ହାବିଲଦାର, କନଷ୍ଟେବଳ ଏକ ମାସର ଅଧିକ ଦରମା ନୂତନ ବେତନ ହାରରେ ପାଇବେ
ମୋଟର ସାଇକେଲ ଭତ୍ତା ବାବଦରେ ପାଇବେ ଏକ ହଜାର ପୋଷାକ ଭତ୍ତା ପାଇଁ ମିଳିବ ଦଶ ହଜାର ଭୁବନେଶ୍ୱର: 16/12/2024 ହାବିଲଦାର, କନଷ୍ଟେବଳ ଓ ସିପାହୀମାନେ ଏଣିକି ପୂର୍ବରୁ ମିଳୁଥିବା ଏକ ମାସର ଅଧିକ ଦରମା ନୂତନ ବେତନ ହାରରେ ପାଇବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି। ଏହାସହ ହାବିଲଦାର ଓ…
ମହିଳା ବିରୋଧୀ ଅପରାଧ ଓ ସାଇବର କ୍ରାଇମ ଉପରେ ଦୃଢ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
ଭୁବନେଶ୍ଵର :16/12/2024-ଆଜିକାଲି ଅପରାଧୀମାନେ ନୂଆ ନୂଆ ଉପାୟ ଅବଲମ୍ବନ କରୁଛନ୍ତି। ତେଣୁ, ପୁଲିସକୁ ମଧ୍ୟ ଅପରାଧୀଙ୍କ ଠାରୁ ପାଦେ ଆଗରେ ରହିବାକୁ ହେବ। ଆଜି କଟକରେ ୬୯ତମ ପୋଲିସ ଡ୍ୟୁଟି ମିଟ୍ ୨୦୨୪ର ଉଦଯାପନୀ ସମାରୋହରେ ପୁଲିସ ବାହିନୀକୁ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି।…
ଅଭିଯୋଗ ଶୁଣାଣି
ଲୋକଙ୍କ ମୌଳିକ ସମସ୍ୟାକୁ ଗୁରୁତ୍ୱ ଦେଇ ତୃଣମୂଳ ସ୍ତରରେ ସମାଧାନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଭୁବନେଶ୍ଵର 16/12/2024-ମୁଖ୍ୟମନ୍ତ୍ରୀଙ୍କ ଲୋକଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ଆଜି ଥିଲା ଷଷ୍ଠ ପାଳି। ଅଭିଯୋଗ ଗୁଡିକ ମଧ୍ୟରେ ଅଧିକାଂଶ ଅଭିଯୋଗ ଘର, ଭତ୍ତା ଓ ଅନ୍ୟାନ୍ୟ ମୌଳିକ ସମସ୍ୟା…
ଏନସିଇଆରଟି ଦେଶର ଏକ ସାମୂହିକ ଶୈକ୍ଷିକ ଭଣ୍ଡାର- ଧର୍ମେନ୍ଦ୍ର
-ଆମାଜନ ପରେ ଏନସିଇଆରଟି ଏବଂ ଫ୍ଲିପକାର୍ଟ ମଧ୍ୟରେ ଏମଓୟୁକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କ ପ୍ରଶଂସା -ଏନସିଇଆରଟି ପାଠ୍ୟପୁସ୍ତକ ଉପଲବ୍ଧତା ବଢିବ, ଡୋରଷ୍ଟେପରେ ପହଞ୍ଚିବ ଶିକ୍ଷାର୍ଥୀଙ୍କ ପୁସ୍ତକ -ଗୁଗୁଲ ଲର୍ଣ୍ଣିଂ ସେଣ୍ଟର ଉଦଘାଟନ ସହ ନିଷ୍ଠା ସମନ୍ୱିତ ଶିକ୍ଷକ ପ୍ରଶିକ୍ଷଣ ମଡ୍ୟୁଲ ଉନ୍ମୋଚିତ -ଶିକ୍ଷକଙ୍କ…
ସରକାରୀ ବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷାକୁ ଅଧିକ ବଢାଇବାକୁ ପଡିବ- ଧର୍ମେନ୍ଦ୍ର ପ୍ରଧାନ
ଭାରତରେ ଜ୍ଞାନଦାନର ସମୃଦ୍ଧ ପରମ୍ପରା ରହିଛି ଭୁବନେଶ୍ୱର:14/12/2024 – ଭାରତରେ ଜ୍ଞାନର ବ୍ୟବସାୟ ନୁହେଁ ବରଂ ଜ୍ଞାନଦାନର ସମୃଦ୍ଧ ପରମ୍ପରା ରହିଛି। ବିଦ୍ୟାଳୟ ଶିକ୍ଷାକୁ ପ୍ରୋତ୍ସାହିତ କରିବା ଦିଗରେ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ସର୍ବଶିକ୍ଷା ଅଭିଯାନ ଦ୍ୱାରା…
ରାଜ୍ୟ ଯୁବ ବିଜ୍ଞାନ ମେଳାରେ ୨୦ଟି ଜିଲାର ଶହେ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ
ଭୁବନେଶ୍ୱର :୧୪.୧୨.୨୦୨୪-ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଜ୍ଞାନ ପ୍ରତି ଆଗ୍ରହ ସୃଷ୍ଟି ପାଇଁ ବିଜ୍ଞାନ ଓ କାରିଗରୀ ବିଭାଗ ପକ୍ଷରୁ ପଦକ୍ଷେପ ସ୍ୱରୂପ ଶନିବାର କଳିଙ୍ଗ ଷ୍ଟାଡିୟମ ପରିସରରେ ରାଜ୍ୟ ଯୁବ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଛି । ଏଥିରେ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟସ୍ତରୀୟ ବରିଷ୍ଠ ବିଭାଗରେ ୩୯ଟି…
ଟାଟା ଷ୍ଟିଲ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ (YATS)ସମାରୋହ
୨୩ଟି ଜିଲାର ୩୦ ଜଣ ପ୍ରତିଭାବାନ ଛାତ୍ରଛାତ୍ରୀ ପୁରସ୍କୃତ ଖଣ୍ଡପଡାରେ ଗୋଟିଏ ପ୍ଲାନେଟୋରିୟମ ଏବଂ Astro Physics & Astronomy Institute ପ୍ରତିଷ୍ଠା କରାଯିବ ଭୁବନେଶ୍ୱର:13.12.2024-ଟାଟା ଷ୍ଟିଲ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ ବା Young Astronomers Talent Search (ୟ୍ୟାଟ୍ସ)ର…
କମିଶନରେଟ ପୁଲିସର ୩୦ଟି ଜରୁରୀକାଳୀନ ପ୍ରଶମନ ସହାୟତା ଯାନ ଲୋକାର୍ପିତ
-ପାଞ୍ଚ ହଜାର ଗୃହରକ୍ଷୀ ପଦବୀ ପୂରଣ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା -ଗୃହରକ୍ଷୀଙ୍କ ଦୈନିକ ଭତ୍ତା ବୃଦ୍ଧି ନିଷ୍ପତ୍ତି ଭୁବନେଶ୍ୱର:12.12.2024-ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର କଟକ-ଭୁବନେଶ୍ୱର କମିଶନରେଟ ପୁଲିସ ପାଇଁ ‘Emergency Response Support System(ERSS)’ ଯୋଜନାରେ ୩୦ଟି ଜରୁରୀକାଳୀନ…



