ଏପ୍ରିଲ ସୁଦ୍ଧା ରାଜ୍ୟର ସମସ୍ତ ପୌରାଞ୍ଚଳକୁ ଗର୍ତ୍ତମୁକ୍ତ କରିବା ସହ ମୁକୁଳା ଡ୍ରେନ୍ ବନ୍ଦ କରିବା ପାଇଁ ନିର୍ଦ୍ଦେଶ
୧୬ଟି ନୂଆ ଏନ୍.ଏ.ସି, ୭ଟି ନୂଆ ମୁନିସିପାଲିଟି ଘୋଷଣା ଭୁବନେଶ୍ୱରର ୩୯୪ଟି ଅର୍ଥନୈତିକ ଦୁର୍ବଳ ପରିବାରକୁ ଗୃହ ଆବଣ୍ଟିତ ସମସ୍ତ ପୌରାଞ୍ଚଳକୁ ‘ସହଯୋଗ’ କାର୍ଯ୍ୟକ୍ରମ ସଂପ୍ରସାରିତ ‘ନେସ୍ନାଲ କମନ୍ ମୋବିଲିଟି କାର୍ଡ’ର ଶୁଭାରମ୍ଭ ‘ଆମ ବସ୍’ ବୁକିଂ କରିବା ପାଇଁ ହ୍ୱାଟ୍ସ ଆପ୍ ଟିକେଟିଂ ସେବା ଆରମ୍ଭ ୧୫୭…
ଜଗନ୍ନାଥଙ୍କ ଦର୍ଶନରୁ ମିଳିଛି ନୂତନ ଶକ୍ତି-ଓମ ବିର୍ଲା
ଭୁବନେଶ୍ୱରରୁ ଆରମ୍ଭ ହେବ ଅନୁସୂଚିତ ଜାତି ଅନୁସୂଚିତ ଜନଜାତିଙ୍କ ବିକାଶର ରୋଡ଼ମ୍ୟାପ ଭୁବନେଶ୍ୱର:୩୦/୮-ସଂସଦ ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ବିଧାନସଭାର ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି କଲ୍ୟାଣ କମିଟିର ଅଧ୍ୟକ୍ଷମାନଙ୍କ ଦୁଇ ଦିନିଆ ଜାତୀୟ ସମ୍ମିଳନୀରେ ଯୋଗ ଦେବା ପାଇଁ ଲୋକସଭାର…
ଦେଶର ପ୍ରକୃତ ସମୃଦ୍ଧି ଅବହେଳିତ ସମ୍ପ୍ରଦାୟକୁ ପ୍ରଦାନ କରାଯାଉଥିବା ମର୍ଯ୍ୟାଦା ଏବଂ ସୁଯୋଗ ଦ୍ଵାରା ମପାଯାଏ- ରାଜ୍ୟପାଳ
ଭୁବନେଶ୍ଵର:30/8-ଦେଶର ପ୍ରକୃତ ସମୃଦ୍ଧି ସଂଖ୍ୟା କିମ୍ବା ଭିତ୍ତିଭୂମିରେ ମପାଯାଏ ନାହିଁ ବରଂ ଏହାର ସବୁଠାରୁ ଅବହେଳିତ ସମ୍ପ୍ରଦାୟକୁ ପ୍ରଦାନ କରାଯାଉଥିବା ମର୍ଯ୍ୟାଦା ଏବଂ ସୁଯୋଗ ଦ୍ଵାରା ମପାଯାଏ ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି କହିଛନ୍ତି। ଲୋକସେବା ଭବନର କନଭେନସନ ହଲରେ ଆୟୋଜିତ ଅନୁସୂଚିତ…
ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାର ୮ ନମ୍ବରରେ ମୋହନ
ଭୁବନେଶ୍ୱର :୩୦/୮- ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ତାଲିକାର ଆଠ ନମ୍ବରରେ ରହିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଇଣ୍ଡିଆ ଟୁଡେ ମୁଡ ଅଫ ଦି ନେସନ ପୋଲରେ ସେ ଏହି ସ୍ଥାନ ଅଧିକାର କରିଛନ୍ତି। ନିଜ ରାଜ୍ୟର ୩୪.୨ ପ୍ରତିଶତ ଲୋକ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ କାର୍ୟ୍ୟକୁ ସମର୍ଥନ କରିଛନ୍ତି ।…
କମିଟିର ପ୍ରସ୍ତାବ କାର୍ଯ୍ୟକାରୀ କରାଯାଇ ଏକ ସମତା ଭିତ୍ତିକ ସମାଜ ଓ ବିକଶିତ ଭାରତ ଗଠନ କରାଯିବ – ଓମ୍ ବିର୍ଲା
ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ କମିଟିର ଅଧ୍ୟକ୍ଷ ଓ ସଦସ୍ୟଙ୍କ ଜାତୀୟ ସମ୍ମିଳନୀ ଭୁବନେଶ୍ୱର:29 ଅଗଷ୍ଟ 2025- ଭୁବନେଶ୍ୱରରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି କଲ୍ୟାଣ ସମ୍ବନ୍ଧିତ ସଂସଦୀୟ ଏବଂ ବିଭିନ୍ନ ରାଜ୍ୟ, କେନ୍ଦ୍ର ଶାସିତ ଅଞ୍ଚଳର କମିଟିର ଅଧ୍ୟକ୍ଷ ଓ ସଦସ୍ୟ ମାନଙ୍କ ଜାତୀୟ…
ପବିତ୍ର ନୂଆଁଖାଇ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା
ଭୁବନେଶ୍ୱର :୨୮ ଅଗଷ୍ଟ ୨୦୨୫-ପବିତ୍ର ନୂଆଁଖାଇ ଅବସରରେ ଜୟ ଜଗନ୍ନାଥ ଓ ଜୟ ମାଁ ସମ୍ଲେଇଙ୍କ ଆଶୀର୍ବାଦ ନେଇ ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝି “ସମ୍କୁ ମୋର ନୂଆଁଖାଇ ଜୁହାର୍” ଜଣାଇଛନ୍ତି। ଓଡ଼ିଶାର ମହାନ୍ କୃଷିଭିତ୍ତିକ ଗଣ ପର୍ବ ନୂଆଁଖାଇର ଶୁଭ ଅବସରରେ ସମସ୍ତ ରାଜ୍ୟବାସୀଙ୍କୁ ସେ…
ନୂଆ ପଂଚାୟତ, ବ୍ଲକ ଓ ଜିଲା ଗଠନ ପାଇଁ ପ୍ରକ୍ରିୟା ଆରମ୍ଭ
ଭୁବନେଶ୍ୱର:27/8-ରାଜ୍ୟରେ ନୂଆ ପଂଚାୟତ, ବ୍ଲକ ଓ ଜିଲା ଗଠନ କରାଯିବ। ଏଥିପାଇଁ ଜିଲା, ଉପଖଣ୍ଡ, ତହସିଲ, ରାଜସ୍ୱ ଗ୍ରାମ ଓ ପୌରାଞ୍ଚଳର ପ୍ରଶାସନିକ ସୀମାରେ ପରିବର୍ତ୍ତନ କରାଯିବ । ଏହି କାର୍ଯ୍ୟ ଡିସେମ୍ବର 31 ତାରିଖ ସୁଦ୍ଧା ସରିବ। ପ୍ରଶାସନିକ ସୀମା ନିର୍ଦ୍ଧାରଣ କାର୍ଯ୍ୟ ଜନଗଣନା ପୂର୍ବରୁ ସରିବ…
୫୧ ଲକ୍ଷରୁ ଅଧିକ କ୍ଷୁଦ୍ର, ନାମମାତ୍ର ଚାଷୀ, ଭୂମିହୀନ କୃଷକଙ୍କୁସି.ଏମ୍–କିଷାନ୍ ଯୋଜନାର ତୃତୀୟ କିସ୍ତି ପ୍ରଦାନ
ଭୁବନେଶ୍ୱର :୨୭ ଅଗଷ୍ଟ- ନୂଆଁଖାଇ ଅବସରରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା ରବି ୨୦୨୫-୨୬ ପାଇଁ ସି ଏମ୍ କିଷାନ ସହାୟତା ରାଶି ପ୍ରଦାନର ରାଜ୍ୟସ୍ତରୀୟ ଉତ୍ସବ ଓୟୁଏଟିରେ ଆୟୋଜିତ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସି ଏମ୍ କିଷାନ ସହାୟତାର ତୃତୀୟ କିସ୍ତିରେ ୫୧ ଲକ୍ଷ ୫୪ ହଜାର…
ପୂର୍ବରୁ ସମାଲୋଚନା କରୁଥିଲେ ଏବେ ନାମ ପରିବର୍ତ୍ତନ କରି ଲାଗୁ କରୁଛନ୍ତି – ଅତନୁ
‘ଆମ ଶାସନ’ ହେଉଛି ‘୫-ଟି ଓ ମୋ ସରକାର’ ବ୍ୟବସ୍ଥାର କପି ପେଷ୍ଟ: ବିଜେଡି ଭୁବନେଶ୍ୱର:୨୬/୮-ରାଜ୍ୟ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା “ଆମ ଶାସନ’ ବ୍ୟବସ୍ଥା ପୂର୍ବ ସରକାରଙ୍କ ଦ୍ୱାରା ୨୦୧୯ ମସିହାରୁ କାର୍ଯ୍ୟକାରୀ ହୋଇ ଆସୁଥିବା ‘୫-ଟି ଓ ମୋ ସରକାର’ ବ୍ୟବସ୍ଥାର…
ସରକାରୀ କାର୍ଯ୍ୟକ୍ରମ ଓ ଯୋଜନା ସମ୍ପର୍କରେ ଲୋକଙ୍କ ସିଧାସଳଖ ମତାମତ ନେବେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଏବଂ ପ୍ରଶାସନିକ ଅଧିକାରୀ
-‘ଆମ ଶାସନ’ ବ୍ୟବସ୍ଥାର ଶୁଭାରମ୍ଭ -ଟେକ୍ନୋଲୋଜିର ଉପଯୋଗରେ ଏକ ଉନ୍ନତ ମତାମତ ସଂଗ୍ରହ ବ୍ୟବସ୍ଥା ହେଉଛି ‘ଆମ ଶାସନ’ -ୱେବସାଇଟ୍ ଚାଟ୍ ବଟ୍, ହ୍ୱାଟ୍ସଆପ୍ ଓ ଟୋଲ୍ ଫ୍ରି ନମ୍ବର ୧୪୪୭୧ ରେ ମତାମତ ଦେଇପାରିବେ ଜନସାଧାରଣ -ଲୋକଙ୍କ ମତାମତ ଓ ପରାମର୍ଶ ହେଉଛି ସୁଶାସନର ମୁଖ୍ୟ ଉପାଦାନ-…



