GovernanceMore ମୁଖ୍ୟମନ୍ତ୍ରୀଙ୍କ ଉତ୍ତର ଭୁବନେଶ୍ୱର 10/3- ବିଧାନସଭାରେ ପ୍ରାକ୍ତନ ରାଜ୍ୟପାଳଙ୍କ ପୁଅ ବିରୋଧରେ ପୁରୀ ଜିଲ୍ଲା ପୁଲିସରେ ଦିଆଯାଇଥିବା ଅଭିଯୋଗ ଉପରେ ଜିଲ୍ଲାପାଳ କି ରିପୋର୍ଟ ପ୍ରଦାନ କରିଛନ୍ତି ପ୍ରଶ୍ନର ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ।