GovernanceLiteratureMediaMore କୃପାସିନ୍ଧୁ ବିଶ୍ୱାଳ ଏବଂ ମୁରଲୀଧର ସାମଲଙ୍କୁ ସାରସ୍ୱତ ସମ୍ମାନ By ସଂକ୍ଷିପ୍ତ ଖବର July 28, 2025 1 Min Read Comments Off on କୃପାସିନ୍ଧୁ ବିଶ୍ୱାଳ ଏବଂ ମୁରଲୀଧର ସାମଲଙ୍କୁ ସାରସ୍ୱତ ସମ୍ମାନ ଭୁବନେଶ୍ୱର:୨୮/୭-ଓଡ଼ିଶାର ସର୍ବ ପ୍ରାଚୀନ ସାହିତ୍ୟ ଅନୁଷ୍ଠାନ ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ସାହିତ୍ୟ ସାଧକ କୃପାସିନ୍ଧୁ ବିଶ୍ୱାଳ ଏବଂ ବରିଷ୍ଠ ସାମ୍ବାଦିକ ଓ ସାହିତ୍ୟିକ ମୁରଲୀଧର ସାମଲ ସମ୍ବର୍ଦ୍ଧିତ ହୋଇଛନ୍ତି। କୃପାସିନ୍ଧୁ ବାବୁଙ୍କୁ ବାଗ୍ମୀ ବିଶ୍ୱନାଥ କର ସମ୍ପାଦନା ସମ୍ମାନ ମିଳିଥିବା ବେଳେ ମୁରଲୀ ବାବୁଙ୍କୁ ମିଳିଛି ଉଦୟନାଥ ଷଡ଼ଙ୍ଗୀ ସାମ୍ବାଦିକତା ସମ୍ମାନ।