ନୂଆ ସଡ଼କ ନୀତି ଖୁବ ଶୀଘ୍ର
-ସଡ଼କ ଯୋଗୋଯାଗ ବ୍ୟବସ୍ଥାର ଉନ୍ନତି ପାଇଁ ନୂଆ ପଦକ୍ଷେପ-ଗଠନ ହେବ ରାଜ୍ୟ ରାଜପଥ ପ୍ରାଧିକରଣ-ଓଡ଼ିଶାରେ ହେବ ରୋଡ କଂଗ୍ରେସ ବୈଠକ ଭୁବନେଶ୍ୱର:୧୨ା୩: ଉନ୍ନତ ସଡ଼କ ମାଧ୍ୟମରେ ବିକଶିତ ଓଡ଼ିଶା ଗଠନ ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ। ପୂର୍ବ ସରକାର ଅମଳେର ଯେଉଁ ସବୁ ପ୍ରକଳ୍ପ ଆରମ୍ଭ ହୋଇଥିଲା ସେଗୁଡିକ…
ବିଧାନସଭାରେ ହାତାହାତି
ସାତଦିନ ପାଇଁ ତାରା ନିଲମ୍ବିତ ଭୁବନେଶ୍ବର:11/3- କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କୁ ବାଚସ୍ପତି ୭ ଦିନ ପାଇଁ ଗୃହରୁ ନିଲମ୍ବିତ କରିଛନ୍ତି। ଗୃହରେ ବିଶୃଙ୍ଖଳିତ ଆଚରଣ ପାଇଁ ତାଙ୍କୁ ନିଲମ୍ବନ କରାଯାଇଛି। ମଙ୍ଗଳବାର ବିଧାନସଭାରେ ଅଭାବନୀୟ ଘଟଣା ଘଟିଥିଲା। ନାରୀ ନିର୍ଯ୍ୟାତନା ପ୍ରସଙ୍ଗରେ…
ମୁଖ୍ୟମନ୍ତ୍ରୀଙ୍କ ଉତ୍ତର
ଭୁବନେଶ୍ୱର 10/3- ବିଧାନସଭାରେ ପ୍ରାକ୍ତନ ରାଜ୍ୟପାଳଙ୍କ ପୁଅ ବିରୋଧରେ ପୁରୀ ଜିଲ୍ଲା ପୁଲିସରେ ଦିଆଯାଇଥିବା ଅଭିଯୋଗ ଉପରେ ଜିଲ୍ଲାପାଳ କି ରିପୋର୍ଟ ପ୍ରଦାନ କରିଛନ୍ତି ପ୍ରଶ୍ନର ଉତ୍ତର ରଖିଛନ୍ତି…
ବିଜୁବାବୁଙ୍କ ଅସ୍ଥି ବିସର୍ଜନକୁ ନେଇ ରାଜନୈତିକ ଚର୍ଚ୍ଚା
ଭୁବନେଶ୍ୱର 10/3- ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ତାଙ୍କର ଅସ୍ଥି କିଏ ରଖିଥିଲା ଓ ଏହା କିଭଳି ବିସର୍ଜନ କରାଯାଇଥିଲା ତାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଏ ସମ୍ପର୍କରେ ବିଜେପି ବିଧାୟକ ବାବୁ ସିଂଙ୍କ ମନ୍ତବ୍ୟ ରାଜନୈତିକ ହଟଚମଟ ସୃଷ୍ଟି କରିଛି। ବିଜୟ ମହାପାତ୍ର ଶ୍ରୀ ସିଂଙ୍କ କଥାକୁ ସମର୍ଥନ କରିବା…
ପୁସ୍ତକ “ନିର୍ବାଚନ ୨୦୨୪” ଓଡ଼ିଆ ସାମାଜିକ ଜୀବନରେ ପ୍ରେରକ ହେବ – ଧର୍ମେନ୍ଦ୍ର ପ୍ରଧାନ
-ନିର୍ବାଚନ ସବୁବେଳେ ଉତ୍କଣ୍ଠାର ବିଷୟ ଥାଏ, ସବୁ ନିର୍ବାଚନର ନିଜସ୍ୱ ଚରିତ୍ର ଅଛି-ଗତ ନିର୍ବାଚନରେ ଓଡ଼ିଆ ଲୋକମାନଙ୍କର ବିଜୟ ହୋଇଛି-ଓଡ଼ିଆ ଲୋକମାନଙ୍କ ନିର୍ଣ୍ଣୟ ପାଇଁ ବିଜେପିର ବିଜୟ ହୋଇଛି-ପୁସ୍ତକଟି ଅଧିକରୁ ଅଧିକ ଲୋକାଦୃତ ହେଉ, ଏହା ପ୍ରଭୁଙ୍କ ପାଖରେ କାମନା ଭୁବନେଶ୍ୱର, ମାର୍ଚ୍ଚ ୦୭ – କେନ୍ଦ୍ର…
KIITରେ ଜାତୀୟ ମାନବାଧିକାର କମିସନଙ୍କ ତଦନ୍ତ
ଭୁବନେଶ୍ୱର:6/2- କିଟ୍ ବିଶ୍ୱବିଦ୍ୟାଳୟରେ ନେପାଳୀ ଛାତ୍ରୀ ଆତ୍ମହତ୍ୟା ଘଟଣା ଓ ଏହାର ପରବର୍ତ୍ତୀ ସମସ୍ୟାକୁ ନେଇ ଜାତୀୟ ମାନବାଧିକାର କମିସନ ତଦନ୍ତ ଆରମ୍ଭ କରିଛନ୍ତି। ଯୋଗୀନ୍ଦର ସିଂଙ୍କ ନେତୃତ୍ୱରେ କମିସନଙ୍କ ଦୁଇ ଜଣ ପ୍ରତିନିଧି ବିଶ୍ୱବିଦ୍ୟାଳୟକୁ ଆସି ମାମଲାର ତଦାରଖ କରୁଛନ୍ତି। ପ୍ରଥମ ଦିନରେ ସେମାନେ…
ସୁପ୍ରିମକୋର୍ଟଙ୍କ ସର୍ତ୍ତାବଳୀ ଲାଗୁ କଲେ ରାଜ୍ୟ ସରକାର
-ପଦୋନ୍ନତିରେ ସଂରକ୍ଷଣ -ସଂଗ୍ରହ ହେବ କ୍ୟାଡର ଭିତ୍ତିକ ତଥ୍ୟ ଭୁବନେଶ୍ୱର:5/3- ପଦୋନ୍ନତିରେ ସଂରକ୍ଷଣ କ୍ଷେତ୍ରରେ ସୁପ୍ରିମକୋର୍ଟ ଜାରି କରିଥିବା ସର୍ତ୍ତାବଳୀକୁ ରାଜ୍ୟ ସରକାର ଲାଗୁ କରିଛନ୍ତି। ତଦନୁଯାୟୀ ଏଣିକି ପ୍ରତି ସେବା ବର୍ଗରେ ତଫସିଲଭୁକ୍ତ ଜାତି ଓ ଜନଜାତିର କର୍ମଚାରୀଙ୍କ ଆନୁପାତିକ ହାରରେ ସଂଖ୍ୟା…
ବିଜୁ ପଟ୍ଟନାୟକଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ
ଜୟଦେବ ଭବନରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ…
ପଞ୍ଚାୟତିରାଜ ଦିବସ ଅପ୍ରେଲ ୨୪ରେ ପାଳନ କରାଯିବ, ମାର୍ଚ୍ଚ ୫ ତାରିଖ ଛୁଟି ବାତିଲ
ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ମାର୍ଚ୍ଚ ୫ ତାରିଖରେ ପାଳନ କରାଯିବ, ଛୁଟି ହିସାବରେ ପାଳନ କରାଯିବ ନାହିଁ ଭୁବନେଶ୍ୱର:୩/୩-ଓଡିଶାରେ ପ୍ରତିବର୍ଷ ମାର୍ଚ୍ଚ ୫ ତାରିଖକୁ ପଞ୍ଚାୟତିରାଜ ଦିବସ ରୂପେ ପାଳନ କରାଯାଉଅଛି। ତେବେ ପ୍ରତି ବର୍ଷ ଅପ୍ରେଲ ୨୪ ତାରିଖକୁ ଜାତୀୟ ପଞ୍ଚାୟିତରାଜ ଦିବସ ରୂପେ ପାଳନ କରାଯାଏ। ଏହି…



