ଭୁବନେଶ୍ୱରୀ ପଣ୍ଡାଙ୍କ ପ୍ରଥମ ଉପନ୍ୟାସ ‘ସନ୍ଦେହର ସଳିତା’ ଉନ୍ମୋଚିତ
ଭୁବନେଶ୍ୱର:୧୭/୧-ଗାଳ୍ପିକା ଭୁବନେଶ୍ୱରୀ ପଣ୍ଡାଙ୍କ ଉପନ୍ୟାସ ‘ସନ୍ଦେହର ସଳିତା’ ଆଜି ବାଚସ୍ପତି ସୁରମା ପାଢ଼ୀଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି। ବିଧାନସଭା ପରିସରରେ ବାଚସ୍ପତିଙ୍କ ପ୍ରକୋଷ୍ଠରେ ଆୟୋଜିତ ଏହି ଉନ୍ମୋଚନ କାର୍ଯ୍ୟକ୍ରମରେ କବି ଅପର୍ଣ୍ଣା ମହାନ୍ତି, କଥାକାର ପ୍ରବୀଣା ମହାନ୍ତି, ପ୍ରକାଶକ ସରୋଜ…
ଫକୀର ମୋହନ ଓଡ଼ିଆ ଭାଷାର ଜଣେ କିମ୍ବଦନ୍ତୀ ପୁରୁଷ
ଭୁବନେଶ୍ୱର:୧୪/୧-ବୁଧବାର ସୂଚନା ଓ ଲୋକସଂପର୍କ ବିଭାଗ ଏବଂ ରାଜ୍ୟସ୍ତରୀୟ ବ୍ୟାସକବି ଫକୀର ମୋହନ ସ୍ମୃତି ସଂସଦର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଜୟଦେବ ଭବନଠାରେ ଆୟୋଜିତ ବ୍ୟାସକବି ଫକୀର ମୋହନ ସେନାପତିଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଆଜିର ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ…
ନୃସିଂହ ଷଡ଼ଙ୍ଗୀଙ୍କୁ ବ୍ୟାସକବି ଫକୀରମୋହନ ଓଡ଼ିଆ ଭାଷା ସମ୍ମାନ
ଭୁବନେଶ୍ୱର:୧୪/୧- ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ବିଶିଷ୍ଟ ଗବେଷକ ତଥା ପ୍ରାବନ୍ଧିକ ଡ଼. ନୃସିଂହ ଚରଣ ଷଡ଼ଙ୍ଗୀଙ୍କୁ ୨୦୨୧ ପାଇଁ “ବ୍ୟାସକବି ଫକୀର ମୋହନ ଓଡ଼ିଆ ଭାଷା ସମ୍ମାନ ପ୍ରଦାନ କରାଯାଇଛି । ବୁଧବାର ବ୍ୟାସକବି ଫକୀରମୋହନ ସେନାପତିଙ୍କ…
ଶ୍ରଦ୍ଧାଞ୍ଜଳି
ଭୁବନେଶ୍ୱର:୩୦/୧୦-ଓଡ଼ିଶାର ଖ୍ୟାତନାମା ରାଜନେତା ଏବଂ ଲେଖକ ଶଙ୍କର ପରିଡାଙ୍କ ବିୟୋଗରେ ଆମେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ…
‘ସାରସ୍ୱତ ସମାଜ’ର ସ୍ଵନକ୍ଷତ୍ର ଉତ୍ସବ
୧୯ ତାରିଖରେ ରାଜ୍ୟର ଅଗ୍ରଣୀ ସାହିତ୍ୟ ଓ ସାମାଜିକ ଅନୁଷ୍ଠାନ ‘ସାରସ୍ୱତ ସମାଜ’ର ୧୫ ତମ ସ୍ଵନକ୍ଷତ୍ର ଉତ୍ସବ ଓ ସମ୍ବର୍ଦ୍ଧନା ସମାରୋହ ଜୟଦେବ ଭବନରେ ଅନୁଷ୍ଠିତ…
ଓଡ଼ିଶା ଲଳିତ କଳା ଏକାଡେମୀ ପକ୍ଷରୁ “ବିକଶିତ ଭାରତ” ଚିତ୍ରକଳା କର୍ମଶାଳା
ଭୁବନେଶ୍ୱର:3.10-ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ଲଳିତ କଳା ଏକାଡେମୀ ପକ୍ଷରୁ “ବିକଶିତ ଭାରତ” ଚିତ୍ରକଳା କର୍ମଶାଳା ଅକ୍ଟୋବର ୨ ତାରିଖରେ କଳିଙ୍ଗ ଆର୍ଟ ଗ୍ୟାଲେରୀ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଚିତ୍ରକଳା କର୍ମଶାଳାରେ ୧୧୭ଜଣ ଚିତ୍ରଶିଳ୍ପୀ ଯୋଗଦେଇ ନିଜ…
ସାହିତ୍ୟିକମାନେ ଲେଖା ମାଧ୍ୟମରେ ରାଜ୍ୟର ବାସ୍ତବ ଚିତ୍ର ଉପସ୍ଥାପନ କରନ୍ତୁ-ସୌମ୍ୟରଞ୍ଜନ
ସାହିତ୍ୟ ପତ୍ରିକା ଅପୂର୍ବାର ୨୭ତମ ଜନ୍ମ ସମାରୋହ ଭୁବନେଶ୍ୱର:୨୮/୦୯- ରାଜ୍ୟର ସମ୍ଭ୍ରାନ୍ତ ସାହିତ୍ୟ ପତ୍ରିକା ଏବଂ ଅଗ୍ରଣୀ ପୁସ୍ତକ ପ୍ରକାଶନ ପ୍ରତିଷ୍ଠାନ ‘ଅପୂର୍ବା ପ୍ରକାଶନୀ’ ପକ୍ଷରୁ ଏହାର ୨୭ତମ ସ୍ୱନକ୍ଷତ୍ର ଦିବସ ପାଳିତ ହୋଇ ଯାଇଛି। ସ୍ଥାନୀୟ ଗୀତ ଗୋବିନ୍ଦ ସଦନ ସଭାଗୃହରେ ଅପୂର୍ବାର ଅଧ୍ୟକ୍ଷ…
ତସଲିମାଙ୍କୁ ଓଡ଼ିଆ ବହି ଉପହାର
ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଲେଖିକାଙ୍କୁ ଭେଟିଲେ ସାହିତ୍ୟିକ ସମରେନ୍ଦ୍ର ଖୋର୍ଦ୍ଧା-୨୮/୯- ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଲେଖିକା ତସଲିମା ନସରିନଙ୍କ ଓଡ଼ିଶା ଗସ୍ତ ଅବସରରେ ତାଙ୍କୁ ଭେଟିଛନ୍ତି ଖୋର୍ଦ୍ଧା ଅଂଚଳର ସାହିତ୍ୟିକ ସମରେନ୍ଦ୍ର ବଳିଆରସିଂହ । ଏହି ଅବସରରେ ଶ୍ରୀ ବଳିୟାରସିଂହ ତାଙ୍କର ‘ସମୟର…
‘ଗୋଟିପୁଅର ବିକାଶରେ ଅର୍ଥ ବାଧକ ସାଜିବ ନାହିଁ’
ଭୁବନେଶ୍ୱର:1/9-ଗୋଟିପୁଅ ହେଉଛି ଆମ ଓଡ଼ିଆ ଅସ୍ମିତାର ପରିଚୟ, ଆମ ନୃତ୍ୟ ପରମ୍ପରାର ପରିଚାୟକ। ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରରେ ଆୟୋଜିତ ହୋଇଥିବା ରାଜ୍ୟସ୍ତରୀୟ ଗୋଟିପୁଅ ନୃତ୍ୟ ମହୋତ୍ସବରେ ଆମ ନୃତ୍ୟ ଶିଳ୍ପୀମାନଙ୍କର ନୈପୁଣ୍ୟତା ତଥା ଗୋଟିପୁଅ ନୃତ୍ୟର ମହନୀୟତା ପ୍ରଦର୍ଶିତ ହୋଇଛି।…
କୃପାସିନ୍ଧୁ ବିଶ୍ୱାଳ ଏବଂ ମୁରଲୀଧର ସାମଲଙ୍କୁ ସାରସ୍ୱତ ସମ୍ମାନ
ଭୁବନେଶ୍ୱର:୨୮/୭-ଓଡ଼ିଶାର ସର୍ବ ପ୍ରାଚୀନ ସାହିତ୍ୟ ଅନୁଷ୍ଠାନ ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ସାହିତ୍ୟ ସାଧକ କୃପାସିନ୍ଧୁ ବିଶ୍ୱାଳ ଏବଂ ବରିଷ୍ଠ ସାମ୍ବାଦିକ ଓ ସାହିତ୍ୟିକ ମୁରଲୀଧର ସାମଲ ସମ୍ବର୍ଦ୍ଧିତ ହୋଇଛନ୍ତି। କୃପାସିନ୍ଧୁ ବାବୁଙ୍କୁ ବାଗ୍ମୀ ବିଶ୍ୱନାଥ କର ସମ୍ପାଦନା ସମ୍ମାନ ମିଳିଥିବା ବେଳେ ମୁରଲୀ…



