ନୂତନ ବସଷ୍ଟାଣ୍ଡ କାର୍ଯ୍ୟ ତ୍ୱରାନ୍ଵିତ କରାଯାଉ
ସୁବର୍ଣ୍ଣପୁର:(ଉଗ୍ରସେନ କର୍ମୀ) ବହୁ ପ୍ରତୀକ୍ଷିତ ସୋନପୁରର ନୂତନ ବସଷ୍ଟାଣ୍ଡ କାର୍ଯ୍ୟ ତ୍ୱରାନ୍ଵିତ କରିବାକୁ ଦାବି ହେଉଛି। ଗତବର୍ଷ ଅଗଷ୍ଟ ୨୩ ତାରିଖରେ ତତ୍କାଳୀନ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନ୍ସି ମାଧ୍ୟମରେ ସୋନପୁର ରେ ଅତ୍ୟାଧୁନିକ ବସଷ୍ଟାଣ୍ଡ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର…
ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଏବଂ ଐତିହ୍ୟ ବିଦ୍ୟାଳୟ ଯୋଜନାର ଶୁଭାରମ୍ଭ
ରାଜ୍ୟସ୍ତରୀୟ ଶିଶୁ ଦିବସ ସମାରୋହ ‘ସୁରଭି’ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ମଧ୍ୟାହ୍ନ ଭୋଜନ ମୂଲ୍ୟରେ ଏକ ଟଙ୍କା ବୃଦ୍ଧି କରାଯିବ- ମୁଖ୍ୟମନ୍ତ୍ରୀ ଭୁବନେଶ୍ବର:୧୪ ନଭେମ୍ବର ୨୦୨୪ ଭୁବନେଶ୍ୱର ୟୁନିଟ-୩ ସ୍ଥିତ କ୍ୟାପିଟାଲ ଉଚ୍ଚ ବିଦ୍ୟାଳୟ ପରିସରରେ ରାଜ୍ୟସ୍ତରୀୟ ଶିଶୁ ଦିବସ ସମାରୋହ ‘ସୁରଭି’ ଅନୁଷ୍ଠିତ…
ଓଡିଶାର ୨୪ ଟି ତଟବର୍ତ୍ତୀ ସୁନାମି ପ୍ରବଣ ଗ୍ରାମ ଗୋଷ୍ଠୀକୁ ଆଇଓସି-ୟୁନେସ୍କୋ ଦ୍ଵାରା ମାନ୍ୟତା
ଭୁବନେଶ୍ୱର : 14.11.2024 ଓଡିଶାର ଛଅଟି ତଟବର୍ତ୍ତୀ ଜିଲା (ବାଲେଶ୍ଵର, ଭଦ୍ରକ,କେନ୍ଦ୍ରପଡା,ଜଗତସିଂହପୁର, ପୁରୀ ଏବଂ ଗଞ୍ଜାମ)ର ୨୪ ଟି ସୁନାମି ପ୍ରବଣ ଗ୍ରାମର ଗୋଷ୍ଠୀକୁ ଆଇଓସି-ୟୁନେସ୍କୋ ଦ୍ଵାରା ସୁନାମି ପ୍ରସ୍ତୁତ ଗ୍ରାମର ମାନ୍ୟତା ପ୍ରଦାନ କରାଯାଇଅଛି। ଏହି ମାନ୍ୟତା ଇଣ୍ଡୋନେସିଆ ଠାରେ ଚଳିତ ନଭେମ୍ବର…
ପୂର୍ତ୍ତ ବିଭାଗର “ଆଁ”………
ଶୈଳଶ୍ରୀ ବିହାର ଟ୍ରାଇଡେଣ୍ଟ କଲେଜ ସାମ୍ନା ଦେଇ ମୁଖ୍ୟ ରାସ୍ତାକୁ ସଂଯୋଗ କରୁଥିବା ରାସ୍ତାର ଅବସ୍ଥା ଏଭଳି । ନିକଟସ୍ଥ ସ୍କୁଲ, କଲେଜ ଓ ମୁଖ୍ୟରାସ୍ତାକୁ ଯିବାପାଇଁ ଅଂଚଳର ସମସ୍ତେ ଏହା ଉପରେ ନିର୍ଭର କରିଥାନ୍ତି । ଦୀର୍ଘଦିନ ଧରି ଏଇମିତି ଅବସ୍ଥାରେ ଅଛି ଏ…
CAIT releases White Paper
Exposing regulatory violations by Quick Commerce platforms targeting kirana stores Bhubaneswar:13.11.2024-(Trade Union General Secretary Sudhakar Panda) The Confederation of All India Traders (CAIT) released a White Paper today in New Delhi, raising…
ଗଞ୍ଜେଇ ଚୋରା ଚାଲାଣ
ଗଞ୍ଜେଇ,ବାଇକ ଓ ଟଙ୍କା ଜବତ, ଜଣେ ଗିରଫ ସୁବର୍ଣ୍ଣପୁର : (ଉଗ୍ରସେନ କର୍ମୀ) ଗଞ୍ଜେଇ ଚୋରା ଚାଲାଣର ଭୂସ୍ୱର୍ଗ ପାଲଟି ଥିବା ବୌଦ୍ଧ ଜିଲ୍ଲାରୁ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଉପାୟରେ ଜିଲ୍ଲା ଓ ରାଜ୍ୟ ବାହାରକୁ ଗଞ୍ଜେଇ ଚୋରା ଚାଲାଣ ହେଉଛି l ବୌଦ୍ଧ ଜିଲ୍ଲା କଣ୍ଟାମାଳ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ…
ସାହା ଭରସା ନାହିଁ, ପରିଣତ ବୟସରେ ପଲିଥିନ ତଳେ ବିତୁଛି ଜୀବନ
ସୁବର୍ଣ୍ଣପୁର:(ଉଗ୍ରସେନ କର୍ମୀ) ରାଜ୍ୟ ସରକାର ଅନେକ ଯୋଜନା କରୁଛନ୍ତି। ଗରିବଙ୍କ ପାଇଁ ମୋ କୁଡିଆ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଭଳି ଅନେକ କାର୍ଯ୍ୟକାରୀ ହେଉଛି I ତେବେ ବି ପଲିଥିନ ତଳେ ଅନେକ ପରିବାର ଜୀବନ ବିତାଉଛନ୍ତି I ଆଜିବି ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକରେ ଗରିବ ଅସହାୟ ପରିବାର ଅଛନ୍ତି…
ମୋହନଙ୍କୁ ଭେଟିଲେ ମିୟୋ କ୍ଲିନିକର ପ୍ରତିନିଧି
ଓଡିଶାରେ ଅତ୍ୟାଧୁନିକ କ୍ୟାନ୍ସର ନିରୁପଣ ଓ ଚିକିତ୍ସା ପଦ୍ଧତିର ବିକାଶ ନେଇ ଆଲୋଚନା ଭୁବନେଶ୍ୱର:13.11.2024 ଲୋକସେବା ଭବନରେ ଆମେରିକାର ମିୟୋ କ୍ଲିନିକ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟସେବା ଗବେଷଣା ସଂସ୍ଥାର ପ୍ରତିନିଧିମାନେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଓଡିଶାରେ କ୍ୟାନ୍ସର ଚିକିତ୍ସା…
ନଭେମ୍ବର ୨୦ରୁ ବରଗଡରୁ ଧାନ ସଂଗ୍ରହ
-ଡିସେମ୍ବର ୮ରେ ସୋହେଲାରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ହେବ ଚାଷୀ ସମାବେଶ -ଚାଷୀମାନେ ପାଇବେ ଅତିରିକ୍ତ ୮୦୦ ଟଙ୍କା ଭୁବନେଶ୍ୱର :13.11.2024 ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଲୋକସେବା ଭବନ ଠାରେ ଆଗାମୀ ଧାନ ସଂଗ୍ରହ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ପାଇଁ ଆଭାସୀ ଜରିଆରେ ଜିଲ୍ଲାପାଳମାନଙ୍କ ସହିତ…
ଓଡିଶାର ସମସ୍ତ ଆନ୍ତଃ ରାଜ୍ୟ ବିବାଦର ସମାଧାନ ପାଇଁ ଗଠନ ହେବ ମନ୍ତ୍ରୀସ୍ତରୀୟ କମିଟି
ଭୁବନେଶ୍ୱର:୧୩ ନଭେମ୍ବର ୨୦୨୪ ବିଭିନ୍ନ ରାଜ୍ୟ ସହିତ ଓଡ଼ିଶାର ଥିବା ବିବାଦ ଗୁଡ଼ିକର ସମାଧାନ ପାଇଁ ଏକ ମନ୍ତ୍ରୀସ୍ତରୀୟ କମିଟି ( Inter Ministerial Committee ) ଗଠନ କରାଯିବ। ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ମୁଖ୍ୟମନ୍ତ୍ରୀ…



