ଦର୍ଶକ ଓ ଶ୍ରୋତାଙ୍କୁ ଭିଜେଇଲା ଅରୁଣଙ୍କ ବେହାଲ ବର୍ଷା… ମତୁଆଲା ମନ …..
ଭୁବନେଶ୍ୱର:୧୩/୮- ରାଜଧାନୀର ଭଞ୍ଜକଳା ମଣ୍ଡପରେ ବୁଧବାର ସନ୍ଧ୍ୟାରେ ସାହିତ୍ୟ ଓ ସଙ୍ଗୀତର ଅନନ୍ୟ ଯୁଗଳବନ୍ଦୀ ଡ଼ ଅରୁଣ କୁମାର ସାହୁଙ୍କ ସଂପାଦିତ ‘ସାଇତା ସତ’ ପୁସ୍ତକ ଏବଂ ‘ବେହାଲ୍ ବର୍ଷା’ ସଙ୍ଗୀତର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସାହିତ୍ୟର ଅତିଥି ଭାବେ…
ଡିଏଭିରେ ‘ଅଟଳ ଟିଙ୍କରିଂ ଲାବ୍’ର ଅଷ୍ଟମ ବାର୍ଷିକ ପୂର୍ତ୍ତି
ଭୁବନେଶ୍ୱର:୧୩//୮- ଡିଏଭି ପୋଖରୀପୁଟରେ ‘ଅଟଳ ଟିଙ୍କରିଂ ଲାବରେଟୋରି’ର ଅଷ୍ଟମ ବର୍ଷ ପୂର୍ତ୍ତି ମହାସମାରୋହରେ ପାଳିତ ହୋଇଯାଇଛି। ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅଭିନବ ଉପାୟରେ ଅନେକ ଗବେଷଣାତ୍ମକ କାର୍ଯ୍ୟ ଏହା ମାଧ୍ୟମରେ କରିବାରେ ସମର୍ଥ ହୋଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା…
ସରକାରଙ୍କ ରଙ୍ଗ ବଦଳ କାମ
-ମୁଣ୍ଡପିଛା ଋଣ ଭାର ୨୦,୧୭୭ଟଙ୍କା -ଗେରୁଆ ରଙ୍ଗ ପାଇଁ ତିରିଶ ହଜାର କୋଟି ଟଙ୍କା ଅନୁମୋଦନ ଭୁବନେଶ୍ୱର: ୧୩/୮- ବିଜେପି ସରକାର ଗୋଟିଏ ବର୍ଷ ତଳେ ଶପଥ ନେଲା ବେଳକୁ ପ୍ରତିଜ୍ଞା କରିଥିଲା ଆମ ସରକାର ଉତ୍ତରଦାୟୀ ସରକାର ହେବ। ଆମ ସରକାର ଲୋକଙ୍କ ସୁଖ ଦୁଃଖର ସରକାର ହେବ । କିନ୍ତୁ ଆଜି ରାଜ୍ୟର…
ବିରଳ ସହସ୍ରଦଳ ପଦ୍ମ
ଢେଙ୍କାନାଳ ଜିଲା ଗଡ଼ଖଙ୍କିରା ଗ୍ରାମର ଅଂଶୁମାନ ମର୍ଦ୍ଦରାଜ ଭୂୟାଁ ଲଗାଇଥିବା ସହସ୍ରଦଳ ପଦ୍ମ କନ୍ଦାରୁ ଫୁଟିଥିବା ବିରଳ ସହସ୍ରଦଳ ପଦ୍ମ…
ରାଜନଗରରେ ଦଳିତ ନାବାଳିକା ଗଣଦୁଷ୍କର୍ମ
ମହିଳା ଅସୁରକ୍ଷିତ, ଓଡ଼ିଶା ନିନ୍ଦିତ-ବିଜେଡି ଭୁବନେଶ୍ୱର:୧୨/୮-କେନ୍ଦ୍ରାପଡା ଜିଲ୍ଲାର ରାଜନଗର ଅଞ୍ଚଳରେ ଜଣେ ଦଳିତ ନାବାଳିକା ପ୍ରତି ଗଣଦୁଷ୍କର୍ମ ଘଟଣା ସାମ୍ନାକୁ ଆସିବା ପରେ, ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଓ ମହିଳା ଅସୁରକ୍ଷିତ ହୋଇପଡ଼ିଥିବା ଅଭିଯୋଗ କରି ରାଜ୍ୟ ସରକାରଙ୍କ ଅପାରଗତା…
ଓଡ଼ିଶା ସାମୁଦ୍ରିକ ବୋର୍ଡ ଏକ ସୀମାହୀନ ସାମୁଦ୍ରିକ ଭବିଷ୍ୟତ ଆଡ଼କୁ ଅଗ୍ରସର ହେଉଛି
ଭୁବନେଶ୍ୱର:୧୨I୮-ଓଡ଼ିଶା ସାମୁଦ୍ରିକ ବୋର୍ଡ (ଓଏମବି ) ରାଜ୍ୟର ନୀଳ ଅର୍ଥ ବ୍ୟବସ୍ଥା ଏବଂ ସାମୁଦ୍ରିକ ଅଭିବୃଦ୍ଧିର ଏକ ପ୍ରମୁଖ ବାହକ ହେବା ଦିଗରେ ଏକ ଉଚ୍ଚାଭିଳାଷୀ ପାଠ୍ୟକ୍ରମ ପ୍ରସ୍ତୁତ କରୁଛି। ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ଉଷା ପାଢୀ ନବଗଠିତ ଓଡ଼ିଶା ସାମୁଦ୍ରିକ ବୋର୍ଡ କାର୍ଯ୍ୟାଳୟ…
ସାଧାରଣ ଜନତା ଯେପରି ସୁରକ୍ଷିତ ଅନୁଭବ କରିବେ ସେଥିପାଇଁ ପୋଲିସ ସମସ୍ତ ଉପାୟ ଅବଲମ୍ୱନ କରୁ
ଭୁବନେଶ୍ୱର:୧୨I୮-ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଅପରାଧ ଏବଂ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ସମୀକ୍ଷା କରିଛନ୍ତି। ସାଧାରଣ ଜନତା ଯେପରି ସୁରକ୍ଷିତ ଅନୁଭବ କରିବେ, ସେଥିପାଇଁ ପୋଲିସ ପକ୍ଷରୁ ସମସ୍ତ ପ୍ରକାର ଆବଶ୍ୟକ ଉପାୟ ଅବଲମ୍ୱନ କରିବାକୁ ମୁଖ୍ୟମନ୍ତ୍ରୀ ବୈଠକରେ ପରାମର୍ଶ…
ପିସିସିର ତିନିଟି ତଥ୍ୟ ଅନୁଧ୍ୟାନ କମିଟି ଗଠନ
ଭୁବନେଶ୍ୱର:୧୧/୮-ନବରଙ୍ଗପୁର ଜିଲା ରାଇଘର ବ୍ଲକ ଅନ୍ତର୍ଗତ ନର୍ସିଂ ଛାତ୍ରୀଙ୍କୁ ନିର୍ଯ୍ୟାତନା ଏବଂ ତଦଜନିତ ଆତ୍ମହତ୍ୟା ଉଦ୍ୟମ ଯୋଗୁଁ ଦୀର୍ଘ ୧୪ଦିନ ଧରି ଜୀବନ ସଂଗ୍ରାମ ପରେ ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱର ଏମ୍ସରେ ଛାତ୍ରୀ ମୃତ୍ୟୁବରଣ କରିଛନ୍ତି । ଏହି ଦୁଃଖଦ ଘଟଣାର ଅନୁଧ୍ୟାନ କରିବା ପାଇଁ ଓଡ଼ିଶା…
ସାମ୍ବାଦିକ ଓ ସମ୍ବାଦପତ୍ରର ସମସ୍ୟା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ପୁନର୍ବାର ସ୍ମାରକପତ୍ର ପ୍ରଦାନ
ସରକାରଙ୍କ ସହ ଆଲୋଚନା ନେଇ ମିଳିଲା ପ୍ରତିଶ୍ରୁତି ଭୁବନେଶ୍ୱର୧୧/୮- ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକ ଓ ସମ୍ବାଦପତ୍ରଗୁଡ଼ିକ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାର ସମାଧାନ ସମ୍ପର୍କରେ ‘ଅଲ ଓଡ଼ିଶା ମିଡିଆ ଆସୋସିଏସନ’ ପୁନର୍ବାର ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛି। ସଂଘ ପକ୍ଷରୁ ଆଜି ସୂଚନା ଓ…
ଅନିଲ ମିଶ୍ର ଥିଲେ ସ୍ୱାଭିମାନୀ ସାମ୍ବାଦିକ
ପ୍ରଥମ ଶ୍ରାଦ୍ଧବାର୍ଷିକୀ ଭୁବନେଶ୍ୱର:୧୧/୮- କେବଳ ରାଜ୍ୟରେ ନୁହେଁ ଦେଶ ବିଦେଶରେ ଜଣେ ପ୍ରତିଷ୍ଠିତ ଫଟୋ ସାମ୍ବାଦିକ ଭାବେ ପରିଚୟ ହାସଲ କରିଥିବା ତଥା ସମ୍ବାଦ, ଫଟୋ ଓ ଫଟୋ ଫିଚର ପାଇଁ ସୁନାମ ହାସଲ କରିଥିବା ସଂସ୍ଥା ‘ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି ଏବଂ ଇପିଏ ଉଇକ୍ଲି’ର ପ୍ରତିଷ୍ଠାତା ସ୍ୱର୍ଗତ ଅନିଲ…



