ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତ ଲକ୍ଷ୍ୟ ହାସଲରେ ଜନଜାତି ଯୁବବର୍ଗ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରନ୍ତୁ : ମୁଖ୍ୟ ଶାସନ ସଚିବ
-ଏସ୍ଟି, ଏସ୍ସି ଓ ଏମବିସି କଲ୍ୟାଣ ବିଭାଗର ସମୀକ୍ଷା ବୈଠକରେ ଗୁଣାତ୍ମକ ଶିକ୍ଷା,ଦକ୍ଷତା ବିକାଶ, କ୍ରୀଡ଼ା ଓ ବୃତ୍ତିମୂଳକ ପ୍ରଶିକ୍ଷଣ ଉପରେ ଗୁରୁତ୍ୱ-ରୂପାନ୍ତରମୂଳକ ଦୃଷ୍ଟିକୋଣ ସହ ଜନଜାତି ସମ୍ପ୍ରଦାୟର ସର୍ବାଙ୍ଗୀନ ବିକାଶ ପାଇଁ କାର୍ଯ୍ୟ କରିବାକୁ ଆହ୍ୱାନ ଭୁବନେଶ୍ୱର:୫/୮- ବିକଶିତ ଓଡ଼ିଶା-୨୦୩୬ ଏବଂ…




