More ପୂର୍ତ୍ତ ବିଭାଗର “ଆଁ”……… ଶୈଳଶ୍ରୀ ବିହାର ଟ୍ରାଇଡେଣ୍ଟ କଲେଜ ସାମ୍ନା ଦେଇ ମୁଖ୍ୟ ରାସ୍ତାକୁ ସଂଯୋଗ କରୁଥିବା ରାସ୍ତାର ଅବସ୍ଥା ଏଭଳି । ନିକଟସ୍ଥ ସ୍କୁଲ, କଲେଜ ଓ ମୁଖ୍ୟରାସ୍ତାକୁ ଯିବାପାଇଁ ଅଂଚଳର ସମସ୍ତେ ଏହା ଉପରେ ନିର୍ଭର କରିଥାନ୍ତି । ଦୀର୍ଘଦିନ ଧରି ଏଇମିତି ଅବସ୍ଥାରେ ଅଛି ଏ ରାସ୍ତା।