ସୁଜାତା ବିଜେଡିରେ ସାମିଲ
-ତାଙ୍କ ଯୋଗଦାନ ଦଳକୁ ଶକ୍ତିଶାଳୀ କରିବ: ବିଜେଡି -ଉତ୍ତରୀୟ ଦେଇ ଦଳରେ ସାମିଲ କଲେ ନବୀନ -ନବୀନଙ୍କ ନେତୃତ୍ୱରେ ୨୦୨୯ ନିର୍ବାଚନ ଲଢ଼ିବ ବିଜେଡି ଭୁବନେଶ୍ୱର: ୨୫/୬-ଭାରତୀୟ ପ୍ରଶାସନିକ ସେବାର ପୂର୍ବତନ ଅଧିକାରୀ ତଥା ଭି.କାର୍ତ୍ତିକେୟନ ପାଣ୍ଡିଆନଙ୍କ ପତ୍ନୀ ସୁଜାତା ରାଉତ(କାର୍ତ୍ତିକେୟନ) ଆଜି ବିଧିବଦ୍ଧ…
୯୧୧ ଆଶ୍ରୟସ୍ଥଳୀର ରକ୍ଷଣାବେକ୍ଷଣ ପାଇଁ ମିଳିବ ୬ ଲକ୍ଷ ଟଙ୍କା ଲେଖାଏଁ ପାଣ୍ଠି
-ସୋସିଆଲ ମିଡିଆ ମାଧ୍ୟମରେ ମୋବାଇଲରେ ମିଳିବ ସଠିକ ସୂଚନା ଭୁବନେଶ୍ୱର:୨୨/୬-ରାଜ୍ୟରେ ଆଗାମୀ ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଲା ଓ ପ୍ରାକ୍-ପ୍ରସ୍ତୁତି ନିମନ୍ତେ ‘ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ-୨୦୨୬’ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ…
ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ରାଇରଙ୍ଗପୁରରେ ୪୮ହଜାର କୋଟିର ପ୍ରକଳ୍ପ ଉଦଘାଟନ ଏବଂ ଶିଳାନ୍ୟାସ
କେନ୍ଦ୍ର ସରକାରଙ୍କ ଦୃଷ୍ଟିକୋଣ ହେଉଛି ପୂର୍ବ ଭାରତର ବିକାଶ ମାଧ୍ୟମରେ ଭାରତର ବିକାଶ: ମୋଦୀ ଭୁବନେଶ୍ୱର:୨୦/୬-ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦ ତାରିଖରେ ମୟୂରଭଞ୍ଜ ଜିଲ୍ଲାର ପାହାଡପୁର ଗ୍ରାମ ଗସ୍ତ କରି ପବିତ୍ର ସାନ୍ତାଳୀ ଜାହେର ଏବଂ ହୋ ଜାହେରରେ ପୂଜାର୍ଚ୍ଚନା…
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ଗତି, ପ୍ରଗତି ଓ ସମୃଦ୍ଧି!
ହଳଧର ଧୀର ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ସମୃଦ୍ଧି ଓ ପ୍ରଚାର ପ୍ରସାର କଥାର ସ୍ୱର ଅତ୍ୟନ୍ତ ମଧୁର ଶୁଭୁଥାଏ। ବନ୍ଦେ ଉତ୍କଳ ଜନନୀର ବାସ୍ତବତାକୁ ଆମ୍ଭେମାନେ ଅନୁଭବ କରିଥାଉ । ଏହାର ସ୍ଥିତିକୁ ବଜାୟ ରଖିବା ଲାଗି କେତେ ମହାମନୀଷୀ ଓ ଏହାର ସୃଷ୍ଟିକର୍ତ୍ତାଙ୍କର ଦାୟଦମାନଙ୍କ ନିରବଚ୍ଛିନ୍ନ ସଂଘର୍ଷ ଏବଂ…
ଆପାର୍ଟମେଣ୍ଟ ପଞ୍ଜୀକରଣ ପାଇଁ ସରକାରଙ୍କ ନୂତନ ଏସ୍ଓପି ଜାରି
ଭୁବନେଶ୍ୱର: ୧୯/୬-ରାଜ୍ୟରେ ଆପାର୍ଟମେଣ୍ଟ ପଞ୍ଜୀକରଣ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ, ସରଳ ଓ ସମନ୍ୱିତ କରିବା ଉଦ୍ଦେଶ୍ୟରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗ ମିଳିତ ଭାବେ ଆପାର୍ଟମେଣ୍ଟ ପଞ୍ଜୀକରଣ ନିମନ୍ତେ ଏକ ମାନକ କାର୍ଯ୍ୟପ୍ରଣାଳୀ ଜାରି କରିଛନ୍ତି। ଓଡ଼ିଶା…
ଖୁବଶୀଘ୍ର ସାମ୍ବାଦିକଙ୍କୁ ପେନସନ ଦେବେ ରାଜ୍ୟ ସରକାର
ରାଜ୍ୟର ବିକାଶ ମଡେଲକୁ ଅଧିକ ସଶକ୍ତ କରାଯିବ:ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର:୧୨/୬-ସାମ୍ବାଦିକଙ୍କୁ ପେନସନ ପ୍ରଦାନ ପ୍ରକ୍ରିୟା ବିଚାରାଧୀନ ଅଛି। ଧରି ନିଅନ୍ତୁ ଖୁବଶୀଘ୍ର ଏହା କାର୍ଯ୍ୟକାରୀ ହେବ ଏବଂ ସାମ୍ବାଦିକଙ୍କୁ ପେନସନ ମିଳିବ। ରାଜ୍ୟ ବିଜେପି ସରକାରଙ୍କ ଦୁଇବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ସାମ୍ବାଦିକ…
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ତଦନ୍ତ କମିସନ ରିପୋର୍ଟ ଗାଏବ
କ୍ୟାପିଟାଲ ଥାନାରେ ଏତଲା, ତଦନ୍ତ ଆରମ୍ଭ ଭୁୁବନେଶ୍ୱର:୧୧/୬- ମୋହନ ସରକାରଙ୍କ ଦୁଇବର୍ଷ ପୂରଣ ହେବାକୁ ଯାଉଥିବାର ଅବ୍ୟବହିତ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଦୁଇଟି ସ୍ପର୍ଶକାତର ତଦନ୍ତ କମିସନ ରିପୋର୍ଟ ଗାଏବ ହୋଇଥିବା ସୂଚନା ମିଳିଛି। ବିଜେଡି ସରକାର ବେଳେ ମୁଖ୍ୟମନ୍ତ୍ରୀଙ୍କ ଅଫିସରୁ ଏହି ଫାଇଲ…
ସାମ୍ବାଦିକ ସମ୍ମିଳନୀରେ ସଫଳତା କାହାଣୀ ବଖାଣିଲେ ମୁଖ୍ୟମନ୍ତ୍ରୀ
-ମୋଦୀ ଚିରସ୍ରୋତା ପ୍ରଗତିର ଜଣେ ମହାନ ବିକାଶ ପୁରୁଷ -‘ସମୃଦ୍ଧ ଓଡ଼ିଶା’ ଗଠନ ପାଇଁ ଆମେ କାର୍ଯ୍ୟ କରୁଛୁ ଭୁବନେଶ୍ୱର:୯/୬- କେନ୍ଦ୍ର ସରକାରଙ୍କ ୧୨ ବର୍ଷର ଶାସନ ସହ ତୃତୀୟ ପାଳିର ଦ୍ୱିତୀୟ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କ ସଫଳତା…
ସହରୀ ଯୋଜନା କ୍ଷମତାର ସୁଦୃଢ଼ୀକରଣ ପାଇଁ ଉଚ୍ଚସ୍ତରୀୟ ପରାମର୍ଶ ବୈଠକ
ସହରୀ ବିକାଶ ପରିଚାଳନା ପାଇଁ ନାହାନ୍ତି ଆବଶ୍ୟକ ଟାଉନ ପ୍ଲାନର ଭୁବନେଶ୍ୱର:୨/୬-ଓଡ଼ିଶାର ଦ୍ରୁତ ବିକାଶଶୀଳ ସହରୀ ପରିଦୃଶ୍ୟକୁ ଦୃଷ୍ଟିରେ ରଖି ରାଜ୍ୟର ସହରୀ ଯୋଜନା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ‘ଇନଷ୍ଟିଚ୍ୟୁଟ୍ ଅଫ୍ ଟାଉନ୍ ପ୍ଲାନର୍ସ, ଇଣ୍ଡିଆ’ ଓଡ଼ିଶା ଶାଖା ପକ୍ଷରୁ ଏକ ବ୍ୟାପକ ରୂପରେଖ…
ପୁରୀରେ ହେବ ବିପର୍ଯ୍ୟୟ ବିପଦ ହ୍ରାସ ଗୋଷ୍ଠୀ ବୈଠକ
ଭୁବନେଶ୍ୱର:୧/୬-ଆସନ୍ତା ୩ ତାରିଖରୁ ୫ ୫ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ପୁରୀଠାରେ ଅନୁଷ୍ଠିତ ହେବ ବ୍ରିକ୍ସ ବିପର୍ଯ୍ୟୟ ବିପଦ ହ୍ରାସ କାର୍ଯ୍ୟଗୋଷ୍ଠୀର ଦ୍ୱିତୀୟ ବୈଷୟିକ ବୈଠକ। ଏପରି ଏକ ଅନ୍ତର୍ଜାତୀୟ ବୈଠକ ଆମ ରାଜ୍ୟରେ ଏବଂ ବିଶେଷ ଭାବେ ପୁରୀଠାରେ ଅନୁଷ୍ଠିତ ହେବା ନିଶ୍ଚିତ ରୂପେ ଆମ ସଭିଙ୍କ ପାଇଁ ଗର୍ବର…



