ଶ୍ରମିକ ଶୋଷଣର ବାଟ ଫିଟାଇଛି ଓଡିଶା ସପ ଏଣ୍ଡ କମରସିଆଲ ଏଷ୍ଟାବ୍ଲିସମେଣ୍ଟ ଆକ୍ଟରେ ସଂଶୋଧନ-ବିଜେଡି
-ଶ୍ରମିକମାନେ ସେମାନଙ୍କ ହକ ପାଇଁ ସ୍ୱର ଉତ୍ତୋଳନ କରିବା କ୍ଷମତା ହରାଇବେ -ସନ୍ଧ୍ୟା ପରେ ମହିଳାଙ୍କୁ କର୍ମସ୍ଥାନରେ ରଖିବା ସୃଷ୍ଟି କରିଛି ସୁରକ୍ଷା ସଂକ୍ରାନ୍ତ ପ୍ରଶ୍ନବାଚୀ -ଅଧିକ କାମ କରିବାକୁ ବାଧ୍ୟ ହେବେ କିନ୍ତୁ ପାରିଶ୍ରମିକ ବଢିବ ନାହିଁ ଭୁବନେଶ୍ୱର:29/9- ରାଜ୍ୟ କ୍ୟାବିନେଟ ଦ୍ୱାରା ଓଡିଶା ସପ…
ସାହିତ୍ୟିକମାନେ ଲେଖା ମାଧ୍ୟମରେ ରାଜ୍ୟର ବାସ୍ତବ ଚିତ୍ର ଉପସ୍ଥାପନ କରନ୍ତୁ-ସୌମ୍ୟରଞ୍ଜନ
ସାହିତ୍ୟ ପତ୍ରିକା ଅପୂର୍ବାର ୨୭ତମ ଜନ୍ମ ସମାରୋହ ଭୁବନେଶ୍ୱର:୨୮/୦୯- ରାଜ୍ୟର ସମ୍ଭ୍ରାନ୍ତ ସାହିତ୍ୟ ପତ୍ରିକା ଏବଂ ଅଗ୍ରଣୀ ପୁସ୍ତକ ପ୍ରକାଶନ ପ୍ରତିଷ୍ଠାନ ‘ଅପୂର୍ବା ପ୍ରକାଶନୀ’ ପକ୍ଷରୁ ଏହାର ୨୭ତମ ସ୍ୱନକ୍ଷତ୍ର ଦିବସ ପାଳିତ ହୋଇ ଯାଇଛି। ସ୍ଥାନୀୟ ଗୀତ ଗୋବିନ୍ଦ ସଦନ ସଭାଗୃହରେ ଅପୂର୍ବାର ଅଧ୍ୟକ୍ଷ…
ମହାବୀର ହନୁମାନଙ୍କ ଉଦାହରଣ ଦେଲେ ସୁପ୍ରିମ କୋର୍ଟର ନ୍ୟାୟମୂର୍ତ୍ତି
ଦୁଇ ଦିନିଆ ଦ୍ୱିତୀୟ ଜାତୀୟ ମଧ୍ୟସ୍ଥତା ସମ୍ମିଳନୀ ଉଦଯାପିତ ଭୁବନେଶ୍ୱର ୨୮/୯- ଦୁଇ-ଦିନିଆ ଦ୍ୱିତୀୟ ଜାତୀୟ ମଧ୍ୟସ୍ଥତା ସମ୍ମିଳନୀ-୨୦୨୫ର ଉଦଯାପନୀ ସମାରୋହ ଲୋକସେବା ଭବନ ଠାରେ ଉଦଯାପିତ ହୋଇଯାଇଛି। ସମ୍ମିଳନୀର ଉଦଯାପନୀ ସମାରୋହରେ ସୁପ୍ରିମ କୋର୍ଟର ନ୍ୟାୟମୂର୍ତ୍ତି ଏମ.ଏମ. ସୁନ୍ଦରେଶ ଯୋଗଦେଇ ରାମାୟଣ…
ତସଲିମାଙ୍କୁ ଓଡ଼ିଆ ବହି ଉପହାର
ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଲେଖିକାଙ୍କୁ ଭେଟିଲେ ସାହିତ୍ୟିକ ସମରେନ୍ଦ୍ର ଖୋର୍ଦ୍ଧା-୨୮/୯- ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଲେଖିକା ତସଲିମା ନସରିନଙ୍କ ଓଡ଼ିଶା ଗସ୍ତ ଅବସରରେ ତାଙ୍କୁ ଭେଟିଛନ୍ତି ଖୋର୍ଦ୍ଧା ଅଂଚଳର ସାହିତ୍ୟିକ ସମରେନ୍ଦ୍ର ବଳିଆରସିଂହ । ଏହି ଅବସରରେ ଶ୍ରୀ ବଳିୟାରସିଂହ ତାଙ୍କର ‘ସମୟର…
ବିଜେଡିର ଏକ ମାସର ଜନସମ୍ପର୍କ ପଦଯାତ୍ରା କାର୍ଯ୍ୟକ୍ରମ
-ରାଜ୍ୟ ସରକାରଙ୍କ ବିଫଳତାକୁ ଲୋକଙ୍କ ପାଖରେ ରଖିବ ବିଜେଡି -ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ, ମହିଳା ଅସୁରକ୍ଷିତ -ମଦମୁକ୍ତ ଓଡିଶା ଗଠନ ନାରା ଏବେ ପ୍ରହସନରେ ପରିଣତ -ପଞ୍ଚାୟତ ସ୍ତରରେ ନିର୍ବାଚିତ ପ୍ରତିନିଧିଙ୍କ କ୍ଷମତା ଚୋରି କରିଛି ବିଜେପି ସରକାର ଭୁବନେଶ୍ୱର:୨୮/୯-ଚଳିତ ବର୍ଷ ଅକ୍ଟୋବର ୨…
ଭୋଟ୍ ଚୋର ଗାଦି ଛାଡ-ଦସ୍ତଖତ ଅଭିଯାନ ତ୍ୱରାନ୍ୱିତ ହେବ: କଂଗ୍ରେସ
ଭୁବନେଶ୍ୱର: ୨୮/୯-ସଂଗଠନ ସୃଜନ ଅଭିଯାନ ମାଧ୍ୟମରେ ଓଡିଶା ପ୍ରଦେଶ କଂଗ୍ରେସର ସମସ୍ତ ୩୫ ସାଂଗଠନିକ ଜିଲ୍ଲାର ସଭାପତିମାନଙ୍କ ନାମ ଘୋଷଣା କରାଯାଇଛି। ଏଣୁ ରାଜ୍ୟରେ ଗତ ୧୭ ସେପ୍ଟେମ୍ବରରୁ ଆରମ୍ଭ ହୋଇଥିବା ଭୋଟ୍ ଚୋର ଗାଦି ଛାଡ-ଦସ୍ତଖତ ଅଭିଯାନ ତ୍ୱରାନ୍ୱିତ ହେବ ବୋଲି ପିସିସି ମିଡିଆ ସେଲ ଅଧ୍ୟକ୍ଷ ଅରବିନ୍ଦ…
ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଝାରସୁଗୁଡାଠାରେ 60 ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିକାଶ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ
କେନ୍ଦ୍ର ଏବଂ ରାଜ୍ୟରେ ଆମ ସରକାର ଓଡ଼ିଶାର ବିକାଶର ଗତିକୁ ତ୍ୱରାନ୍ୱିତ କରିବା ପାଇଁ ସଂକଳ୍ପବଦ୍ଧ: ପ୍ରଧାନମନ୍ତ୍ରୀ ଭୁବନେଶ୍ୱର: 27/9-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଓଡ଼ିଶାର ଝାରସୁଗୁଡାଠାରେ 60,000 କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଛନ୍ତି।…
ତାଳୁରୁ ତଳିପା ଯାଏ ଦୁର୍ନୀତିରେ ବୁଡି ରହିଥିଲା ବିଜେଡି ସରକାର: କଂଗ୍ରେସ
-ସିଏଜି ରିପୋର୍ଟରେ ଦୁର୍ନୀତିର ଖୁଲାସା -ଦୋଷୀ ଅଧିକାରୀ, କର୍ମକର୍ତ୍ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ଭୁବନେଶ୍ୱର: ୨୬/୯- ଭାରତର ମହାଲେଖା ନିୟନ୍ତ୍ରକ ତଥା ମହା ସମୀକ୍ଷକଙ୍କ ମାର୍ଚ୍ଚ ୨୦୨୩ ଅବଧି ଯାଏ ରିପୋର୍ଟ ପ୍ରକାଶ ପାଇଛି। ଆଳୁ ଖୋଳାରୁ ମହାଦେବ ମିଳିବା ଭଳିଆ ଉକ୍ତ ରିପୋର୍ଟରେ…
‘ଆମସାଥୀ’-ଏକୀକୃତ ହ୍ୱାଟସ୍ଆପ୍ ୯୪୩୭୨୯୨୦୦୦ ଚାଟ୍ବଟ୍ର ଶୁଭାରମ୍ଭ
– ୯୪୩୭୨୯୨୦୦୦ ଏକୀକୃତ ହ୍ୱାଟସ୍ଆପ୍ ନମ୍ବର କାର୍ଯ୍ୟକାରୀ – ‘ମେଟା’ ସହଭାଗିତାରେ ‘ଆମ ସାଥୀ ’ ହ୍ୱାଟସ୍ଆପ୍ ସହାୟତା ଆରମ୍ଭ କରିବାରେ ଓଡ଼ିଶା ଦେଶର ଦ୍ୱିତୀୟ ରାଜ୍ୟ – ସ୍ୱର ଶୁଣି ଆବଶ୍ୟକତା ଅନୁସାରେ ସେବା ପ୍ରଦାନ କ୍ଷମତା ରଖୁଛି ଏହି ଆପ୍ – ଏବେ ୧୨୦ରୁ ଅଧିକ ନାଗରିକ…
ସାଧାରଣ ପ୍ରଶାସନରୁ ଶସ୍ତାରେ ଜାଗା ନେଲେ-ଡ୍ରେନ, ରାସ୍ତା ଜବରଦଖଲ କଲେ
ଆରମ୍ଭ ହେଲା କାର୍ଯ୍ୟାନୁଷ୍ଠାନ, ବିଏମସିକୁ ପତ୍ର ଦେଲା ବିଡିଏ ଭୁବନେଶ୍ୱର :୨୫/୯- ସାଧାରଣ ପ୍ରଶାସନ ବିଭାଗରୁ ଶସ୍ତାରେ ଜାଗା ନେଇ ଅନେକ ବ୍ୟକ୍ତି ଏହି ଜାଗାର ସୀମା ବାହାରେ ବେନିୟମ ନିର୍ମାଣ କାର୍ଯ୍ୟ ଚଳାଇଛନ୍ତି। ଏପରିକି ରାସ୍ତା ଉପରେ ମଧ୍ୟ ଘର ନିର୍ମାଣ କରାଯାଉଛି। ଫଳରେ ରାସ୍ତା ପ୍ରଶସ୍ତ କରାଯିବା,…



