ପ୍ରତିଭାଙ୍କ ମହକରେ ମହକିତ ସର୍ଗିଫୁଲ୍
ଭୁବନେଶ୍ୱର: ୨୧/୧୨/୨୦୨୪- ସଫଳତାର ସହ ଶେଷ ହୋଇଛି ରାଜ୍ୟସ୍ତରୀୟ ସର୍ଗିଫୁଲ୍ ଉତ୍ସବ ୨୦୨୪। ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଛାତ୍ରଛାତ୍ରୀମାନଙ୍କୁ ନେଇ ୨୦୧୦ ମସିହାରୁ ଏହି ଉତ୍ସବ ପାଳିତ ହୋଇଆସୁଛି । ଶିକ୍ଷା କେବଳ ଶ୍ରେଣୀଗୃହରେ ସୀମିତ ନ ରହୁ, ଏହା ହିଁ ଉତ୍ସବ ପାଳନର ଉଦ୍ଦେଶ୍ୟ ଥିଲା। ପ୍ରତିକୂଳ…
କ୍ଷେତ୍ର ସର୍ବେକ୍ଷକ ଶିକ୍ଷାନବୀଶଙ୍କ ବିଧାନସଭା ପରିଭ୍ରମଣ
ଭୁବନେଶ୍ୱର: ୨୧/୧୨/୨୦୨୪- ବିଧାନସଭା ସଚିବ ଦାଶରଥି ଶତପଥିଙ୍କ ସହ ବିଧାନସଭା ପରିଭ୍ରମଣରେ ଆସିଥିବା ପରିସଂଖ୍ୟାନ କ୍ଷେତ୍ର ସର୍ବେକ୍ଷକ ଶିକ୍ଷାନବୀଶମାନେ ଉପସ୍ଥିତ ଅଛନ୍ତି…
୨୫ ତାରିଖ ସୁଦ୍ଧା ସବୁ ହିତାଧିକାରୀଙ୍କୁ ଚାଉଳ ପ୍ରଦାନ ନିର୍ଦେଶ
ଭୁବନେଶ୍ୱର: ୨୧/୧୨/୨୦୨୪- ଖାଦ୍ୟ ସୁରକ୍ଷା ଅଧିନସ୍ଥ ହିତାଧିକାରୀମାନଙ୍କୁ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଜାନୁୟାରୀ ୨୦୨୫ ପାଇଁ ମାସିକିଆ ରାସନ ପ୍ରଦାନ ପ୍ରକ୍ରିୟା ଆରମ୍ଭ କରାଯାଇଛି। ଏଥି ନିମନ୍ତେ ସମସ୍ତ ଜିଲାର ଜିଲାପାଳମାନଙ୍କୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେବା ସହ ସରକାରୀ ଗୋଦାମରୁ ପିଡିଏସ୍ ସାମଗ୍ରୀ…
ପୂର୍ତ୍ତ ବିଭାଗ ରାସ୍ତା ……….
ଭୁବନେଶ୍ୱର: 21/12/2024-KIIT ଛକରୁ ଶିଖରଚଣ୍ଡୀ-ଓଇଆରସି ଛକ-ଉତ୍କଳ ହସ୍ପିଟାଲ ଦେଇ ଜାଭିୟର ଛକ ଏବଂ ଡମଣା ଛକରୁ ଓଇଆରସି ଛକ-ଉତ୍କଳ ହସ୍ପିଟାଲ ଦେଇ ଜାଭିୟର ଛକକୁ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗ ରାସ୍ତାର ଶୈଳଶ୍ରୀ ବିହାର ସାଇମନ୍ଦିର ନିକଟରେ ଅବସ୍ଥା ଏହିଭଳି I ଜମି ଅଧିଗ୍ରହଣରେ ବିଭାଗର ଭୁବନେଶ୍ୱର…
ବିଧାନସଭା ପରିଭ୍ରମଣରେ ଶୈଳବାଳା ମହାବିଦ୍ୟାଳୟର ଛାତ୍ରୀ
ବାଚସ୍ପତି ସୁରମା ପାଢ଼ୀଙ୍କ ସହ ବିଧାନସଭା ପରିଭ୍ରମଣରେ ଆସିଥିବା ଶୈଳବାଳା ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀମାନେ…
ଯନ୍ତ୍ରୀଙ୍କ ମନମାନିରେ ଚାଲିଛି ସହରର ପ୍ରମୁଖ ରାସ୍ତା କାମ
ଭୁବନେଶ୍ୱର:୧୯/୧୨/୨୦୨୪-ଦୁର୍ଗାପୂଜା ପୂର୍ବରୁ ଦୀର୍ଘଦିନ ଧରି ଅସମ୍ପୂର୍ଣ୍ଣ ଥିବା ରାସ୍ତା କାମ ସମେତ ରକ୍ଷଣାବେକ୍ଷଣ ନ ହେବା ଯୋଗୁଁ ପିଚୁ ଛାଡ଼ି ଖାଲ ଖମା ସୃଷ୍ଟି ହୋଇଥିବା ରାସ୍ତାର ମରାମତି କାମ ସାରିବାକୁ ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ବିଭାଗୀୟ ଯନ୍ତ୍ରୀମାନଙ୍କୁ ନିର୍ଦେଶ ଦେଇଥିଲେ। ବିଶେଷ…
କାର୍ଯ୍ୟରତ ମହିଳାଙ୍କୁ ଅସଦାଚରଣ ଅଭିଯୋଗ, ଜଗତସିଂହପୁର ଜିଲା ଆସିଷ୍ଟାଣ୍ଟ କଲେକ୍ଟର ଉମେଶ ଚନ୍ଦ୍ର ଲେଙ୍କା ନିଲମ୍ବିତ
ଆସନ୍ତା ୩ ମାସ ମଧ୍ୟରେ ସମସ୍ତ ତଦନ୍ତ ପ୍ରକ୍ରିୟା ଶେଷ କରିବାକୁ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ନିର୍ଦ୍ଦେଶ ଭୁବନେଶ୍ୱର:୧୮/୧୨: ଗତ ଏପ୍ରିଲ ମାସ ୧୦ ତାରିଖ ଦିନ ଜଗତସିଂହପୁର ଜିଲାର ଆସିଷ୍ଟାଣ୍ଟ କଲେକ୍ଟର ଉମେଶ ଚନ୍ଦ୍ର ଲେଙ୍କା ଜିଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଜଣେ ମହିଳା କର୍ମଚାରୀଙ୍କୁ ଅସଦାଚରଣ…
ରାଜଧାନୀରେ ଦୁର୍ଦଶାରେ ଗୋ ସମ୍ପଦ
ଖରା, ବର୍ଷା,ଶୀତ, କାକର ରାତିରେ ରାସ୍ତା ପାର୍ଶ୍ୱ ଓ ଗଛ ତଳ ଭୁବନେଶ୍ୱରର ହଜାର ହଜାର ଗୋସମ୍ପଦଙ୍କ ଆଶ୍ରୟସ୍ଥଳୀ



