ନବ ଦାସଙ୍କ ହତ୍ୟା ମାମଲାର ସାନି ତଦନ୍ତ ପ୍ର୍ରକ୍ରିୟା ଆରମ୍ଭ
ବୁଧବାର ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ନବଙ୍କ ପତ୍ନୀ ଭୁବନେଶ୍ୱର:୧୮/୩-ବହୁ ଚର୍ଚ୍ଚିତ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାର ସାନି ତଦନ୍ତ ପ୍ର୍ରକ୍ରିୟା ଆରମ୍ଭ ହୋଇଛି । ସାନି ତଦନ୍ତ କରାଯିବା ନେଇ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ବିଧାନସଭାରେ ସୂଚନା ଦେଇଛନ୍ତି । ନବଙ୍କ ହତ୍ୟା…
ନିଯୁକ୍ତି ମେଳା
୫ ଟି ବିଭାଗରେ ଯୋଗଦେଲେ ୮୧୨ ଜଣ ବର୍ତ୍ତମାନ ସୁଦ୍ଧା ୮ ଟି ନିଯୁକ୍ତି ମେଳା ଜରିଆରେ ୨୫ ହଜାରରୁ ଅଧିକ ନିଯୁକ୍ତି ପାଞ୍ଚବର୍ଷ ମଧ୍ୟରେ ଦେଢ଼ ଲକ୍ଷ ନିଯୁକ୍ତିର ଲକ୍ଷ୍ୟ ଭୁବନେଶ୍ୱର: ୧୮ ମାର୍ଚ୍ଚ ୨୦୨୫ ସରକାରୀ ଚାକିରୀ ସର୍ବଦା ଜନସେବା ପାଇଁ ଉତ୍ସର୍ଗୀକୃତ। ତେଣୁ ନିଜକୁ ଜନସାଧାରଣଙ୍କର ସେବକ ଭାବେ ସାଧାରଣ…
ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ପରଲୋକ
ଭୁବନେଶ୍ୱର: 17/3-ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ପରଲୋକ ଘଟିଛି।ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ରାଜ୍ୟର ବିଭିନ୍ନ ଦଳର ବହୁ ରାଜନେତା, ବିଜେପିର କାର୍ଯ୍ୟକର୍ତ୍ତା ଗଭୀର ଶୋକବ୍ୟକ୍ତ କରିଛନ୍ତି। ଏକ ଶୋକ ବାର୍ତ୍ତାରେ…
କବି ରମାକାନ୍ତ ରଥଙ୍କ ପରଲୋକ
ଭୁବନେଶ୍ୱର:୧୬/୩- ଆଧୁନିକ ଓଡିଆ ସାହିତ୍ୟର ପ୍ରଥିତଯଶା କବି ରମାକାନ୍ତ ରଥଙ୍କ ବିୟୋଗରେ ବହୁ ଲେଖକଙ୍କ ସମେତ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ଏକ ଶୋକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପଦ୍ମଭୂଷଣ ସ୍ଵର୍ଗତ ରଥ ଭାରତୀୟ ସାହିତ୍ୟ…
ଲେଖକ, ସାମ୍ବାଦିକ ନୀଳମଣି ସାହୁଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି
ଭୁବନେଶ୍ୱର:୧୬/୩- ସାମ୍ବାଦିକ, ଲେଖକ ଓ ‘ପରଦା’ ପତ୍ରିକାର ସମ୍ପାଦକ ନୀଳମଣି ସାହୁଙ୍କ ପ୍ରତି ଗୋଦାବରୀଶ ମହାବିଦ୍ୟାଳୟର ୧୯୭୭-୮୧ ବ୍ୟାଚ ସହପାଠୀ-ସହପାଠିନୀଙ୍କ ସଂଗଠନ ‘ନିର୍ମାଲ୍ୟ’ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ତାଙ୍କ ଏକାଦଶାହ ତିଥିରେ ସଂଗଠନର ତିନିଜଣ ପ୍ରତିନିଧି ଜଗତସିଂହପୁର ଜିଲା…
ଓଡ଼ିଶା ହେଉଛି ସମୃଦ୍ଧ କଳା, ସଂସ୍କୃତି ଓ ଐତିହ୍ୟର ଭୂମି : ହେମାମାଳିନୀ
-ବୃନ୍ଦାବନ ମହୋତ୍ସବରେ ହେମାମାଳିନୀଙ୍କ ଭାରତନାଟ୍ୟମ୍ ନୃତ୍ୟରେ ଦର୍ଶକ ବିମୋହିତ -ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଭଜନ ଓ ଜୟଦେବଙ୍କ ଗୀତଗୋବିନ୍ଦ ଉପରେ ପର୍ଯ୍ୟବେସିତ ହେମାଙ୍କ ନୃତ୍ୟ ରହିଥିଲା ମୁଖ୍ୟ ଆକର୍ଷଣ -ଦର୍ଶକ ଓ ଅତିଥିମାନଙ୍କ ସହ ରଙ୍ଗ ଖେଳିଲେ ହେମାମାଳିନୀ ଭୁବନେଶ୍ୱର:୧୪/୩-ଭୁବନେଶ୍ୱର ରବୀନ୍ଦ୍ର…
କେଉଁ ତଥ୍ୟ ଠିକ୍
ସାମ୍ବାଦିକଙ୍କୁ ପେନ୍ସନ୍ ପ୍ରଦାନ ପାଇଁ ଅନୁରୋଧ ପତ୍ର ଉପରେ ନିଆଯାଇନି ନିଷ୍ପତ୍ତି ଭୁବନେଶ୍ୱର:୧୩/୩-ମୁଖ୍ୟମନ୍ତ୍ରୀ ମୋହନ ଚରଣ ମଝିଙ୍କ ହାତରେ ସୂଚନା ଓ ଲୋକସମ୍ପର୍କ ବିଭାଗ ରହିଛି। ସେ ବିଧାନସଭାରେ ମାର୍ଚ୍ଚ ୧୩ ତାରିଖରେ ବିଧାୟକ ପବିତ୍ର ସାଉନ୍ତା ସାମ୍ବାଦିକଙ୍କ ସମ୍ପର୍କରେ ପଚାରିଥିବା ଅଣତାରକା…


