More ପ୍ରଧାନମନ୍ତ୍ରୀ ଦେଖିଲେ ‘ଦ ସାବରମତୀ ରିପୋର୍ଟ’ ଚଳଚ୍ଚିତ୍ର By ସଂକ୍ଷିପ୍ତ ଖବର December 2, 2024 1 Min Read Comments Off on ପ୍ରଧାନମନ୍ତ୍ରୀ ଦେଖିଲେ ‘ଦ ସାବରମତୀ ରିପୋର୍ଟ’ ଚଳଚ୍ଚିତ୍ର ଭୁବନେଶ୍ୱର : 2/12/2024- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏନଡିଏ ସଦସ୍ୟମାନଙ୍କ ସହ ସଂସଦରେ ‘ଦ ସାବରମତୀ ରିପୋର୍ଟ’ ଚଳଚ୍ଚିତ୍ର ଦେଖିଛନ୍ତି। ସେ ଏକ୍ସର ଏକ ପୋଷ୍ଟରେ ଲେଖିଛନ୍ତି, ଏନଡିଏ ସଦସ୍ୟମାନଙ୍କ ସହ ‘ଦ ସାବରମତୀ ରିପୋର୍ଟ’ ର ସ୍କ୍ରିନିଂରେ ଯୋଗଦେଲି। ଚଳଚ୍ଚିତ୍ର ନିର୍ମାତାମାନଙ୍କୁ ସେମାନଙ୍କ ପ୍ରଚେଷ୍ଟା ପାଇଁ ପ୍ରଶଂସା କରୁଛି।