ଜମି ବିକ୍ରି ବ୍ୟବସ୍ଥାର ସରଳୀକରଣ ହେବ
ସଂଶୋଧିତ ହେବ ଆଇନଗତ ପ୍ରତିବନ୍ଧକ ବ୍ୟବସ୍ଥା-ରାଜସ୍ୱ ମନ୍ତ୍ରୀ -ସପ୍ତାହକ ମଧ୍ୟରେ ରିପୋର୍ଟ ଦାଖଲ ନିର୍ଦେଶ ଭୁବନେଶ୍ୱର, ୨୫/୧୧/୨୦୨୪-ରାଜ୍ୟରେ ଜମିଜମା ବିକ୍ରି କ୍ଷେତ୍ରରେ ଥିବା ଆଇନଗତ ପ୍ରତିବନ୍ଧକ ଯୋଗୁଁ ଲୋକମାନେ ଜମି ବିକ୍ରି କରି ନପାରି ହଇରାଣ ହରକତ ହେଉଛନ୍ତି । ଏହି ବିକ୍ରୟ ବ୍ୟବସ୍ଥାର ସରଳୀକରଣ…
ସର୍ବଦଳୀୟ ବୈଠକ
ଭୁବନେଶ୍ୱର:୨୫ ନଭେମ୍ବର ୨୦୨୪- ଓଡିଶା ବିଧାନସଭା ଶୀତକାଳୀନ ଅଧିବେଶନର ଅବ୍ୟବହିତ ପୂର୍ବରୁ ବାଚସ୍ପତି ସୁରମା ପାଢୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସର୍ବଦଳୀୟ…
ଓଡ଼ିଶା ମଣ୍ଡପ ପରିଦର୍ଶନ କଲେ ବାଚସ୍ପତି
କଳା କାରିଗରିକୁ ପ୍ରଶଂସା କଲେ କେନ୍ଦ୍ର ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଭୁବନେଶ୍ୱର: ୨୫ ନଭେମ୍ବର ୨୦୨୪-ନୂଆଦିଲ୍ଲୀର ‘ଭାରତ ମଣ୍ଡପମ୍’ଠାରେ ଚାଲିଛି ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା। ଏହି ମେଳାରେ ଅନ୍ୟତମ ଆକର୍ଷଣ ସାଜିଥିବା ‘ଓଡ଼ିଶା ମଣ୍ଡପ’ ପରିଦର୍ଶନ କରିଛନ୍ତି ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା…
ଡ. ମହତାବଙ୍କ କୃତି ଓ କୀର୍ତ୍ତି ସମ୍ବଳିତ ଫଟୋଚିତ୍ର ପ୍ରଦର୍ଶନୀ ଉଦ୍ଯାପିତ
ଭୁବନେଶ୍ୱର, ୨୩/୧୧/୨୦୨୪ ମହାନ ଜନନାୟକ, ବିଶିଷ୍ଟ ରାଷ୍ଟ୍ରନୀତିଜ୍ଞ ଉତ୍କଳ କେଶରୀ ଡ. ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମବାର୍ଷିକୀ ସ୍ମରଣୋତ୍ସବ ଅବସରରେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଆୟୋଜିତ ଏକ ଫଟୋଚିତ୍ର ପ୍ରଦର୍ଶନୀକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ବୁଲି ଦେଖିଛନ୍ତି ।…
ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଲୋକଙ୍କୁ ଆକୃଷ୍ଟ କରୁଛି ଓଡ଼ିଶାର ‘କରୁଣା ସିଲ୍କ’
ନୂଆଦିଲ୍ଲୀ:୨୩ ନଭେମ୍ବର ୨୦୨୪- ରେଶମ ପୋକକୁ ନମାରି ସ୍ୱତନ୍ତ୍ର ଉପାୟରେ ଖୋସାରୁ ସିଲ୍କ ଉତ୍ପାଦନ କରି ଓଡ଼ିଶା ଯେଉଁ ପରୀକ୍ଷା ନିରୀକ୍ଷା ଆରମ୍ଭ କରିଥିଲା ସେଥିରେ ଏକ ନୂଆ ବିଷୟ କରୁଣା ସିଲ୍କ ଯୋଡ଼ି ହୋଇଛି। ଏହି ପଦ୍ଧତିରେ ବାହାରୁଥିବା ରେଶମ ସୂତାରେ ଏବେ କୌଣସି ପ୍ରକାର କୃତ୍ରିମ ରଙ୍ଗ ନ ମିଶାଇ…
ବନ୍ଧା ହେଲେ ପ୍ରଣବ ପ୍ରକାଶଙ୍କ ଭାଇ ଭବ
ଭୁବନେଶ୍ୱର: 23.11.2024 ବିଜେଡିର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଭାଇ ଭବ ପ୍ରସାଦ ଦାସଙ୍କୁ ଗିରଫ କରିଛି ଯାଜପୁର ଟାଉନ ଥାନା ପୁଲିସ । ଏସଡିଜେଏମ୍ କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଯାଜପୁର ଜେଲକୁ ପଠାଇ ଦିଆଯାଇଛି । ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ଉପରେ ମରଣାନ୍ତକ…
ମାସେହେଲା ଖୋଳି ପକେଇଦେଲେ, କାମ ହେଉନି
ମାସେ ହେଲା ଖୋଳା ହେଇ ପଡିଛି ରାଜଧାନୀରେ ଥିବା ଓଇଆରସି କାର୍ଯ୍ୟାଳୟ ଏବଂ ପାଖ କଲୋନୀକୁ ଯାଇଥିବା ରାସ୍ତା, ଲୋକେ ନାହିଁ ନଥିବା ଦୁର୍ଦଶା…
ଫଳକରେ ରାସ୍ତା
ଶୈଳଶ୍ରୀ ବିହାର ୱାର୍ଡ ନମ୍ବର -7 ରେ 2022 ସ୍ୱାୟତ୍ତ ଶାସନ ଦିବସରୁ ରାସ୍ତା ଓ ନାଳର ଉନ୍ନତିକରଣ ପାଇଁ ଫଳକ ଲାଗିଛି ହେଲେ କାମ ଘର ଶୂନ୍ୟ…
ଦାଦନ ସମସ୍ୟା ସମାଧାନରେ ସରକାର ବିଫଳ
କାମକରିବ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଭୁବନେଶ୍ୱର : ୨୦/୧୧/୨୦୨୪ ରାଜ୍ୟରେ ଦାଦନ ଶ୍ରମିକ ବିସ୍ଥାପନ ସମସ୍ୟା ଦିନକୁ ଦିନ ତୀବ୍ର ହେବାରେ ଲାଗିଛି l କେତେ ଲୋକ ଦାଦନ ଭାବେ ରାଜ୍ୟ ଓ ଦେଶ ବାହାରକୁ ଯାଉଛନ୍ତି ତାର ହିସାବ ମଧ୍ୟ ଶ୍ରମ ବିଭାଗ କି ଜିଲା ପ୍ରଶାସନ ନିକଟରେ ଉପଲବ୍ଧି ହେଉ ନାହିଁ l ବର୍ଷବର୍ଷ ଧରି…
ଉତ୍କଳ କେଶରୀ ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମବାର୍ଷିକୀ ସ୍ମରଣ ଉତ୍ସବ
ଫଟୋଚିତ୍ର ପ୍ରଦର୍ଶନୀ ଭୁବନେଶ୍ୱର:୨୧/୧୧/୨୦୨୪: ମହାନ ଜନନାୟକ ବିଶିଷ୍ଟ ରାଷ୍ଟ୍ରନୀତିଜ୍ଞ ଉତ୍କଳ କେଶରୀ ଡ. ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମବାର୍ଷିକୀ ସ୍ମରଣ ଉତ୍ସବ ଅବସରରେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଏକ ଫଟୋଚିତ୍ର ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ରବିନ୍ଦ୍ରମଣ୍ଡପଠାରେ…



