ବିଧାୟକ ସନାତନ ଓ ଅରବିନ୍ଦ ବିଜେଡିରୁ ନିଲମ୍ବିତ
ଭୁବନେଶ୍ୱର:୧୫/୧- ବିଧାୟକ ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ର ବିଜେଡିରୁ ନିଲମ୍ବିତ ହୋଇଛନ୍ତି। ଦଳ ବିରୋଧୀ କାର୍ଯ୍ୟ ପାଇଁ ଏହି ଦୁଇଜଣ ବିଧାୟକଙ୍କୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ନିଲମ୍ବିତ କରିଛନ୍ତି। ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ହେଉଛନ୍ତି ବିଜୟ ମହାପାତ୍ରଙ୍କ ପୁଅ ଏବଂ ବିଧାୟକ…
ନୂଆପଡାରେ ସୁଭଦ୍ରା ଶକ୍ତି ସମାବେଶ ନିର୍ବାଚନ ଆଚରଣ ବିଧିର ଉଲଂଘନ
ଭୁବନେଶ୍ୱର:୨୮/୧୦-ନୂଆକରି ନୂଆପଡ଼ା ଆସିଥିବା ବିଜେପି ନେତ୍ରୀ ତଥା ରାଜ୍ୟ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୁଭଦ୍ରା ଯୋଜନାକୁ ନେଇ ଭ୍ରମାତ୍ମକ ତଥ୍ୟ ଏବଂ ବକ୍ତବ୍ୟ ରଖିଛନ୍ତି। ଏହାକୁ କଂଗ୍ରେସ ନିନ୍ଦା କରିଥିବା ନୂଆପଡ଼ାର ଖୁଣ୍ଟିଆ ଭବନ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମୀଳନୀରେ ପିସିସି ମୁଖପାତ୍ର…
ପ୍ରତିଷ୍ଠା ଦିବସ ପାଇଁ କଳିଙ୍ଗସେନାର ପ୍ରସ୍ତୁତି ବୈଠକ
-୨୧ ସାଂଗଠନିକ ଜିଲ୍ଲାର କର୍ମକର୍ତ୍ତା ଉପସ୍ଥିତ -ପ୍ରଧ୍ୟାପକ ଅଶୋକ ନାୟକଙ୍କୁ ଜାତୀୟ ମୁଖପାତ୍ର ଦାୟିତ୍ୱ ଭୁବନେଶ୍ୱର:୧୦/୧୦-ଆସନ୍ତା ନଭେମ୍ବର ୭ ତାରିଖରେ କଳିଙ୍ଗସେନା ତା’ର ପ୍ରତିଷ୍ଠା ଦିବସ ପାଳନ କରିବାକୁ ଯାଉଛି । ଏଥିପାଇଁ ଆଜି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସେନା ସୁପ୍ରିମୋ ହେମନ୍ତ…
ଗାଁ ଗାଁକୁ ଯାଇ ଭୋଟ ଭିକ୍ଷା କରିବି : ଭକ୍ତ
-ଟଙ୍କା ଦ୍ୱାରା ନୁହେଁ ଲୋକଙ୍କ ହୃଦୟ ଜିଣି ନିର୍ବାଚନ ଲଢ଼ିବୁ -କଂଗ୍ରେସ ସମସ୍ତ ଭୂମିହୀନ ଦଳିତ ଓ ଆଦିବାସୀଙ୍କୁ ଜମି ପଟ୍ଟା ପ୍ରଦାନ କରିବ ଭୁବନେଶ୍ୱର:୬/୧୦- ପିସିସି ସଭାପତି ଭକ୍ତ ଚରଣ ଦାସ ବହୁ ପ୍ରତିକ୍ଷୀତ ନ୍ୟାୟ ଯାତ୍ରା ଏବଂ ସମାବେଶ ଖରିଆରରୁ ନୂଆପଡା ଅଭିମୁଖେ ଆରମ୍ଭ କରିଛନ୍ତି । ଉତ୍କେଲା ବିମାନ…
ନୂଆପଡ଼ାରେ ଉପ-ନିର୍ବାଚନ ତାରିଖ ଘୋଷଣା, ଆଦର୍ଶ ଆଚରଣ ବିଧି ଲାଗୁ
ଭୁବନେଶ୍ୱର:6/10-ଭାରତ ନିର୍ବାଚନ ଆୟୋଗ ଅକ୍ଟୋବର ୬ରେ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ଓଡ଼ିଶାର ୭୧-ନୂଆପଡ଼ା ନିର୍ବାଚନମଣ୍ଡଳୀ ପାଇଁ ଉପ-ନିର୍ବାଚନ ଘୋଷଣା କରିଛନ୍ତି। ଏଥିସହ ୭୧- ନୂଆପଡ଼ା ନିର୍ବାଚନମଣ୍ଡଳୀ ପାଇଁ ଉପ-ନିର୍ବାଚନ ତାରିଖ ଘୋଷଣା ସହିତ ୬ ତାରିଖରୁ ସମଗ୍ର ନୂଆପଡ଼ା ଜିଲ୍ଲାରେ ଆଦର୍ଶ ଆଚରଣ ବିଧି…
ବିଜେଡିରୁ ଶ୍ରୀମୟୀ ନିଲମ୍ବିତ
ଭୁବନେଶ୍ୱର:୨୩/୯-ବିଜେଡି ମହିଳା ଶାଖାର ସାଧାରଣ ସମ୍ପାଦିକା ଶ୍ରୀମୟୀ ମିଶ୍ରଙ୍କୁ ଦଳରୁ ନିଲମ୍ବିତ କରାଯାଇଛି। ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିବା ଅଭିଯୋଗରେ ତାଙ୍କୁ ନିଲମ୍ବିତ କରାଯାଇଥିବା ବିଜେଡି ପକ୍ଷରୁ ମୁଖ୍ୟାଳୟ ଉଫ ସଭାପତି ପ୍ରତାପ ଜେନାଙ୍କ ସ୍ୱାକ୍ଷରରେ ଜାରି କାର୍ଯ୍ୟାଳୟ ନିର୍ଦେଶନାମାରେ…
କୋଣାର୍କ – ଭୁବନେଶ୍ୱର ନୂଆ ରେଳପଥ ପାଇଁ ନିମାପଡା ଓ ଗୋପରେ ସ୍ଥାନ ନିରୂପଣ ନେଇ ହେବ ସର୍ଭେ
ଭୁବନେଶ୍ଵର:୨୦/୯- କୋଣାର୍କ–ଭୁବନେଶ୍ୱର ରେଳପଥକୁ ରେଳ ମନ୍ତ୍ରାଳୟ ପକ୍ଷରୁ ମଞ୍ଜୁରି ମିଳିଛି। ଏଥିପାଇଁ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଚିଠି ମାଧ୍ୟମରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବକୁ ଧନ୍ୟବାଦ ଜ୍ଞାପନ କରିବା ସହିତ ଏହି ରେଳପଥକୁ ନିମାପଡା ଓ ଗୋପ ଦ୍ଵାରା ସଂଯୁକ୍ତ କରିବା ପାଇଁ ଅନୁରୋଧ…
କଂଗ୍ରେସ ଆଣିଲା ଅନାସ୍ଥା ପ୍ରସ୍ତାବ
ସମର୍ଥନ ପାଇଁ ବିଜେଡିକୁ ଅନୁରୋଧ ; ବଲ ଏବେ ବିଜେଡି କୋର୍ଟରେ ଭୁବନେଶ୍ୱର:୧୮/୯- ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି। ବିଧାନସଭା ଅଧିବେଶନ ପୂର୍ବ ଦିନ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ଏବଂ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଉପସ୍ଥିତିରେ ଅନୁଷ୍ଠିତ ବିଧାୟକ ଦଳ ବୈଠକରେ ଦଳ…
କଂଗ୍ରେସ ବିଧାୟକଙ୍କ ଚୋରି ଜିନିଷ ଉଦ୍ଧାର ପାଇଁ ବାଚସ୍ପତିଙ୍କୁ କାଡାମଙ୍କ ଚିଠି
ଭୁବନେଶ୍ୱର:୧୮/୯- ଗତ ବିଧାନସଭା ଅଧିବେଶନ ଚାଲିଥିବାବେଳେ ନାରୀ ନିର୍ଯ୍ୟାତନା ବୃଦ୍ଧି ସଂପର୍କରେ କଂଗ୍ରେସ ବିଧାୟକମାନେ ଏକ ବିଧାନସଭା ତଦନ୍ତ କମିଟି ଗଠନ ଦାବି କରିବାକୁ ନେଇ ବିଧାନସଭାରୁ ନିଲମ୍ବିତ ହୋଇଥିଲେ। ଅଗଣତାନ୍ତ୍ରିକ ଊପାୟରେ ନିଲମ୍ବିତ ହୋଇଥିବା ବିଧାୟକମାନେ ୨୬.୩.୨୫ ତାରିଖ ୨ଟା ୩୦ ମିନିଟରେ…
ବିଜେଡିର ବିଧାୟକ ଦଳ ବୈଠକ
ମହିଳାଙ୍କ ସୁରକ୍ଷା ପ୍ରସଙ୍ଗ, ସାର ଅଭାବ, ପଞ୍ଚାୟତ ବ୍ୟବସ୍ଥାରେ ଅଫିସରଙ୍କ କ୍ଷମତା ବୃଦ୍ଧି ଏବଂ ଓଡିଆ ଅସ୍ମିତା ପ୍ରସଙ୍ଗରେ ସରକାରଙ୍କୁ ଘେରିବ ବିଜେଡି ବିଧାନସଭାରେ ଏ ସବୁ ପ୍ରସଙ୍ଗରେ କଠୋର ଆଭିମୁଖ୍ୟ ଗ୍ରହଣ କରାଯିବ–ବିରୋଧୀ ଦଳ ନେତା ଭୁବନେଶ୍ୱର:୧୭/୯- ଆଜି ସନ୍ଧ୍ୟାରେ ବିଜୁ ଜନତା ଦଳର ବିଧାୟକ ଦଳ…




