ଛାତ୍ରଛାତ୍ରୀଙ୍କ ବିଧାନସଭା ପରିଭ୍ରମଣ
ଭୁବନେଶ୍ଵର, ୧୩/୧୧/୨୦୨୪ ରାଜ୍ୟସ୍ତରୀୟ ‘ ସୁରଭି ‘ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ବିଧାନସଭା ପରିଭ୍ରମଣରେ ଆସିଥିବା ବେଳେ ବାଚସ୍ପତି ସୁରମା ପାଢ଼ୀ, ଉପବାଚସ୍ପତି ଭବାନୀ ଶଙ୍କର ଭୋଇ ଓ ବିଧାନସଭାର ସଚିବ ଦାଶରଥି ଶତପଥି ଉପସ୍ଥିତ ଅଛନ୍ତି…
କ୍ୟାବିନେଟ ବୈଠକ
ଭୁବନେଶ୍ଵର, ୧୩/୧୧/୨୦୨୪ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକ ସମ୍ପର୍କରେ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କ୍ୟାବିନେଟରେ ନିଆଯାଇଥିବା ନିଷ୍ପତ୍ତି ଉପରେ ଗଣମାଧ୍ୟମକୁ ଅବଗତ କରାଇଥିଲେ । ବୈଠକରେ ମୋଟ ୮ଟି ପ୍ରସ୍ତାବ ଉପରେ…
JUNIOR ASSISTANT TRAPPED BY ODISHA VIGILANCE
Bhubaneswar:13.11.2024 Pradipta Kumar Sahoo, Junior Assistant (in charge of Accounts), office of BEO, Khordha has been apprehended by Odisha Vigilance while demanding and taking bribe of Rs. 6000/- from a complainant for facilitating release of bill of…
ଓଡ଼ିଆ ଭାଷାରେ ସରକାରୀ କାମ !
ଭୁବନେଶ୍ୱର, ୧୨/୧୧: (ଆମ ପ୍ରତିନିଧି) ଓଡ଼ିଶା ସରକାରୀ ଭାଷା ଅଧିନିୟମ-୧୯୫୪ ଅନୁଯାୟୀ ଓଡ଼ିଆ ଭାଷାରେ ସମସ୍ତ ସରକାରୀ କାମ କରିବାକୁ ପଦକ୍ଷେପ ନିଆଯାଇଥିଲା । ଓଡ଼ିଶାରେ ବିଭିନ୍ନ ବିଭାଗର ପ୍ରଚଳିତ ସରକାରୀ ଚିଠିପତ୍ର ସାଧାରଣ ଲୋକ ବୁଝିବା ଭଳି ଓଡ଼ିଆ ଭାଷାରେ ଲେଖାଯିବା ଉପରେ ତତ୍କାଳୀନ ସରକାର ଗୁରୁତ୍ୱ…
ରମେଶଙ୍କ ଟୁଇଟର ପ୍ରଭାବ, ମାଳତୀଙ୍କୁ ମିଳିଲା ଭିନ୍ନକ୍ଷମ ଭତ୍ତା
ସୁବର୍ଣ୍ଣପୁର11.11.2024(ଉଗ୍ରସେନ କର୍ମୀ ) ସରକାର ଲୋକଙ୍କ ହିତ ପାଇଁ ଅନେକ ଯୋଜନା ଲାଗୁ କରିଛନ୍ତି l ହେଲେ ସରକାରୀ ଯୋଜନା ଗୁଡିକ ଠିକ୍ ଭାବରେ ହିତାଧିକାରୀଙ୍କ ପାଖକୁ ଉଚିତ୍ ସମୟରେ ପହଞ୍ଚିପାରୁନାହିଁ l ଏହା ପହଞ୍ଚାଇବା ପାଇଁ ସବୁବେଳେ ପ୍ରଚେଷ୍ଟା ଜାରି ରହିଥିବା ବେଳେ କିଛି ଅଧିକାରୀଙ୍କ ଦୂରଦୃଷ୍ଟିର…
ନିଖୋଜ ଥିବା ମା ଓ ପୁଅକୁ ଉଦ୍ଧାର କଲା ମନମୁଣ୍ଡା ପୁଲିସ
ସୁବର୍ଣ୍ଣପୁର:(ଉଗ୍ରସେନ କର୍ମୀ) ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ଗୁଡ଼ଭେଲି ପଦର ଗ୍ରାମରୁ ନିଖୋଜ ଥିବା ମା ଓ ଛୁଆଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଛି ମନମୁଣ୍ଡା ପୁଲିସ। ମିଳିଥିବା ସୂଚନା ଅନୁଯାୟୀ ଗତ ୩/୧୧/ ୨୦୨୪ ତାରିଖ ରାତିରେ ଗୁଡଭେଲିପଦର ଗ୍ରାମର ସଞ୍ଜୀବ କୁମାର ମହାପାତ୍ରଙ୍କ ସ୍ତ୍ରୀ…
ଅନ୍ତର୍ଜାତୀୟ ଶ୍ରୀ ଅନ୍ନ ଓ ପାରମ୍ପରିକ କୃଷି ଐତିହ୍ୟ
ମାଣବସା ଗୁରୁବାରରେ ମାଣ୍ଡିଆକୁ ଭୋଗ ଲାଗି କରିବା ପାଇଁ ମା’ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ ଓଡ଼ିଶାକୁ ମିଲେଟ ହବ୍ କରାଯିବ- ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର 10.11.2024 ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଲୋକସେବା ଭବନ କନ୍ଭେନ୍ସନ ସେଣ୍ଟର ଠାରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା ଆୟୋଜିତ ଦୁଇ…
ଶ୍ରୀ ଜଗନ୍ନାଥଙ୍କ ଆଦିସ୍ଥଳ
ଶ୍ରୀ ନୀଳମାଧବଙ୍କ ପୀଠ
ସତ୍ୟବାଦୀ ବଳିଆରସିଂହକଳକଳ ନିନାଦିନୀ ମହାନଦୀର ଦକ୍ଷିଣ ପାଶ୍ୱର୍ରେ ବହୁ ପ୍ରାଚୀନ କାଳରୁ ଅବସ୍ଥିତ ଶ୍ରୀ ନୀଳମାଧବଙ୍କ ପୀଠ । ବ୍ରହ୍ମାଦ୍ରି ଓ ପଦ୍ମାଦ୍ରି- ଦୁଇ ପାହାଡ଼ ଉପରେ ବିରାଜିତ ଶ୍ରୀ ନୀଳମାଧବଙ୍କ ମନ୍ଦିର ଉପରୁ ମହାନଦୀର ପ୍ରାକୃତିକ ଶୋଭାରାଶି ଉପଭୋଗ କରିବା ସହ ଶ୍ରୀ ନୀଳମାଧବଙ୍କ ଦର୍ଶନ ପାଇଁ…
ଉଚ୍ଚଶିକ୍ଷାରେ ଚଳିତ ଶିକ୍ଷା ବର୍ଷରୁ ପ୍ରଚଳିତ ହେବ
ଜାତୀୟ ଶିକ୍ଷା ନୀତି-୨୦୨୦
ଭୁବନେଶ୍ୱର 9 November 2024 ଉଚ୍ଚଶିକ୍ଷା କ୍ଷେତ୍ରରେ ୨୦୨୪-୨୫ ଶିକ୍ଷା ବର୍ଷରେ ଜାତୀୟ ଶିକ୍ଷା ନୀତି ୨୦୨୦ କାର୍ଯ୍ୟକାରୀ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟ ଏବଂ ଅନୁବନ୍ଧିତ…
ସର୍ବ ଭାରତୀୟ ବିଶ୍ୱ ବିଦ୍ୟାଳୟ ପ୍ରତିଯୋଗିତାରେ ଏହେସାସଙ୍କ ସଫଳତା
ସୁବର୍ଣ୍ଣପୁର: 9 ନଭେମ୍ୱର 2024 (ଉଗ୍ରସେନ କର୍ମୀ) ସର୍ବ ଭାରତୀୟ ବିଶ୍ୱ ବିଦ୍ୟାଳୟ ତାଇକଣ୍ଡୋ ପ୍ରତିଯୋଗିତାରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଅଂଚଳର ସୁନାମଧନ୍ୟ କ୍ରୀଡାବିତ ଏହେସାସ ହୋତାଙ୍କୁ ସଫଳତା ମିଳିଛି । ପଂଜାବ ଅମୃତସର ଗୁରୁ ନାନକ ଦେବ ବିଶ୍ୱ ବିଦ୍ୟାଳୟରେ ଚାଲିଥିବା ସର୍ବ ଭାରତୀୟ ବିଶ୍ୱ…



