ରାଜ୍ୟରେ ଗୋ ସମସ୍ୟାର ସମାଧାନ !
ରାଜ୍ୟରେ ଗୋ ସମସ୍ୟାର ସମାଧାନ କିଭଳି ହେଉଛି ତାହା ରାଜଧାନୀ ଭୁବନେଶ୍ୱରର ରାସ୍ତାଘାଟରୁ ଉପଲବ୍ଧ। ଏହି ଫୋଟଚିତ୍ର ଏହାର…
ଗୋ-ସୁରକ୍ଷା ପାଇଁ ମୋହନଙ୍କ କଡା ଆଭିମୁଖ୍ୟ
ଆବଶ୍ୟକ ସ୍ଥଳେ କଠୋର ପଦକ୍ଷେପ ନିଆଯିବ ରାଜ୍ୟରେ ଗୋଚର ଜମିକ ଜବର ଦଖଲ ମୁକ୍ତ କରାଯିବ ଭୁବନେଶ୍ୱର 8 ନଭେମ୍ବର 2024 ଭାରତୀୟ ସଂସ୍କୃତି ଓ ପରମ୍ପରାରେ ଗୋସମ୍ପଦର ଅବଦାନ ଅତି ଗୁରୁତ୍ବପୂର୍ଣ୍ଣ । ପୁରାଣ ଶାସ୍ତ୍ର ଅନୁଯାୟୀ ଗୋ ମାତାଙ୍କ ଠାରେ ତେତିଶ କୋଟି ଦେବାଦେବୀ ବାସ କରନ୍ତି। ସେଥିପାଇଁ କୁହାଯାଇଛି…
ମୋହନ-ତଥାଗତ ସାକ୍ଷାତ
ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ପୂର୍ବତନ ସାଂସଦ ତଥା ଧରିତ୍ରୀର ସମ୍ପାଦକ ତଥାଗତ ଶତପଥୀ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଏହାକୁ ନେଇ ଆରମ୍ଭ ହୋଇଛି ବଡ ଧରଣର ରାଜନୈତିକ…
ଅନୁସୂଚିତ ଜାତି ତାଲିକାରେ ଧସେଇ ପଶିଥିବା ନକଲି ବ୍ୟକ୍ତିଙ୍କୁ ହଟାଯାଉ, ୧୮ ରୁ ଆନ୍ଦୋଳନ
ସୁବର୍ଣ୍ଣପୁର: 8.11.2024(ଉଗ୍ରସେନ କର୍ମୀ) ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ସାଇ ଗେଷ୍ଟ ହାଉସ ଠାରେ ଅନୁସୂଚିତ ଜାତି ତାଲିକାରେ ଧସେଇ ପଶିଥିବା ନକଲି ବ୍ୟକ୍ତିଙ୍କୁ ହଟାଇବା ପାଇଁ ପ୍ରସ୍ତୁତି ବୈଠକ ଅଲ୍ ଓଡିଶା କେଡିକେ ହଟାଅ କ୍ରିୟାନୁଷ୍ଠାନ କମିଟିର ବରିଷ୍ଠ ଉପ ସଭାପତି ଦିକସନ୍ ନନ୍ଦଙ୍କ ଅଧ୍ୟକ୍ଷତାରେ…
ରାଜସ୍ୱ ଆଇନକୁ ଲୋକାଭିମୁଖୀ କରାଯିବ- ମନ୍ତ୍ରୀ ଶ୍ରୀ ପୂଜାରୀ
ତହସିଲ ଓ ରେଜିଷ୍ଟ୍ରେସନ କାର୍ଯ୍ୟାଳୟରେ ପ୍ରତିକ୍ରିୟା ଓ ମତାମତ ପାଇଁ ରହିବ ଖାତା ଭୁବନେଶ୍ୱର: ୭.୧୧.୨୦୨୪ରାଜସ୍ୱ ଆଇନକୁ ସହଜ, ସରଳ ଓ ଲୋକାଭିମୁଖୀ କରାଯିବ, ଯାହାଦ୍ୱାରା ଲୋକମାନଙ୍କର ବିଭିନ୍ନ ସମସ୍ୟାର ଶୀଘ୍ର ସମାଧାନ ହୋଇପାରିବ । ଏହା ଘୋଷଣା କରିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ଲୋକସେବା…
ଟ୍ରମ୍ପ ବିଜୟୀ
ଭୁବନେଶ୍ୱର : 7 ନଭେମ୍ବର 2024 ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ରିପବ୍ଲିକାନ ପାର୍ଟିର ବିପୁଳ ବିଜୟ ହୋଇଛି। ଡୋନାଲ୍ଡ ଟ୍ରମ୍ପଙ୍କ ନେତୃତ୍ୱାଧୀନ ରିପବ୍ଲିକାନ ପାର୍ଟି 292 ଆସନରେ ବିଜୟ ଲାଭ କରିଛି। ପାର୍ଟିର ପ୍ରାର୍ଥୀ ତଥା ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜ ପ୍ରତିଦ୍ୱନ୍ଦ୍ୱୀ…
ଖୁବ୍ ଶୀଘ୍ର କାର୍ଯ୍ୟକାରୀ ହେବ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା
ପ୍ରତି ପଂଚାୟତରେ ନିର୍ମିତ ହେବ ନୂଆ ବିଦ୍ୟାଳୟ ଭୁବନେଶ୍ୱର 6.ନଭେମ୍ବର .2024 ରାଜ୍ୟରେ ଖୁବ୍ ଶୀଘ୍ର ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା’ର ଶୁଭାରମ୍ଭ କରାଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ପ୍ରାଥମିକ ଶିକ୍ଷାର ଉନ୍ନତିକରଣ ପାଇଁ ବିଭିନ୍ନ ବ୍ୟବସ୍ଥା ସମ୍ପର୍କରେ…
ନୂତନ ବସଷ୍ଟାଣ୍ଡ ନିର୍ମାଣ ପାଇଁ ଜିଲାପାଳଙ୍କୁ ଘରୋଇ ବସ ମାଲିକ ସଂଘର ସ୍ମାରକପତ୍ର
ସୁବର୍ଣ୍ଣପୁର:6 ନଭେମ୍ବର 2024(ଉଗ୍ରସେନ କର୍ମୀ) ସୁବର୍ଣ୍ଣପୁର ଜିଲା ଘରୋଇ ବସ୍ ମାଲିକ ସଂଘ ସଭାପତି ଦୀପକ କୁମାର ମହାପାତ୍ରଙ୍କ ନେତୃତ୍ୱରେ ସମସ୍ତ ବସ୍ ମାଲିକ ପୁରୁଣା ବସଷ୍ଟାଣ୍ଡ ସ୍ଥାନରେ ନୂତନ ବସଷ୍ଟାଣ୍ଡ ନିର୍ମାଣ କାମ ଶୀଘ୍ର ଆରମ୍ଭ କରିବାକୁ ଜିଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ବସ୍…
ସାମ୍ବାଦିକଙ୍କୁ ଆକ୍ରମଣ କରିଥିବା ବିଡିଓଙ୍କୁ ଗିରଫ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା
ଉତ୍ତରାଞ୍ଚଳ ଆଇଜିଙ୍କ ତଦନ୍ତ ଆରମ୍ଭ ସୁବର୍ଣ୍ଣପୁର: 6 ନଭେମ୍ବର 2024 (ଉଗ୍ରସେନ କର୍ମୀ) ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ କୁହାଯାଉଥିବା ସାମ୍ବାଦିକ ଆଜି ସୁରକ୍ଷିତ ନୁହେଁ l ସରକାର ସାମ୍ବାଦିକମାନଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଥିବା ମନେ ହୁଏ l ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି…
ଖ୍ୟାତନାମା କଣ୍ଠଶିଳ୍ପୀ ଶ୍ୟାମାପଦ ବୋଷଙ୍କ ଧର୍ମପତ୍ନୀ କମଳାରଣୀଙ୍କ ପରଲୋକ
ଭୁବନେଶ୍ୱର (ସମରେନ୍ଦ୍ର ବଳିଆରସିଂହ) ଖୋର୍ଦ୍ଧା ଅଞ୍ଚଳର ଧର୍ମପରାୟଣା ତଥା ଅତିଥି ବତ୍ସଳା ମହିଳା କମଳାରାଣୀ ବୋଷଙ୍କର ଶନିବାର ରାତି ୪ଟା ୧୦ମିନିଟରେ ରେ ପରଲୋକ ହୋଇଯାଇଛି। ଖ୍ୟାତନାମା କଣ୍ଠଶିଳ୍ପୀ ଶ୍ୟାମାପଦ ବୋଷଙ୍କର ସେ ଥିଲେ ଧର୍ମପତ୍ନୀ। ଓଡ଼ିଶା ଏକ୍ସପ୍ରେସର ସମ୍ପାଦକ ତଥା ସାହିତ୍ୟିକ ଉମାପଦ ବୋଷ,…



