ସ୍ମାର୍ଟ ପୁଲିସିଂ ଉପରେ ମୋଦିଙ୍କ ଗୁରୁତ୍ୱ
• ପ୍ରଧାନମନ୍ତ୍ରୀ ସ୍ମାର୍ଟ ପୁଲିସ ପ୍ରଶାସନର ମନ୍ତ୍ର ଦେବା ସହିତ ପୁଲିସକୁ ରଣନୀତିକ, ସତର୍କ, ଅନୁକୂଳ, ବିଶ୍ୱସନୀୟ ଏବଂ ସ୍ୱଚ୍ଛ ହେବାକୁ କଲେ ଆହ୍ୱାନ • ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ‘ଆକାଂକ୍ଷୀ ଭାରତ’ର ଦ୍ୱିଗୁଣିତ ଏଆଇ ଶକ୍ତି ଉପଯୋଗ କରି ଡିଜିଟାଲ ଠକେଇ, ସାଇବର ଅପରାଧ ଏବଂ ଏଆଇ କାରଣରୁ ସୃଷ୍ଟି…
ଅର୍କକ୍ଷେତ୍ର କୋଣାର୍କ ଉତ୍ସବ ମୁଖର
ଭୁବନେଶ୍ୱର:01/12/2024-କୋଣାର୍କ ଠାରେ ଆରମ୍ଭ ହୋଇଛି ପାଞ୍ଚ ଦିନିଆ 35 ତମ କୋଣାର୍କ ଉତ୍ସବ ଏବଂ 14 ତମ ଆନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବ। 1989 ମସିହା ଠାରୁ ଆରମ୍ଭ ହୋଇଛି ଏହି ଉତ୍ସବ। ଏହାକୁ ଭାରତର ଅନ୍ୟତମ ବୃହତ ନୃତ୍ୟ ଉତ୍ସବ କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହି ଉତ୍ସବକୁ ମୁଖ୍ୟ ଅତିଥି ଭାବେ…
କଂଗ୍ରେସ ପକ୍ଷାଘାତର ଶିକାର-ପୃଥ୍ୱୀରାଜ
କଂଗ୍ରେସ ଏବେ ଦେଶ ବିରୋଧୀ, ବିକାଶ ବିରୋଧୀ ଓ ଲୋକ ବିରୋଧୀ ଭୁବନେଶ୍ୱର:.୩୦/୧୧- କଂଗ୍ରେସ ଦଳର ସତ୍ତା ହଜିବାରେ ଲାଗିଛି। ସମଗ୍ର ଦେଶରେ କଂଗ୍ରେସ ଏବେ ପକ୍ଷାଘାତର ଶିକାର ହୋଇଛି। ଏପରିକି ନିଜେ ଚାଲିବାର କ୍ଷମତା ହରାଇ ସାରିଛି। ଏବେ ଛୋଟ ଛୋଟ ଆଂଚଳିକ ଦଳର ଆଶାବାଡିକୁ ଧରି କଂଗ୍ରେସ ଚାଲିବାକୁ ଉଦ୍ୟମ…
ଝିଅ-ବୋହୂ ଉଦାହରଣ ଦେଲେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଧାୟକ, ସାଂସଦ, ମନ୍ତ୍ରୀ ଓ ରାଜ୍ୟ ପଦାଧିକାରୀଙ୍କ ସହ ବେଶ ହସ ଖୁସିରେ ଆଲୋଚନା କରିଥିଲେ। ରାଜନୈତିକ ଜୀବନଯାତ୍ରା କଥା କହି ମିଶନ-୩୬ ଓ ଭିଜନ-୩୬ ପାଇଁ ବାଟ ଦେଖାଇଥିଲେ । ଝିଅ-ବୋହୂ ଉଦାହରଣ ଦେଇ ଆଚରଣ ଉଚ୍ଚାରଣ ସଜାଡ଼ିବାକୁ ମଧ୍ୟ ପରାମର୍ଶ ଦେଇଥିଲେ। ଶୁକ୍ରବାର…
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡ଼ିଶା ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଭାବବିହ୍ୱଳ ମନ୍ତବ୍ୟ
ଭୁବନେଶ୍ୱର:-୩୦ .୧୧ .୨୦୨୪ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡ଼ିଶା ଗସ୍ତ ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ସୋସିଆଲ ମିଡ଼ିଆରେ କହିଛନ୍ତି, ଆୟୋଜିତ ‘ସମ୍ବର୍ଦ୍ଧନା ସଭା’ କାର୍ଯ୍ୟକ୍ରମରେ ବରିଷ୍ଠ ନେତୃତ୍ଵଙ୍କ ସହ ଯୋଗଦେଇ ଓଡ଼ିଶାବାସୀଙ୍କ ତରଫରୁ ଲୋକପ୍ରିୟ…
ଓଡ଼ିଶା ମିଶନ କର୍ମଯୋଗୀ
ନଭେମ୍ବର ଶେଷ ସୁଦ୍ଧା ୫୦ ହଜାର କର୍ମଚାରୀ ସାମିଲ ଭୁବନେଶ୍ୱର:-୩୦ .୧୧ .୨୦୨୪ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କର୍ମଚାରୀରୁ କର୍ମଯୋଗୀ ପର୍ଯ୍ୟନ୍ତ ଦୃଷ୍ଟିକୋଣ ଆଧାରରେ ‘ମିଶନ କର୍ମଯୋଗୀ’ କାର୍ଯ୍ୟକ୍ରମରେ ୨୦୨୪ ନଭେମ୍ବର ଶେଷ ସୁଦ୍ଧା ଓଡ଼ିଶା ସରକାରଙ୍କ ପ୍ରାୟ ୫୦ ହଜାର କର୍ମଚାରୀ ଓ ପ୍ରାୟ ସମସ୍ତ…
ଜୟ ଜଗନ୍ନାଥ କହି ଭାଷଣ ଆରମ୍ଭ କଲେ ମୋଦି
କହିଲେ ଓଡ଼ିଶାର ବିକାଶ ଆମର ଲକ୍ଷ୍ୟ ଭୁବନେଶ୍ୱର: ୨୯/୧୧- ତିନି ଦିନିଆ ଓଡିଶା ଗସ୍ତରେ ଆସି ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସ୍ୱାଗତ କରାଯାଇଥିଲା। ସେ ବିମାନବନ୍ଦର ନିକଟରେ ଓଡ଼ିଶା ବିଜେପି ପକ୍ଷରୁ ଆୟୋଜିତ ଏକ ସ୍ୱତନ୍ତ୍ର…
ପୁଲିସ ମହା ନିର୍ଦେଶକ ସମ୍ମିଳନୀକୁ ଉଦଘାଟନ କଲେ ଅମିତ ଶାହ
ଶୂନ୍ୟ ସହନଶୀଳତା ଓ କାର୍ଯ୍ୟାନୁଷ୍ଠାନ ଉପରେ ଗୁରୁତ୍ୱ ଭୁବନେଶ୍ୱର:29/11/2024- ଲୋକସେବା ଭବନ କନେଭନସନ୍ ସେଣ୍ଟରରେ ଆରମ୍ଭ ହୋଇଥିବା ତିନିଦିନିଆ ୫୯ତମ ପୁଲିସ ମହାନିର୍ଦେଶକ ସମ୍ମିଳନୀକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଉଦଘାଟନ କରିଛନ୍ତି। ଓଡ଼ିଶାରେ ପ୍ରଥମଥର ପାଇଁ ଆୟୋଜିତ ଏହି ସମ୍ମିଳନୀରେ ଦ୍ୱିତୀୟ ଓ…


