୧୧,୫୧୬ଟି ଅଭିଯୋଗ ମଧ୍ୟରୁ ୧୦,୫୦୨ଟିର ସମାଧାନ
ମୁଖ୍ୟମନ୍ତ୍ରୀଙ୍କ ତ୍ରୟୋଦଶ ପାଳି ଅଭିଯୋଗ ଶୁଣାଣି ଭୁବନେଶ୍ୱର:28/7- ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ଆଜି ଥିଲା ୧୩ତମ ପାଳି। ଆଜି ଭୁବନେଶ୍ୱର ୟୁନିଟ-୨ ଠାରେ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକଙ୍କ ସମସ୍ୟା ଓ ଦୁଃଖ ଶୁଣିବା ସହିତ ଏହାର ସମାଧାନ ଓ…
କୃପାସିନ୍ଧୁ ବିଶ୍ୱାଳ ଏବଂ ମୁରଲୀଧର ସାମଲଙ୍କୁ ସାରସ୍ୱତ ସମ୍ମାନ
ଭୁବନେଶ୍ୱର:୨୮/୭-ଓଡ଼ିଶାର ସର୍ବ ପ୍ରାଚୀନ ସାହିତ୍ୟ ଅନୁଷ୍ଠାନ ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ସାହିତ୍ୟ ସାଧକ କୃପାସିନ୍ଧୁ ବିଶ୍ୱାଳ ଏବଂ ବରିଷ୍ଠ ସାମ୍ବାଦିକ ଓ ସାହିତ୍ୟିକ ମୁରଲୀଧର ସାମଲ ସମ୍ବର୍ଦ୍ଧିତ ହୋଇଛନ୍ତି। କୃପାସିନ୍ଧୁ ବାବୁଙ୍କୁ ବାଗ୍ମୀ ବିଶ୍ୱନାଥ କର ସମ୍ପାଦନା ସମ୍ମାନ ମିଳିଥିବା ବେଳେ ମୁରଲୀ…
ଜାମିନ ନାମଞ୍ଜୁର, ଜେଲ ଗଲେ ଅମରେଶ ଜେନା
ଭୁବନେଶ୍ୱର:27/7- ଜନୈକା ଯୁବତୀଙ୍କ ଏତାଲା ଆଧାରରେ ଭୁବନେଶ୍ୱର ମହାନଗର ନିଗମ କର୍ପୋରେଟର ଅମରେଶ ଜେନା(ବାଇଁଆ)ଙ୍କୁ ପୁଲିସ ଗିରଫ କରିଛି । ବାଲେଶ୍ୱର ଜିଲା ନୀଳଗିରିର ବରହମପୁର ଥାନା ଅଞ୍ଚଳରୁ କମିସନରେଟ ପୁଲିସ ତାଙ୍କୁ ଆଜି ଗିରଫ କରିଛି। ଭୁବନେଶ୍ୱର ପୋକସୋ କୋର୍ଟର ସ୍ୱତନ୍ତ୍ର ବିଚାରପତି ତାଙ୍କ…
ଗରିମା ଜାତୀୟ କର୍ମଶାଳା
ଯୋଗଦେଲେ ୭ଟି ରାଜ୍ୟର ଅଧିକାରୀ ଓ ପରିମଳ କର୍ମଚାରୀ ପ୍ରମୁଖ ପରିମଳ କର୍ମଚାରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ଘୋଷଣା ୧୦ ଲକ୍ଷ ଟଙ୍କାର ଜୀବନ ବୀମା, ଜୀବନହାନୀ ପାଇଁ ୩୦ ଲକ୍ଷ ଟଙ୍କାର ସହାୟତା, ମୋବାଇଲ ଫୋନ, ବାସଗୃହ ପ୍ରଦାନ ଭୁବନେଶ୍ୱର:୨୬/୭- ଆୟୋଜିତ ହେଉଥିବା କର୍ମଶାଳା କେବଳ ଏକ…
ଅଟଳଜୀ ଗୋଟିଏ ଦଳର ପ୍ରତିନିଧି ଥିଲେ ସତ କିନ୍ତୁ ଜନତାଙ୍କ ମନର ନେତା ଥିଲେ – ମୁଖ୍ୟମନ୍ତ୍ରୀ
ଅଟଳ ପ୍ରତିଭା ସମ୍ମାନ ୨୦୨୫ ପ୍ରଦାନ ଭୁବନେଶ୍ୱର:୨୬/୭-ଯେତେବେଳେ ବି ଅଟଳ ବିହାରୀ ବାଜପେୟୀଙ୍କ କଥା ଆଲୋଚନା ହେବ, ‘ପୋଖରାନ ପରମାଣୁ ପରୀକ୍ଷଣ’ ଏବଂ ‘କାର୍ଗିଲ ବିଜୟ’ କଥା ସର୍ବାଗ୍ରେ ଆସିବ। ଅଟଳଜୀ କେବଳ ଏକ ରାଜନେତା ନ , ସେ ଥିଲେ ଜନମାନସର ହୃଦୟରେ ଥିବା ଏକ ଅଭିନ୍ନ ଅନୁଭୂତି । ଅଟଳ ଯୁବଶକ୍ତି…
ବୀର ଯବାନ ପରିବାରଙ୍କ ନିମନ୍ତେ ଆଇନ ସେବା କ୍ଲିନିକ
ଭୁବନେଶ୍ୱର: ୨୬/୭-ଆମ ଦେଶର ଗର୍ବ ବୀର ଯବାନ ଏବଂ ସେମାନଙ୍କ ପରିବାରବର୍ଗକୁ ଆବଶ୍ୟକସ୍ଥଳେ ଆଇନଗତ ଓ ସାମାଜିକ ସହଯୋଗ ପ୍ରଦାନ କ୍ଷେତ୍ରରେ ସ୍ଥାନୀୟ ରାଜ୍ୟ ସୈନିକ ବୋର୍ଡ ପରିସରରେ ଏକ ଆଇନ ସେବା କ୍ଲିନିକ ଉଦଘାଟିତ ହୋଇଛି। ଜାତୀୟ ଆଇନ ସେବା ପ୍ରାଧିକରଣଙ୍କ ପକ୍ଷରୁ ଏହାକୁ ଲୋକାର୍ପିତ କରାଯାଇଛି।…
ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ବାବୁ
ଭିଜିଲାନ୍ସ ଜାଲରେ ଡେପୁଟି ରେଞ୍ଜର ରାମଚନ୍ଦ୍ର ଭୁବନେଶ୍ୱର:25/7-କୋରାପୁଟ ଜିଲ୍ଲା ଜୟପୁର ଫରେଷ୍ଟ ରେଞ୍ଜର ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକ। ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି । ଏହି କରିତକର୍ମା ବାବୁଙ୍କର ଦରମା ୭୬ ହଜାର ୮୮୦ ଟଙ୍କା । କଟିକାଟି ପାଉଛନ୍ତି ୬୯ ହଜାର ୬୮୦ । କିନ୍ତୁ ଘରୁ ବାହାରିଛି ନଗଦ…
ଭୁବନେଶ୍ୱରରେ ଓଡିଶାର ପ୍ରଥମ ଓଡିଶା ଟେକ୍ସଟାଇଲ କନକ୍ଲେଭ
-ଇଣ୍ଡଷ୍ଟ୍ରି କ୍ଷେତ୍ରରେ କାର୍ଯ୍ୟରତ ବୁଣାକାରଙ୍କ ମଜୁରୀ ରିହାତି ଏକ ହଜାର ଟଙ୍କା ବୃଦ୍ଧି -୩୩ଟି ଏମ୍ଓୟୁ ସ୍ୱାକ୍ଷରିତ, ମୋଟ୍ ୭,୮୦୮ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରତିଶ୍ରୁତି, ୫୩,୩୦୦ ନିଯୁକ୍ତି ସୁଯୋଗ ସୃଷ୍ଟି -ଦୁଇଟି ଟେକ୍ସଟାଇଲ ପାର୍କ ଲୋକାର୍ପିତ -ସମସ୍ତ ସରକାରୀ କର୍ମଚାରୀ ସପ୍ତାହକୁ ଅନ୍ୟୁନ…
ଛାତ୍ରୀମାନଙ୍କ ନିରାପତ୍ତା ସୁନିଶ୍ଚିତ କରିବା ସହ ଶିକ୍ଷାଗତ ସମସ୍ୟା ସମାଧାନ ଦାବିରେ ଏଆଇଡିଏସଓ ପକ୍ଷରୁ ବିକ୍ଷୋଭ
ଭୁବନେଶ୍ୱର:25/7-ବାଲେଶ୍ୱର, ବଳଙ୍ଗା, ଗୋପାଳପୁର, ଜଗତସିଂହପୁର ସମେତ ରାଜ୍ୟରେ ଛାତ୍ରୀମାନଙ୍କ ଉପରେ ହୋଇଥିବା ନିର୍ଯ୍ୟାତନା, ଦୁଷ୍କର୍ମ ଓ ଗଣଦୁଷ୍କର୍ମରେ ଜଡିତ ଅପରାଧିମାନଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ ଦେବା, ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀଙ୍କ ଦୁଃଖଦ ମୃତ୍ୟୁ ଘଟଣାରେ…
ମହିଳାଙ୍କୁ ନ୍ୟାୟ ଦାବି, ରାଜ୍ୟପାଳଙ୍କୁ ଭେଟିଲେ ୮ ବିରୋଧୀ ଦଳ ପ୍ରତିନିଧି
ଭୁବନେଶ୍ୱର:24/7- ଓଡ଼ିଶାର ରାଜ୍ୟପାଳଙ୍କୁ ଭେଟି ମହିଳାଙ୍କୁ ନ୍ୟାୟ ଦାବି କରି ରାଜ୍ୟର ୮ଟି ବିରୋଧୀ ଦଳ ତରଫରୁ ଆଜି ଅପରାହ୍ନରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଓଡ଼ିଶାରେ ମହିଳାଙ୍କ ବିରୋଧରେ ବଢୁଥିବା ଅପରାଧ ଓ ବ୍ୟବସ୍ଥାଗତ ବିଫଳତା ସମ୍ପର୍କରେ ନ୍ୟାୟ ଦାବି କରି ୮ଟି ବିରୋଧୀ ଦଳର ଏକ ରାଜ୍ୟସ୍ତରୀୟ…



