୧୪୦ କୋଟି ଭାରତୀୟଙ୍କ ଆକାଂକ୍ଷା ପୂରଣ କରିବ ବିକଶିତ ଭାରତ ବଜେଟ ୨୦୨୫-୨୬-ପ୍ରଧାନମନ୍ତ୍ରୀ
ଭୁବନେଶ୍ୱର:1/2-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ କେନ୍ଦ୍ର ବଜେଟ୍ ୨୦୨୫-୨୬ ଉପରେ ନିଜର ମନ୍ତବ୍ୟ ଦେଇଛନ୍ତି। ଆଜି ଭାରତର ବିକାଶ ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟକୁ ଚିହ୍ନିତ କରି ଶ୍ରୀ ମୋଦୀ କହିଛନ୍ତି ଯେ, ଏହି ବଜେଟରେ ୧୪୦ କୋଟି ଭାରତୀୟଙ୍କ ଆକାଂକ୍ଷା…
ଗୁରୁଙ୍କୁ ସମ୍ବର୍ଦ୍ଧନା ଜୀବନର ଅଦ୍ଭୁତ ଅଭିଜ୍ଞତା-ସମ୍ବର୍ଦ୍ଧିତ ଶିକ୍ଷକ
-ବାଣପୁର ଗୋଦାବରୀଶ ମହାବିଦ୍ୟାଳୟ 1977-81 ବ୍ୟାଚ ସହପାଠୀଙ୍କ ବନ୍ଧୁମିଳନ -ଅକ୍ଷର କୀର୍ତ୍ତି ବଜାୟ ରଖ ଭୁବନେଶ୍ୱର:୧୨/୧-ଭୁବନେଶ୍ୱର ଶ୍ରୀ ଅଭିରାମ ପରମହଂସ ଶାନ୍ତି ଆଶ୍ରମରେ ବାଣପୁର ଗୋଦାବରୀଶ ମହାବିଦ୍ୟାଳୟ ୧୯୭୭-୮୧ ବ୍ୟାଚର ସହପାଠୀମାନଙ୍କ ବନ୍ଧୁମିଳନ ପର୍ବ ସମସ୍ତଙ୍କ ଭାବାବେଗକୁ ନୂଆ ଦିଗଦର୍ଶନ…
ସମଗ୍ର ଭାରତବର୍ଷ ମାନବ ଅଧିକାରର ପ୍ରାସଙ୍ଗିକତାକୁ ଉପଲବ୍ଧି କରିଛି: ମୁଖ୍ୟ ବିଚାରପତି
ଭୁବନେଶ୍ୱର 10/12/2024-ପ୍ରତିବର୍ଷ ଡିସେମ୍ବର ୧୦ ତାରିଖରେ ପାଳିତ ହେଉଥିବା ବିଶ୍ୱ ମାନବ ଅଧିକାର ଦିବସ ସମସ୍ତ ମାନବ ସମ୍ପ୍ରଦାୟର ଅଧିକାର ସୁରକ୍ଷା, ସମାନତା, ସ୍ବାଧୀନତା ଏବଂ ମର୍ଯ୍ୟାଦା ପ୍ରତି ସଚେତନତା ବଢ଼ାଇବାରେ ଗୁରୁତ୍ୱପୂର୍ଣ୍ଣ। ମାନବାଧିକାର ଆଇନ, ୧୯୯୩ର ସଠିକ ରୂପାୟନ ଓ କାର୍ଯ୍ୟକାରିତା…
ଷଷ୍ଠ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ ଉଦ୍ଘାଟିତ
ଭୁବନେଶ୍ୱର:6/12/2024-ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଆୟୋଜିତ ହେଉଥିବା ଷଷ୍ଠ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବର ଉଦ୍ଘାଟନୀ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ପୁସ୍ତକମେଳା ଆସନ୍ତା ଡିସେମ୍ବର ୧୭ ତାରିଖ ପର୍ଯ୍ୟନ୍ତ…
ସାହା ଭରସା ନାହିଁ, ପରିଣତ ବୟସରେ ପଲିଥିନ ତଳେ ବିତୁଛି ଜୀବନ
ସୁବର୍ଣ୍ଣପୁର:(ଉଗ୍ରସେନ କର୍ମୀ) ରାଜ୍ୟ ସରକାର ଅନେକ ଯୋଜନା କରୁଛନ୍ତି। ଗରିବଙ୍କ ପାଇଁ ମୋ କୁଡିଆ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଭଳି ଅନେକ କାର୍ଯ୍ୟକାରୀ ହେଉଛି I ତେବେ ବି ପଲିଥିନ ତଳେ ଅନେକ ପରିବାର ଜୀବନ ବିତାଉଛନ୍ତି I ଆଜିବି ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକରେ ଗରିବ ଅସହାୟ ପରିବାର ଅଛନ୍ତି…
ଅଧରାତିରେ ସୃଷ୍ଟି ହେବ ବାତ୍ୟାର ତାଣ୍ଡବ
ଭୁବନେଶ୍ୱର-୨୪ଅକ୍ଟୋବର ୨୦୨୪ ଓଡ଼ିଶା ଉପକୂଳକୁ ମାଡ଼ି ଆସୁଛି ସାଧାରଣରେ ଆତଙ୍କ ସୃଷ୍ଟି କରିଥିବା ବାତ୍ୟା-ଦାନା। ଏହା ରାତି ୮ଟା ବେଳକୁ ପାରାଦ୍ୱୀପ ଠାରୁ ୧୦୦ କିମି ଏବଂ ଧାମରା ଠାରୁ ୧୩୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଥିଲା। ଘଣ୍ଟାକୁ ୧୦ କିମି ବେଗରେ ଏହା ଆଗକୁ ବଢ଼ୁଛି। ମଧ୍ୟରାତିରୁ ଭୋର୍ ଭିତରେ ଏହା…
ଓୟୁଏଟି ମହୁମାଛି ବିଭାଗରେ କ୍ୟୁଆରଟି ସଦସ୍ୟଙ୍କ ସମୀକ୍ଷା
ଭୁବନେଶ୍ୱର:୨୨ ଅକ୍ଟୋବର ୨୦୨୪ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଭୁବନେଶ୍ୱର ଠାରେ ସର୍ବ ଭାରତୀୟ ସଂଯୋଜିତ ମହୁମାଛି ଓ ପରାଗ ସଂଗମକାରୀ ଜୀବ ଗବେଷଣା ପ୍ରକଳ୍ପ ଗତ ୩ତାରିଖରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବନୀକରଣ ତଥା ଉଦ୍ୟାନ କୃଷି ବିଶ୍ୱବିଦ୍ୟାଳୟ, ସୋଲାନର ପୂର୍ବତନ କୁଳପତି ହରିଶ ଚନ୍ଦ୍ର ଶର୍ମା…
ବାତ୍ୟା, ପୁରୀ ଓ ସାଗର ଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ
ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ‘ଦାନା’ର ଗତିପଥ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ଆସନ୍ତା ୨୪ତାରିଖ ରାତି କିମ୍ବା ୨୫ ତାରିଖ ସକାଳ ସୁଦ୍ଧା ବଡ଼ଧରଣର ବାତ୍ୟା ଭାବରେ ପୁରୀ ଓ ପଶ୍ଚିମବଙ୍ଗର ସାଗର ଦ୍ୱୀପ ମଧ୍ୟବର୍ତ୍ତୀ ଅଞ୍ଚଳରେ ଏହା ଉପକୂଳ ଛୁଇଁପାରେ । ଏହାର ପ୍ରଭାବରେ ୨୩ ତାରିଖରୁ ରାଜ୍ୟରେ ପ୍ରବଳ…



