More ପୂର୍ତ୍ତ ବିଭାଗ ରାସ୍ତା ………. By ସଂକ୍ଷିପ୍ତ ଖବର December 21, 2024 1 Min Read Comments Off on ପୂର୍ତ୍ତ ବିଭାଗ ରାସ୍ତା ………. ଭୁବନେଶ୍ୱର: 21/12/2024-KIIT ଛକରୁ ଶିଖରଚଣ୍ଡୀ-ଓଇଆରସି ଛକ-ଉତ୍କଳ ହସ୍ପିଟାଲ ଦେଇ ଜାଭିୟର ଛକ ଏବଂ ଡମଣା ଛକରୁ ଓଇଆରସି ଛକ-ଉତ୍କଳ ହସ୍ପିଟାଲ ଦେଇ ଜାଭିୟର ଛକକୁ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗ ରାସ୍ତାର ଶୈଳଶ୍ରୀ ବିହାର ସାଇମନ୍ଦିର ନିକଟରେ ଅବସ୍ଥା ଏହିଭଳି I ଜମି ଅଧିଗ୍ରହଣରେ ବିଭାଗର ଭୁବନେଶ୍ୱର ଡିଭିଜନ-3 ଅଧୀକ୍ଷଣ ଯନ୍ତ୍ରୀଙ୍କ ଅବହେଳା ପାଇଁ ଲୋକେ ଦୁର୍ଦଶା ଭୋଗୁଛନ୍ତି I 400 ଫୁଟ ରାସ୍ତା ଓ ଡ୍ରେନ କାମ ଅଟକି ରହିଛି I