Ekta Kapoor thanks Chief Minister for making her movie ‘Sabarmati Report’ tax free’
Bhubaneswar:3/12/2024-Indian Film & Television Producer Ekta Kapoor calls on Chief Minister Shri Mohan Charan Majhi at OLA chamber on 3 December 2024, and thanks him for making her movie ‘Sabarmati Report’ tax free’
ବିଧାୟକଙ୍କ ଦରମା ଓ ଭତ୍ତା ବୃଦ୍ଧି ଦାବି, ଉପଦେଷ୍ଟା କମିଟି ଗଠିତ
ଭୁବନେଶ୍ୱର:3/12/2024- ବିଧାନସଭାରେ ବିଧାୟକମାନେ ଦରମା ଓ ଭତ୍ତା ବଢାଇବାକୁ ଦାବି କରିଛନ୍ତି । ବାଚସ୍ପତି ସୁରମା ପାଢ଼ୀ ସେମାନଙ୍କ ଦାବିକୁ ବିଚାରକୁ ନେଇ ଉପଦେଷ୍ଟା କମିଟି ମଧ୍ୟ ଘୋଷଣା କରିଛନ୍ତି । ବରିଷ୍ଠ ବିଧାୟକ ଭାସ୍କର ମଢ଼େଇଙ୍କ ଅଧ୍ୟକ୍ଷତାରେ ଉପଦେଷ୍ଟା କମିଟି ଗଠନ କରାଯାଇଛି । ଏନେଇ ରିପୋର୍ଟ…
ଆଦିବାସୀ ଦେବସ୍ଥଳୀରେ ରାଷ୍ଟ୍ରପତିଙ୍କ ପୂଜାର୍ଚ୍ଚନା
ଭୁବନେଶ୍ୱର:3/12/2024- ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭୁବନେଶ୍ୱର ନୀଳାଦ୍ରି ବିହାର ଠାରେ ଆଦିମ ଅୱାର୍ ଜାରପା (ଆଦିବାସୀ ଦେବସ୍ଥଳୀ ) ରେ ପାରମ୍ପରିକ ପୂଜାର୍ଚ୍ଚନା କରୁଛନ୍ତିI ନିକଟରେ ରାଜ୍ୟପାଳ ରଘୁବର ଦାସ,ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ…
President unveiling the statue of Pandit Raghunath Murmu
President of India Droupadi Murmu unveiling the statue of Pandit Raghunath Murmu at Niladri Vihar, Bhubaneswar on 3 December 2024. Governor Shri Raghubar Das, Chief Minister Shri Mohan Charan Majhi and Ministers of Odisha Govt are present.
ରାଷ୍ଟ୍ରପତିଙ୍କୁ ସ୍ୱାଗତ
ଭୁବନେଶ୍ୱର:3/12/2024-ରାଜ୍ୟପାଳ ରଘୁବର ଦାସ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭୁବନେଶ୍ୱର ବିମାନ ବନ୍ଦର ଠାରେ ସ୍ୱାଗତ କରୁଛନ୍ତି…
ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା
ଭୁବନେଶ୍ୱର:ଭୁବନେଶ୍ୱର: 3/12/2024- ସର୍ବ ଭାରତୀୟ ଆରକ୍ଷୀ ମହା ନିର୍ଦ୍ଦେଶକ ସମ୍ମିଳନୀ ଭଳି ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମକୁ ଭୁବନେଶ୍ୱରରେ ସଫଳତାର ସହ ଆୟୋଜନ କରିବା ଏବଂ ଏଥିପାଇଁ ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଥିବାରୁ ଶାସକ ଦଳର ବିଧାୟକ ଓ ମନ୍ତ୍ରୀମାନେ ଓଡ଼ିଶା ବିଧାନସଭାରେ…
ପାଞ୍ଚ ଦିନିଆ ଓଡିଶା ଗସ୍ତରେ ରାଷ୍ଟ୍ରପତି
ଭୁବନେଶ୍ୱର:3/12/2024- ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାର 3 ତାରିଖ ସନ୍ଧ୍ୟାରେ ଭୁବନେଶ୍ୱରରେ ପହଂଚିବେ I ଭୁବନେଶ୍ୱରରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ନୂଆ ପ୍ରତିମୂର୍ତ୍ତି ଉନ୍ମୋଚନ କରିବେ I 4 ତାରିଖରେ ପୁରୀ ଯାଇ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରିବେ Iପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର 75ତମ…
ପ୍ରଧାନମନ୍ତ୍ରୀ ଦେଖିଲେ ‘ଦ ସାବରମତୀ ରିପୋର୍ଟ’ ଚଳଚ୍ଚିତ୍ର
ଭୁବନେଶ୍ୱର : 2/12/2024- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏନଡିଏ ସଦସ୍ୟମାନଙ୍କ ସହ ସଂସଦରେ ‘ଦ ସାବରମତୀ ରିପୋର୍ଟ’ ଚଳଚ୍ଚିତ୍ର ଦେଖିଛନ୍ତି। ସେ ଏକ୍ସର ଏକ ପୋଷ୍ଟରେ ଲେଖିଛନ୍ତି, ଏନଡିଏ ସଦସ୍ୟମାନଙ୍କ ସହ ‘ଦ ସାବରମତୀ ରିପୋର୍ଟ’ ର ସ୍କ୍ରିନିଂରେ ଯୋଗଦେଲି। ଚଳଚ୍ଚିତ୍ର ନିର୍ମାତାମାନଙ୍କୁ ସେମାନଙ୍କ…
ଦକ୍ଷିଣ ଓଡିଶା ବିକାଶ ପରିଷଦ ପାଇଁ ଟାସ୍କଫୋର୍ସ
ଭୁବନେଶ୍ୱର :2/12/2024-‘ଦକ୍ଷିଣ ଓଡିଶା ବିକାଶ ପରିଷଦ’ ଗଠନ କରିବା ପାଇଁ ରାଜ୍ୟ ସରକାର ଏକ ଟାସ୍କଫୋର୍ସ ଗଠନ କରିଛନ୍ତି। ଓଡିଶାର ଦକ୍ଷିଣାଞ୍ଚଳର ବିକାଶ ସହିତ ବିକାଶ ପ୍ରକ୍ରିୟାରେ ସବୁ ବର୍ଗଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ ଏହି ପରିଷଦ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଆଜି ମୁଖ୍ୟମନ୍ତ୍ରୀ…



