ବିନିକାରୁ ରାଷ୍ଟ୍ରପତି ଭବନ ଯାତ୍ରା
ଭୁବନେଶ୍ୱର :୧୯।୮-ବଲାଙ୍ଗୀର ଜିଲ୍ଲା ବିନିକାର ରାସ୍ତା କଡରେ ଚୁଡ଼ି ବିକୁଥିବା ସୁରେଖା ମଲ୍ଲିକଙ୍କୁ ଯେତେବେଳେ ଭାରତର ରାଷ୍ଟ୍ରପତିଙ୍କ ନିକଟରୁ ନିମନ୍ତ୍ରଣ ପତ୍ର ଆସିଲା ସେତେବେଳେ କେବଳ ସୁରେଖା ଆଶ୍ଚର୍ଯ୍ୟ ହେଲେ ନାହିଁ, ଓଡିଶା ବି ଆଶ୍ଚର୍ଯ୍ୟଚକିତ ହୋଇଗଲା । ବଲାଙ୍ଗୀରର ରାସ୍ତାକଡରୁ ଦିଲ୍ଲୀର…
ନାଲକୋ ହେବ ମହାରତ୍ନ କମ୍ପାନୀ-ସିଏମଡି
-ଦାମନଯୋଡି ରିଫାଇନାରୀର ସମ୍ପ୍ରସାରଣ କରାଯିବ -ବଢ଼ିବ ସିଏସଆର ପାଣ୍ଠି ଅର୍ଥ ଭୁବନେଶ୍ୱର,୧୯ା୮-ନବରତ୍ନ କମ୍ପାନୀ ନାଲକୋ ମହାରତ୍ନ କମ୍ପାନୀର ସମସ୍ତ ଦକ୍ଷତା ବହନ କରୁଛି। ଆମେ ଆମର କର୍ତ୍ତବ୍ୟନିଷ୍ଠା ଏବଂ ଉତ୍ପାଦନ କ୍ଷମତା ବୃଦ୍ଧି ମାଧ୍ୟମରେ ବିଶ୍ୱ ଦରବାରରେ ପ୍ରତିଯୋଗିତା ପାଇଁ ନିଜକୁ ପ୍ରସ୍ତୁତ…
ଦିଦାୟୀ ସମ୍ପ୍ରଦାୟରୁ ପ୍ରଥମ ଡାକ୍ତର ହେବେ ଚମ୍ପା
ଭୁବନେଶ୍ବର:୧୯ ଅଗଷ୍ଟ ୨୦୨୫- ଡାକ୍ତରୀ ପାଠ ପଢିବେ ଦିଦାୟୀ ଜନଜାତି ସମ୍ପ୍ରଦାୟର ଝିଅ । ବିଶେଷ ଭାବେ ଅନୁନ୍ନତ ଜନଜାତି ସମ୍ପ୍ରଦାୟ ବା ପିଭିଟିଜି ଶ୍ରେଣୀଭୃକ୍ତ ଦିଦାୟୀ ଜନଜାତିର ପ୍ରଥମ ଡାକ୍ତରୀ ଛାତ୍ରୀ ଭାବେ ମାଲକାନଗିରି ଝିଅ ଚମ୍ପା ରାସପେଦା ଡାକ୍ତରୀ ପ୍ରବେଶିକା ପରୀକ୍ଷା ନିଟ୍- ୨୦୨୫ ରେ କୃତକାର୍ଯ୍ୟ…
ମୁଖ୍ୟମନ୍ତ୍ରୀଙ୍କୁ ଅନ୍ତରୀଣ ରିପୋର୍ଟ ପ୍ରଦାନ କଲେ ଷଷ୍ଠ ରାଜ୍ୟ ଅର୍ଥ କମିଶନ
ଭୁବନେଶ୍ୱର:୧୮ ଅଗଷ୍ଟ ୨୦୨୫-ଆଜି ଲୋକସେବା ଭବନରେ ଷଷ୍ଠ ରାଜ୍ୟ ଅର୍ଥ କମିଶନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଅନ୍ତରୀଣ ରିପୋର୍ଟ ପ୍ରଦାନ କରିଛନ୍ତି। କମିିଶନର ଅଧ୍ୟକ୍ଷ ଅରୁଣ କୁମାର ପଣ୍ଡାଙ୍କ ନେତୃତ୍ୱରେ କମିଶନର ଅନ୍ୟ ସଦସ୍ୟମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏହି ରିପୋର୍ଟ ପ୍ରଦାନ କରିଥିଲେ ଏବଂ…
ଖୁବଶୀଘ୍ର ନିଯୁକ୍ତି ପାଇବେ ୧୮୪୦ ଡାକ୍ତର, ୫୦୦୦ରୁ ଉର୍ଦ୍ଧ୍ଵ ପାରାମେଡିକାଲ ଷ୍ଟାଫ
ଭୁବନେଶ୍ୱର:୧୮ ଅଗଷ୍ଟ ୨୦୨୫- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ଠାରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ରାଜ୍ୟର ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ବିଷୟରେ ଆଲୋଚନା କରି ରାଜ୍ୟରେ ଖାଲି…
ଭୁବନେଶ୍ୱର–ଝାରସୁଗୁଡ଼ା ବିମାନ ସେବାର ଶୁଭାରମ୍ଭ
-ଓଡିଶାରୁ ସମୁଦାୟ ୩୯ଟି ରୁଟ୍ରେ ବିମାନ ଚଳାଚଳ କରୁଛି -ଭୁବନେଶ୍ୱର ବିମାନ ବନ୍ଦରରେ Maintenance, Repairing and Operation(MRO) ବ୍ୟବସ୍ଥା ବିକଶିତ କରାଯିବ- ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର: 16/8-ଆଜି ଭୁବନେଶ୍ୱର ବିମାନ ବନ୍ଦର ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱରରୁ ଝାରସୁଗୁଡା…
ଅଣାଅଶୀତମ ସ୍ଵାଧୀନତା ଦିବସରେ ରାଜ୍ୟବାସୀ ତଥା ଦେଶ ଓ ଦେଶ ବାହାରେ ରହୁଥିବା ପ୍ରତ୍ୟେକ ଭାରତୀୟଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର:15/8-ସ୍ଵାଧୀନତା ଦିବସରେ ରାଜ୍ୟବାସୀ ତଥା ଦେଶ ଓ ଦେଶ ବାହାରେ ରହୁଥିବା ପ୍ରତ୍ୟେକ ଭାରତୀୟଙ୍କୁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି। ଏହି ପରିପ୍ରେକ୍ଷୀରେ ସେ କହିଛନ୍ତି, ସ୍ଵାଧୀନତା ପରବର୍ତ୍ତୀ ଭାରତର ଗୌରବମୟ ଇତିହାସରେ ଆଜି ଏକ ନୂଆ ଫର୍ଦ୍ଦ ଯୋଡିହୋଇ ଏହାକୁ ଆହୁରି ଋଦ୍ଧିମନ୍ତ କରିଛି।…
ବିଭାଜନ ବିଭୀଷିକା ଆଗରେ ଭାରତୀୟ ଜାତୀୟତା ହାର ମାନି ନଥିଲା
ଭୁବନେଶ୍ୱର:14/8- ଜୟଦେବ ଭବନ ଠାରେ ଭାରତୀୟ ଇତିହାସ ସଂକଳନ ସମିତି ପକ୍ଷରୁ ଆୟୋଜିତ ବିଭାଜନ ବିଭୀଷିକା ସ୍ମୃତି ଦିବସ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ ଯେ, ବିଭାଜନ ଆମକୁ ଯେତିକି କଷ୍ଟ ଦେଇଛି, ତାଠାରୁ ଅଧିକ ଜୀବନ ସଂଗ୍ରାମ ପାଇଁ ଶିକ୍ଷା ଦେଇଛି। ସାମ୍ପ୍ରଦାୟିକ…
ଏକତାକୁ ସୁଦୃଢ଼ କରିବା ପାଇଁ ସମସ୍ତେ ସଂକଳ୍ପ ନିଅନ୍ତୁ–ରାଜ୍ୟପାଳ
ରାଜଭବନରେ ବିଭାଜନ ବିଭୀଷିକା ସ୍ମୃତି ଦିବସ ଭୁବନେଶ୍ୱର:୧୪/୮-ଆମ ଦେଶ ଭାରତର ବିଭାଜନ ଦୃଶ୍ୟପଟ୍ଟରେ ଘୃଣାକୁ ପ୍ରତ୍ୟାଖାନ କରି କରୁଣା, ସହନଶୀଳତାର ସହ ଏକତାକୁ ସୁଦୃଢ଼ କରିବା ପାଇଁ ସମସ୍ତେ ସଂକଳ୍ପ ନେବାକୁ ସ୍ୱାଧୀନତା ଦିବସ ପାଳନର ଅବ୍ୟବହିତ ପୂର୍ବରୁ ରାଜଭବନରେ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳନ…



