‘ପିପୁଲସ୍ ସିଏମ୍’ ଗୀତ ଉନ୍ମାଚନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର :୨/୩: ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦ୍ଦେଶ୍ୟରେ ଏକ ଫ୍ୟାନ ସଙ୍ଗ୍ ମୁକ୍ତିଲାଭ କରିଛି l ‘ପିପୁଲସ୍ ସିଏମ ମୋହନ’ ଶୀର୍ଷକ ଏହି ଗୀତକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜେ ଉନ୍ମୋଚନ କରିଛନ୍ତି। ରାଇକଳାଠାରେ ଏକ ସ୍ୱତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ମୁଖ୍ୟ…
ଖିଚିଂ ମହୋତ୍ସବ ସାରା ରାଜ୍ୟର ମନ ମୋହିଛି-ମୁଖ୍ୟମନ୍ତ୍ରୀ
-ଖିଚିଂ ପ୍ରସିଦ୍ଧ କିଚକେଶ୍ଵରୀ ମନ୍ଦିରର ବିକାଶ ଏବଂ ଉନ୍ନତିକରଣ ପାଇଁ ୫୦ କୋଟି ଟଙ୍କା ମଂଜୁର -ପାଞ୍ଚପୀଢ଼ ଉପଖଣ୍ଡ ପାଇଁ ପ୍ରାୟ ୬୫ କୋଟି ଟଙ୍କାର ୫୩ ଟି ପ୍ରକଳ୍ପର ଉଦ୍ଘାଟନ ଭୁବନେଶ୍ୱର:୧/୩-ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ ଖିଚିଂ ପ୍ରସିଦ୍ଧ କିଚକେଶ୍ଵରୀ ମନ୍ଦିରର ବିକାଶ ଏବଂ ଉନ୍ନତିକରଣ ପାଇଁ ସମସ୍ତ…
National Health Summit organised at Puri
Chief Minister Mohan Charan Majhi and Union Health Minister JP Nadda at National Health Summit organised at Puri
ଉତ୍ତମ ଥିଲେ ଓଡ଼ିଆ ସିନେମା ଜଗତର ଧୃବ ତାରା, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସଂପନ୍ନ
ଭୁବନେଶ୍ୱର:୨୭/୨-ବିଶିଷ୍ଟ ଅଭିନେତା ଉତ୍ତମ ମହାନ୍ତିଙ୍କର 66 ବର୍ଷ ବୟସରେ ପରଲୋକ ଘଟିଛି। ଉତ୍ତମ ମହାନ୍ତିଙ୍କ ବିୟୋଗରେ ସମସ୍ତେ ତାଙ୍କୁ ଝୁରି ହେଉଛନ୍ତି। ଉତ୍ତମଙ୍କ ଶେଷ ଦର୍ଶନ ଓ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ଭୁବନେଶ୍ୱର ସ୍ଥିତ ତାଙ୍କ ବାସଭବନରେ ପ୍ରବଳ ଭିଡ଼ ଜମି ଥିଲା। ଓଡ଼ିଆ ସିନେ ଇଣ୍ଡଷ୍ଟ୍ରି ସହିତ ଜଡ଼ିତ…
କାର୍ଯ୍ୟକ୍ରମ ଓ ପୁଞ୍ଜି ବ୍ୟୟ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ
-ବିଭିନ୍ନ ବିଭାଗର ଖର୍ଚ୍ଚ ସମୀକ୍ଷା -2023-24 ଆର୍ଥିକ ବର୍ଷରେ ସମୁଦାୟ ଖର୍ଚ୍ଚ ଥିଲା 81 ପ୍ରତିଶତ -ଚଳିତ ଆର୍ଥିକ ବର୍ଷରେ (2024-25) 85 ପ୍ରତିଶତ ଖର୍ଚ୍ଚ କରିବାକୁ ପରାମର୍ଶ ଭୁବନେଶ୍ୱର:27/2- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ବିଭିନ୍ନ ବିଭାଗର ଖର୍ଚ୍ଚ ସମୀକ୍ଷା କରି ଚଳିତ ଆର୍ଥିକ…
ଦୁର୍ଘଟଣାଗ୍ରସ୍ତ ସେବାୟତଙ୍କ ଚିକତ୍ସା ସମ୍ପର୍କରେ ବୁଝିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ୨୬./୨-ଜାଗର ଯାତ୍ରା ସମୟରେ ଦୁର୍ଘଟଣାଗ୍ରସ୍ତ ସେବାୟତ ଯୋଗେନ୍ଦ୍ର ସମର୍ଥଙ୍କୁ କ୍ୟାପିଟାଲ ହସ୍ପିଟାଲରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କର ଅବସ୍ଥା ଓ ଚିକିତ୍ସା ସଂପର୍କରେ ପଚାରି ବୁଝୁଛନ୍ତି। ସେବାୟତଙ୍କ ସହିତ ଆହତ ହୋଇ ଚିକିତ୍ସିତ ହେଉଥିବା ଅନ୍ୟମାନଙ୍କ ସ୍ବାସ୍ଥ୍ୟ ସଂପର୍କରେ ମଧ୍ୟ ସେ…
ଆତ୍ମାର ଜାଗୃତି ହିଁ ଜାଗର-ମୁଖ୍ୟମନ୍ତ୍ରୀ
ଲିଙ୍ଗରାଜ ମହାପ୍ରଭୁଙ୍କ ମହା ଶିବରାତ୍ରି ଉତ୍ସବ ଭୁବନେଶ୍ୱର: ୨୬./୨-ଆତ୍ମାର ଜାଗୃତି ହିଁ ଜାଗର ପର୍ବର ମୁଖ୍ୟ ଉଦ୍ଦେଶ୍ୟ। ଆତ୍ମାର ଜାଗରଣରେ ଜାଗର ପର୍ବର ସୁଫଳ ମିଳି ପାରିବ। ଲିଙ୍ଗରାଜ ମନ୍ଦିର ଓ ଏକାମ୍ର କ୍ଷେତ୍ରର ପାରିପାର୍ଶ୍ଵିକ ଅଞ୍ଚଳର ବିକାଶ ପାଇଁ ଆମ ସରକାର ଚେଷ୍ଟିତ। କେବଳ ଲିଙ୍ଗରାଜ ମନ୍ଦିର…
ବିଶ୍ୱସ୍ତରୀୟ ସେବା ଯୋଗାଇବାରେ ଓଡିଶା ଏଜି ଦେଶରେ ପ୍ରଥମ ହେବ – ପ୍ରଧାନ ମହାଲେଖାକାର
ଭୁବନେଶ୍ୱର25/2 – ଓଡିଶା ମହାଲେଖାକାର କାର୍ଯ୍ୟାଳୟ ଆନୁକୂଲ୍ୟରେ ଓ ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ସହଯୋଗରେ ଦ୍ୱିତୀୟ କୋଷାଧିକାରୀ କର୍ମଶାଳା ଚନ୍ଦ୍ରଶେଖରପୁରସ୍ଥିତ ମଧୁସୂଦନ ଦାସ ଆଞ୍ଚଳିକ ବିତ୍ତୀୟ ପରିଚାଳନା ପ୍ରତିଷ୍ଠାନଠାରେ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ବରିଷ୍ଠ ଉପ ମହାଲେଖାକାର…
ୱାଟକୋକୁ ପ୍ରଯୁକ୍ତିବିଦ୍ୟା ସଭା ପୁରସ୍କାର ୨୦୨୫
ଭୁବନେଶ୍ୱର, ୨୪/୨- ଓଡିଶା ସରକାରଙ୍କ ଗୃହ ଏବଂ ନଗର ଉନ୍ନୟନ ବିଭାଗ ଅଧୀନରେ ଥିବା ଜଳ ନିଗମ (ୱାଟକୋ) କୁ ଏହାର ଅଗ୍ରଣୀ ଜଳ ଗୁଣବତ୍ତା ତଥ୍ୟ ସଂଗ୍ରହ ଏବଂ ମନିଟରିଂ ସିଷ୍ଟମ ପାଇଁ ଏଣ୍ଟରପ୍ରାଇଜ୍ ଆପ୍ଲିକେସନ୍ ବର୍ଗରେ ସମ୍ମାନଜନକ “ପ୍ରଯୁକ୍ତିବିଦ୍ୟା ସଭା ପୁରସ୍କାର ୨୦୨୫” ରେ ସମ୍ମାନିତ…
WATCO Wins Prestigious “Technology Sabha Award 2025”
Bhubaneswar, February 24, 2025: Water Corporation of Odisha (WATCO), under the Housing & Urban Development Department, Government of Odisha, has been honoured with the prestigious “Technology Sabha Award 2025” in the Enterprise…



