ଟିଟିଲାଗଡ ବିଧାୟକଙ୍କ ଉନ୍ମତ କାଣ୍ଡ
-ନବୀନ ଜୈନଙ୍କୁ ତୁରନ୍ତ ଗିରଫ କରାଯାଉ -ଆଇନ ଶୃଙ୍ଖଳା ଅବ୍ୟବସ୍ଥାର ନଗ୍ନଚିତ୍ର -ପଦାରେ ପଡିଲା ବିଜେପି ବିଧାୟକଙ୍କ ଔଦ୍ଧତ୍ୟ ଭୁବନେଶ୍ୱର, ୩୦/୩/-ଶୁକ୍ରବାର ପବିତ୍ର ରାମ ନବମୀ ଅବସରରେ ଟିଟିଲାଗଡରେ ଏକ ଶୋଭାଯାତ୍ରା ଅନୁଷ୍ଠିତ ହେଉଥିଲା। ଏହି ଶୋଭାଯାତ୍ରାରେ ଅରାଜକତାର ସମସ୍ତ ସୀମାରେଖା ଉଲ୍ଲଂଘନ କରି…
କ୍ରସ ଭୋଟିଂ ନ କରିବାରୁ ବିଧାୟିକାଙ୍କୁ ପୋଲିସ ଦ୍ୱାରା ନିର୍ଯ୍ୟାତନା: ବିଜେଡି
–ବାଚସ୍ପତିଙ୍କ ବିନା ଅନୁମତିରେ ବିଧାୟିକାଙ୍କ ଘରେ ବଳପୂର୍ବକ ପଶିଲା ପୋଲିସ -ବିଧାୟିକାଙ୍କ ଅନୁପସ୍ଥିତିରେ ତାଙ୍କ ଝିଅ ଓ ମହିଳା ସହାୟିକାଙ୍କୁ ପୁରୁଷ ପୋଲିସର ଦୁର୍ବ୍ୟବହାର ଭୁବନେଶ୍ୱର: ୩୦/୩-ରାଜ୍ୟସଭା ନିର୍ବାଚନରେ ନର୍ଲାର ବେିଜଡି ବିଧାୟିକା ମନେରମା ମହାନ୍ତି ବିଜେପି ଦଳର ଚାପ ଆଗରେ ମୁଣ୍ଡ…
ସର୍ବଭାରତୀୟ ପୋଲିସ ସୁଟିଂ ପ୍ରତିଯୋଗିତା
ଓଡ଼ିଶା ପୋଲିସକୁ ବଡ଼ ସଫଳତା ଭୁବନେଶ୍ୱର:୩୦/୩-ହରିୟାଣାର ଗୁରୁଗ୍ରାମ ସ୍ଥିତ ସିଆରପିଏଫ ଠାରେ ଅନୁଷ୍ଠିତ ୨୬ତମ ସର୍ବଭାରତୀୟ ପୋଲିସ ସୁଟିଂପ୍ରତିଯୋଗିତାରେ ଓଡ଼ିଶା ପୋଲିସ ଅଭୁତପୁର୍ବ ସଫଳତା ହାସଲତା ହାସଲ କରିଛି। ଦେଶର ବିଭିନ୍ନ ରାଜ୍ୟ ପୋଲିସ ବାହିନୀ ମାନଙ୍କ ମଧ୍ୟରେ ଓଡ଼ିଶା ପୋଲିସ ଦ୍ୱିତୀୟ ସ୍ଥାନ ଅଧିକାର…
୧୪ ତାରିଖ ପର୍ଯ୍ୟନ୍ତ ପାଳନ କରାଯିବ ଓଡ଼ିଆ ପକ୍ଷ
ଭୁବନେଶ୍ୱର:୩୦/୩- ଓଡ଼ିଶାର ସମୃଦ୍ଧ ସଂସ୍କୃତି ଏବଂ ପରମ୍ପରାକୁ ନିଜର ଦୈନନ୍ଦିନ ଜୀବନର ଅଂଶବିଶେଷ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆହ୍ୱାନ କ୍ରମେ ୨୦୨୫ ମସିହାରେ ସାରା ରାଜ୍ୟରେ ପ୍ରଥମଥର ପାଇଁ ଓଡ଼ିଆ ଅସ୍ମିତାର ମହାପର୍ବ- “ଓଡ଼ିଆ ପକ୍ଷ’ ପାଳନ କରାଯାଇଥିଲା। ଓଡ଼ିଆ ଘରର ଗାଥା-ଗୌରବ,…
ଶ୍ୱେତପତ୍ର ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ବିଜେଡିର ଟାର୍ଗେଟ
-ପୂର୍ବବର୍ଷ ତୁଳନାରେ ୭.୩ ପ୍ରତିଶତ ଅପରାଧ ବୃଦ୍ଧି -ପ୍ରତିଦିନ ୮ ଦୁଷ୍କର୍ମ ଓ ୪ ହତ୍ୟା -ସମସ୍ତ ପର୍ଯ୍ୟଟନସ୍ଥଳୀ ଗୁଡିକ ଅସୁରକ୍ଷିତ ଭୁବନେଶ୍ୱର:୨୮/୩- ରାଜ୍ୟରେ ଘଟୁଥିବା ଅପରାଧ ଉପରେ ବିଧାନସଭାରେ ଶ୍ୱେତପତ୍ର ପ୍ରକାଶ କରିବା ପରେ ମୁଖ୍ୟମନ୍ତ୍ରୀ ପୂର୍ବ ସରକାରଙ୍କ ଅପରାଧ ପ୍ରେମ ଶେଷ ବୋଲି ସାମାଜିକ…
ରତ୍ନଭଣ୍ଡାର ଗଣତି ମଣତି
ମୁଁ ଜାଣି ନାହିଁ-ଶଙ୍କାରଚାର୍ଯ୍ୟ ଭୁବନେଶ୍ୱର:୨୮/୩-ଶ୍ରୀମନ୍ଦିରର ଯେକୌଣସି ଗୁରୁତ୍ୱ ପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ଶଙ୍କରାଚାର୍ଯ୍ୟଙ୍କ ସହ ଆଲୋଚନା କରିବା ନେଇ ସୁପ୍ରିମ କୋର୍ଟଙ୍କ ନିର୍ଦେଶ ରହିଛି। ଏହାସତ୍ତ୍ୱେ ରତ୍ନଭଣ୍ଡାର ଗଣତି ମଣତି ପ୍ରସଙ୍ଗରେ ପୁରୀ ଶଙ୍କରାଚାର୍ଯ୍ୟ ଜଗତଗୁରୁ ସ୍ୱାମୀ…
ରାଜ୍ୟରେ ଖୋଲିବନି ନୂଆ ମଦ ଦୋକାନ
ଭୁବନେଶ୍ୱର:୨୬/୩- ସରକାର ୩ ବର୍ଷିଆ ନୂଆ ଅବକାରୀ ନୀତି ଆଣିଛନ୍ତି। ଏପ୍ରିଲ ୧ ତାରିଖରୁ ଏହା ଲାଗୁ ହେବ । ନୂଆ ନୀତି ଅନୁଯାୟୀ ରାଜ୍ୟରେ ନୂଆ ଅଫ କିମ୍ବା ଅନ ମଦ ଦୋକାନ ଖୋଲିବା ନିମନ୍ତେ ଅନୁମତି ଦିଆଯିବ ନାହଁ। ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏହି ସୂଚନା ଦେଇଛନ୍ତି। ଗ୍ରାମାଞ୍ଚଳରେ ନୂଆ ମଦ ଦୋକାନ…
ବଢିବନି ବିଧାୟକଙ୍କ ଦରମା
ଭୁବନେଶ୍ୱର:୨୬/୩- ବିଧାୟକଙ୍କ ଦରମା ବଢ଼ିବନି। ଦରମା ବୃଦ୍ଧି ବିଧେୟକ ପ୍ରତ୍ୟାହାର ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଗତ ବର୍ଷ ବିଧେୟକ ଆଗତ କରି ବାଚସ୍ପତି, ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ବିଧାୟକଙ୍କ ଦରମା ବୃଦ୍ଧି କରାଯାଇଥିଲା। ନୂଆ ବିଧେୟକ ବିଧାନସଭାରେ ପାରିତ ହେବା ପରେ ଦରମା ଓ ଆନୁସଙ୍ଗିକ ଭତ୍ତା ବାବଦକୁ…
ବିଜେଡିକୁ ଫେରିଲେ ରଘୁ ମହାନ୍ତି ଓ ଜୀବନ ପ୍ରଦୀପ
ଭୁବନେଶ୍ୱର:୨୫/୩-ବାଲେଶ୍ୱର ଜିଲ୍ଲାର ଦୁଇଜଣ ଟାଣୁଆ ରାଜନେତା ରଘୁନାଥ ମହାନ୍ତି ଓ ଜୀବନ ପ୍ରଦୀପ ଦାସ ବୁଧବାର ବିଜେଡିକୁ ଫେରିଛନ୍ତି। ସେମାନଙ୍କ ଘରବାହୁଡ଼ା ପାଇଁ ଶଙ୍ଖଭବନରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେମାନେ ବିଜେଡିରେ ଯୋଗ ଦେଇଛନ୍ତି। ବିଜେଡି ସଭାପତି…
ବିଧାନସଭାରେ ଅଚଳାବସ୍ଥା
ସ୍ଲୋଗାନ ଥିବା କଳା ଟି-ସାର୍ଟ ପିନ୍ଧି କଳାଦିବସ ପାଳିଲେ ବିରୋଧୀ ଭୁବନେଶ୍ୱର: ୨୫/୩- ବିଧାନସଭାରେ କ୍ରମାଗତ ଭାବେ ଅଚଳାବସ୍ଥା ଲାଗି ରହିଛି। ପ୍ରଶ୍ନକାଳ ଓ ଶୂନ୍ୟକାଳ ବାଧାପ୍ରାପ୍ତ ହେଉଛି। ରାଜ୍ୟର ବିଭିନ୍ନ ଅଞ୍ଚଳର ସମସ୍ୟା ଉପରେ ଆଲୋଚନା ହୋଇପାରୁନି। ବୁଧବାର ଗୃହରେ ବିରୋଧୀ ନଥିବା ସମୟରେ ଗୃହ ବିଭାଗ…



