‘ସାରସ୍ୱତ ସମାଜ’ର ସାହିତ୍ୟ ଆସର
ଭୁବନେଶ୍ୱର:୩୦/୩-ଗୋଦାବରୀଶ ସାହିତ୍ୟ ସଂସଦ ଠାରେ ଅଗ୍ରଣୀ ସାମାଜିକ ଓ ସାହିତ୍ୟ ଅନୁଷ୍ଠାନ ‘ସାରସ୍ୱତ ସମାଜ’ର ମାସିକ କବିତା ଆସର ଏବଂ ଆଲୋଚନାଚକ୍ର ରାଜକିଶୋର ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି ଭାବେ କବି, ସ୍ତମ୍ଭକାର ପ୍ରାକ୍ତନ ବ୍ୟାଙ୍କ ଅଧିକାରୀ ସର୍ବେଶ୍ୱର ମହାପାତ୍ର ଏବଂ…
ଓଡ଼ିଶା ଦିବସ ଠାରୁ ଓଡ଼ିଆ ନବବର୍ଷ ପର୍ଯ୍ୟନ୍ତ ପାଳନ ହେବ ଓଡ଼ିଆ ପକ୍ଷ
-ଚଉଦ ଦିନଧରି ସରକାରଙ୍କ ପକ୍ଷରୁ ବ୍ଲକଠାରୁ ରାଜ୍ୟସ୍ତର ପର୍ଯ୍ୟନ୍ତ କରାଯିବ ବିଭିନ୍ନ କାର୍ଯ୍ୟକ୍ରମ -ପାରମ୍ପରିକ ପୋଷାକରେ ପ୍ରଦର୍ଶିତ ହେବ ଆମ ଓଡ଼ିଆ ଅସ୍ମିତା, ଓଡ଼ିଆ ଖାଦ୍ୟକୁ ନେଇ ଆୟୋଜିତ ହେବ ଆମ ରୁଚି ଆମ ଖାଦ୍ୟ କାର୍ଯ୍ୟକ୍ରମ -ଓଡ଼ିଆ ଭାଷା ଓ ସାହିତ୍ୟର ପରିଚୟ ବର୍ଣ୍ଣବୋଧକୁ ନେଇ…
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ସୌଜନ୍ୟ ମୂଳକ ସାକ୍ଷାତ
ଲୋକସେବା ଭବନରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ସୌଜନ୍ୟ ମୂଳକ ସାକ୍ଷାତ କରୁଛନ୍ତି…
ଦେଶର ୬ଟି ପ୍ରଦେଶ ଓ ରାଜ୍ୟର ୨୪ଟି ଜିଲାରେ ଶ୍ରୀଜଗନ୍ନାଥଙ୍କର ଜମି ଚିହ୍ନଟ କରାଯାଇଛି
ଭୁବନେଶ୍ୱର:୨୯/୩-ଦେଶର ୬ଟି ପ୍ରଦେଶ ଓ ରାଜ୍ୟର ୨୪ଟି ଜିଲାରେ ଶ୍ରୀଜଗନ୍ନାଥଙ୍କର ଜମି ଚିହ୍ନଟ କରାଯାଇଛି । ରାଜ୍ୟର ୭ଟି ଜିଲାରେ ଜମି ଅବରୋଧ ଉଚ୍ଛେଦ ପାଇଁ ମାମଲା ଦାଏର ହୋଇଛି…
ସ୍ୱେଛାକୃତ ଅବସର ନେଲେ ସୁଜାତା କାର୍ତ୍ତିକେୟନ ପାଣ୍ଡିଆନ
ଭୁବନେଶ୍ୱର:29/3- ଭି.କେ. ପାଣ୍ଡିଆନଙ୍କ ପତ୍ନୀ ଶ୍ରୀମତୀ ସୁଜାତା କାର୍ତ୍ତିକେୟନ୍ ପାଣ୍ଡିଆନ ଆଇଏଏସ୍ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଛନ୍ତି । ସ୍ୱାମୀ ଶ୍ରୀ ପାଣ୍ଡିଆନ ଦେଢ଼ ବର୍ଷ ତଳେ ଆଇଏଏସ ଚାକିରୀ ଛାଡ଼ିଥିଲେ । ୨୦୦୦ ବ୍ୟା ର ଶ୍ରୀମତୀ ପାଣ୍ଡିଆନ ଦୁଇ ସପ୍ତାହ ତଳେ ସ୍ୱେଚ୍ଛାକୃତ ଅବସର ପାଇଁ…
ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ହିଁ ବିକାଶର ମୂଳମନ୍ତ୍ର : ମୁଖ୍ୟମନ୍ତ୍ରୀ
ବୈଜ୍ଞାନିକ ସମ୍ବର୍ଦ୍ଧନା ଓ ପୁରସ୍କାର ପ୍ରଦାନ ଉତ୍ସବ – ୨୦୨୩ ଭୁବନେଶ୍ୱର:27/3-ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ହିଁ ବିକାଶର ମୂଳମନ୍ତ୍ର। ବିଜ୍ଞାନର ଉପଯୋଗ ସାଧାରଣ ଜନତାଙ୍କ ସୁବିଧା ସୁଯୋଗକୁ ଆଖି ଆଗରେ ରଖି ସ୍ଥାୟୀ ପରିବର୍ତ୍ତନ ଆଣିବାରେ ନିୟୋଜିତ ହେବା ଉଚିତ। ଏଥିପାଇଁ ତୃଣମୂଳ ସ୍ତରରେ ଗବେଷଣା…
ନାରୀବାଦ-ଏକ ଅନୁଭବର କଥା
-ସୁସ୍ମିତା ବେହେରା କିଛି ବର୍ଷ ଆଗରୁ ପାରିବାରିକ ହିଂସାକୁ ନେଇ ଜଣେ ଉଚ୍ଚପଦସ୍ଥ ପୋଲିସ ଅଫିସରଙ୍କ ସହିତ ଆଲୋଚନା କରିଥିଲି। କୌଣସି ଅସ୍ତ୍ରରେ ଆଘାତ କରିବା, ମାଡ଼ ମାରିବା, ଲହୁ ଲୁହାଣ କରିବା କେବଳ ହିଂସା ନୁହେଁ। ଜଣେ ସ୍ତ୍ରୀ କୁ ସ୍ୱାମୀ ଓ ପରିବାରର ଅନ୍ୟମାନେ ଉପଯୁକ୍ତ ସହଯୋଗ ନ କରିବା ( ଆର୍ଥିକ,…
କଂଗ୍ରେସର ବିଧାନସଭା ଘେରାଉ
-ବ୍ୟାରିକେଡ ଭାଙ୍ଗିଲେ -ପୁଲିସ ସହ ଖଣ୍ଡଯୁଦ୍ଧ, ଲାଠି ଚାଳନା ଭୁବନେଶ୍ୱର:27/3- ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱରେ ବିଧାନସଭା ଘେରାଉ ଡ଼ାକରାରେ କଂଗ୍ରେସ ଶକ୍ତି ପ୍ରଦର୍ଶନ କରିଛି। କିଛି କଂଗ୍ରେସ କର୍ମୀଙ୍କୁ ପୁଲିସ ରାସ୍ତାରେ ଅଟକାଇବା ଓ ଭୁବନେଶ୍ୱରରେ କିଛି ନେତାଙ୍କୁ ରାତି ଅଧରେ ଉଠାଇ ନେବା…
ଉଚ୍ଚାଭିଳାଷ ଓ ନାରୀ
ସୁସ୍ମିତା ବେହେରା କୋମଳ ଗାନାତ୍ରା.. ଗୁଜୁରାଟ ର ଏକ ଅନାମଧେୟ ଗାଁ ରେ ରହୁଥିବା ଓ ଶିକ୍ଷକତା କରୁଥିବା ଜଣେ ମହିଳାଙ୍କ ନାମ ଥିଲା। ୨୦୧୨ ମସିହା ପୂର୍ବରୁ ତାଙ୍କର କିଛି ପରିଚୟ ନ ଥିଲା। ସେ ଅନ୍ୟ ସାଧାରଣ ନାରୀମାନଙ୍କ ମଧ୍ୟରୁ ଜଣେ ଥିଲେ ଯେ, ଉଚ୍ଚ ଶିକ୍ଷିତା ଥିଲେ କିନ୍ତୁ ଲକ୍ଷ୍ୟ ସ୍ଥିର ନ ଥିଲା। ସେ…
ବିଧାନସଭା ଚଳାଇ ନ ଦେବାକୁ ଦିଲ୍ଲୀରୁ କଂଗ୍ରେସର ନିର୍ଦ୍ଦେଶ ଆସିଛି : ଆଇନମନ୍ତ୍ରୀ
ଭୁବନେଶ୍ୱର :26/3-ନାରୀ ସୁରକ୍ଷାକୁ ନେଇ କଂଗ୍ରେସ ବିଧାନସଭା ଓ ବିଧାନସଭା ବାହାରେ ପ୍ରତିବାଦ କରିଛି। ସୁରକ୍ଷାକର୍ମୀ ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ବିଧାନସଭା ବାହାରେ ଏକ ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି। ଏହାକୁ ନେଇ ଏକ ସାମ୍ବାଦିକ…



