଗ
କଳିଙ୍ଗ ଷ୍ଟାଡିଅମରେ ବ୍ୟାଡମିଣ୍ଟନ ହାଇ ପରଫରମାନ୍ସ ସେଣ୍ଟର ଉଦ୍ଘାଟିତ ଆଗାମୀ ଦିନରେ ବ୍ୟାଡମିଣ୍ଟନ ଜଗତରେ ଓଡିଶା ବିଶ୍ୱ ମଞ୍ଚରେ ପରିଚିତ ହେବ – ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର:12.12.2024-ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିଅମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଭାରତ ଗୋପୀଚନ୍ଦ ଓଡିଶା ବ୍ୟାଡମିଣ୍ଟନ ହାଇ…
ବିଧାନସଭାରେ ଉଠିଲା ସାମ୍ବାଦିକଙ୍କ ସାମାଜିକ ସୁରକ୍ଷା ପ୍ରସଙ୍ଗ
ଭୁବନେଶ୍ୱର:୧୧/୧୨/୨୦୨୪ ବୁଧବାର ୧୧ ତାରିଖ ବିଧାନସଭାରେ ସାମ୍ବାଦିକଙ୍କ ପାଇଁ ପେନସନ୍ ଓ ସୁରକ୍ଷା ଆଇନ କାର୍ଯ୍ୟକାରୀ କରିବା ସହ ପ୍ରେସ୍ ଏକାଡେମୀ ଗଠନ କରିବାକୁ ବିଜେଡି ବିଧାୟକ ଗୌତମବୁଦ୍ଧ ଦାସ ଦାବି କରିଛନ୍ତି। ସ୍ୱାସ୍ଥ୍ୟବୀମାରେ ଥିବା ଅସଙ୍ଗତି ଦୂର କରିବା ପ୍ରସଙ୍ଗ ମଧ୍ୟ ସେ ଉଠାଇଛନ୍ତି । ଶୂନ୍ୟ…
ସମଗ୍ର ଭାରତବର୍ଷ ମାନବ ଅଧିକାରର ପ୍ରାସଙ୍ଗିକତାକୁ ଉପଲବ୍ଧି କରିଛି: ମୁଖ୍ୟ ବିଚାରପତି
ଭୁବନେଶ୍ୱର 10/12/2024-ପ୍ରତିବର୍ଷ ଡିସେମ୍ବର ୧୦ ତାରିଖରେ ପାଳିତ ହେଉଥିବା ବିଶ୍ୱ ମାନବ ଅଧିକାର ଦିବସ ସମସ୍ତ ମାନବ ସମ୍ପ୍ରଦାୟର ଅଧିକାର ସୁରକ୍ଷା, ସମାନତା, ସ୍ବାଧୀନତା ଏବଂ ମର୍ଯ୍ୟାଦା ପ୍ରତି ସଚେତନତା ବଢ଼ାଇବାରେ ଗୁରୁତ୍ୱପୂର୍ଣ୍ଣ। ମାନବାଧିକାର ଆଇନ, ୧୯୯୩ର ସଠିକ ରୂପାୟନ ଓ କାର୍ଯ୍ୟକାରିତା…
ପ୍ରବାସୀ ଭାରତୀୟ ଦିବସ ପାଇଁ ପ୍ରସ୍ତୁତିର ସମୀକ୍ଷା
ଭୁବନେଶ୍ୱରରେ ଅନୁଷ୍ଠିତ ହେବ ୧୦ଟି ଉତ୍ସବ ଭୁବନେଶ୍ୱର 9.12.୨୦୨୪-ଆସନ୍ତା ଜାନୁଆରୀ ୮ରୁ ୧୦ ତାରିଖ ତିନି ଦିନ ଧରି ଅନୁଷ୍ଠିତ ହେବ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ। ଏହାକୁ ଅତ୍ୟନ୍ତ ଆକର୍ଷଣୀୟ ଓ ସଫଳ ଭାବେ ପାଳନ କରିବା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହେଉଛନ୍ତି। ଲୋକସେବା ଭବନରେ…
ରାଜ୍ୟସଭା ସାଂସଦ ପଦ ପାଇଁ ସୁଜିତ୍ କୁମାରଙ୍କ ନାମାଙ୍କନ ପତ୍ର ଦାଖଲ
ଭୁବନେଶ୍ୱର : 9/12/2024-ଓଡ଼ିଶା ବିଧାନସଭା ରେ ରାଜ୍ୟସଭା ସାଂସଦ ପଦ ପାଇଁ ସୁଜିତ୍ କୁମାର ନାମାଙ୍କନ ପତ୍ର ଦାଖଲ କରୁଛନ୍ତି । ନିକଟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ମନ୍ତ୍ରୀମଣ୍ତଳର ସଦସ୍ୟ ଓ ବିଧାୟକମାନେ ଉପସ୍ଥିତ…
ଗଣତନ୍ତ୍ର ଓ ସାମ୍ବାଦିକ ଉଭୟ ଅସୁରକ୍ଷିତ, ଅବସ୍ଥା ପାଇଁ ଆମେ ଦାୟୀ-ଭାଷାବିତ୍ ଦେବୀ ପ୍ରସନ୍ନ ପଟ୍ଟନାୟକ
‘ବୀର କଳିଙ୍ଗ’ର ସ୍ୱନକ୍ଷତ୍ର ଉତ୍ସବ ସମ୍ବାଦପତ୍ର ସାମ୍ବାଦିକତାକୁ ଆଦର୍ଶଗତ ଭାବେ ନ ନେବା ପର୍ଯ୍ୟନ୍ତ ସାମ୍ବାଦିକ ସୁରକ୍ଷିତ ରହିବା ଅସମ୍ଭବ: ପ୍ରଭାସ ଆଚାର୍ଯ୍ୟ ଭୁବନେଶ୍ୱର:୮/୧୨/୨୦୨୪-ଗଣତନ୍ତ୍ର ଅସୁରକ୍ଷିତ ହୋଇପଡ଼ିଛି। ସାମ୍ବାଦିକଙ୍କ କଥା ବୁଝୁଛି କିଏ? ସାମ୍ବାଦିକମାନେ ସୁରକ୍ଷିତ ହୋଇ ରହିବେ କେଉଁଠିି?…
କୃଷି ଭବନରେ ନୋବେଲ ବିଜେତା ପ୍ରଫେସର ଡ଼ କ୍ରେମର
ଭୁବନେଶ୍ୱର:7/12/2024 ଅର୍ଥନୀତି ବିଜ୍ଞାନରେ ୨୦୧୯ରେ ନୋବେଲ ପୁରସ୍କାରପ୍ରାପ୍ତ ଚିକାଗୋ ୟୁନିଭରସିଟି ପ୍ରଫେସର ଡ଼ ମାଇକେଲ କ୍ରେମର ଭୁବନେଶ୍ଵରସ୍ଥିତ କୃଷି ଭବନ ପରିଦର୍ଶନରେ ଆସି ଓଡ଼ିଶା କୃଷି କ୍ଷେତ୍ରର ଅଗ୍ରଗତି ବିଷୟରେ ଅବଗତ ହୋଇଥିଲେ l ଡ଼ କ୍ରେମର ବିଶ୍ବରେ ଦାରିଦ୍ର୍ୟ ହ୍ରାସ ଦିଗରେ କାର୍ଯ୍ୟ…
ୟେ ଭୁବନେଶ୍ୱର- ଓଡ଼ିଶାର ରାଜଧାନୀ
1- ଶୈଳଶ୍ରୀ ବିହାର ଅଂଚଳରେ paver block ବିଛେଇବା ନାମରେ ରାସ୍ତା ଖୋଲି ଚାଲିଗଲେ, ସପ୍ତାହେ ହେଲା କାମର ନାଁ ଗନ୍ଧ ନାହିଁ। 2-ଭିତ୍ତି ପ୍ରସ୍ତର ସ୍ଥାପନାକୁ ଦୁଇବର୍ଷ ବିତିଲIଣି କାମ ଶୂନ। 3-ରାଜରାସ୍ତାର ଟ୍ରାଫିକ ବହୁଳ ବିପଦସଂଙ୍କୁଳ ଛକ ଗୋ ସମ୍ପଦଙ୍କ ରାତ୍ରି ଆଶ୍ରୟସ୍ଥଳୀ। 4-ରାତିରେ ରାସ୍ତା ମଝିରେ…



