ସରକାରୀ କାର୍ଯ୍ୟକ୍ରମ ଓ ଯୋଜନା ସମ୍ପର୍କରେ ଲୋକଙ୍କ ସିଧାସଳଖ ମତାମତ ନେବେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଏବଂ ପ୍ରଶାସନିକ ଅଧିକାରୀ
-‘ଆମ ଶାସନ’ ବ୍ୟବସ୍ଥାର ଶୁଭାରମ୍ଭ -ଟେକ୍ନୋଲୋଜିର ଉପଯୋଗରେ ଏକ ଉନ୍ନତ ମତାମତ ସଂଗ୍ରହ ବ୍ୟବସ୍ଥା ହେଉଛି ‘ଆମ ଶାସନ’ -ୱେବସାଇଟ୍ ଚାଟ୍ ବଟ୍, ହ୍ୱାଟ୍ସଆପ୍ ଓ ଟୋଲ୍ ଫ୍ରି ନମ୍ବର ୧୪୪୭୧ ରେ ମତାମତ ଦେଇପାରିବେ ଜନସାଧାରଣ -ଲୋକଙ୍କ ମତାମତ ଓ ପରାମର୍ଶ ହେଉଛି ସୁଶାସନର ମୁଖ୍ୟ ଉପାଦାନ-…
ପୁରୀ ବିମାନବନ୍ଦର ବିଶ୍ୱର କୋଟି କୋଟି ଜଗନ୍ନାଥ ଭକ୍ତଙ୍କ ପାଇଁ ଏକ ଆଧ୍ୟାତ୍ମିକ ଓ ସାଂସ୍କୃତିକ ଦ୍ୱାରପଥ ହେବ- ମୁଖ୍ୟମନ୍ତ୍ରୀ
ପୂର୍ବାଞ୍ଚଳ ବେସାମରିକ ବିମାନ ପରିବହନ ମନ୍ତ୍ରୀଙ୍କ ସମ୍ମିଳନୀ -କ୍ୟାଡେଟ ପାଇଲଟ ପ୍ରୋଗ୍ରାମରେ ଓଡ଼ିଆ ଆଦିବାସୀ ଝିଅଙ୍କୁ ପାଇଲଟ ହେବା ପାଇଁ ଦିଆଯିବ ସ୍ୱତନ୍ତ୍ର ଟ୍ରେନିଂ -ଢେଙ୍କାନାଳର ବିରାଶୋଳ ଠାରେ ହେବ ବିଶ୍ୱସ୍ତରୀୟ ବିମାନ ପ୍ରଶିକ୍ଷଣ କେନ୍ଦ୍ର ଭୁବନେଶ୍ୱର:୨୫ ଅଗଷ୍ଟ- ଭୁବନେଶ୍ୱର ଠାରେ…
ନବୀନଙ୍କୁ ଭେଟିଲେ ରାଜ୍ୟପାଳ
ଭୁବନେଶ୍ୱର:୨୫/୮– ଓଡ଼ିଶାର ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟି ନବୀନ ନିବାସ ଯାଇ ପୂବର୍ତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟି ତାଙ୍କ ସ୍ୱାସ୍ଥାବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ। ସାକ୍ଷାତ ସମୟରେ ଦୁଇ ନେତା ପ୍ରାୟ ୨୦ ମିନିଟ୍ ପର୍ଯ୍ୟନ୍ତ ସୌହାର୍ଦ୍ଦ୍ୟପୂର୍ଣ୍ଣ ଅଲୋଚନା…
ଚାନ୍ଦା ଆଦାୟ ସମ୍ପୂର୍ଣ୍ଣ ବନ୍ଦ ସହ ଆଦାୟକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିର୍ଦେଶ
ଭୁବନେଶ୍ୱର:୨୨/୮- ଆଗକୁ ପାର୍ବଣ ଋତୁ ଆସୁଛି । ଏହି ସମୟରେ କିଛି ବ୍ୟକ୍ତିବିଶେଷ ବେଆଇନ ଚାନ୍ଦା ଆଦାୟ କରି ପୂଜା ଉତ୍ସବ ପାଳନ କରିବା ଭଳି ଘଟଣା ବିଭିନ୍ନ ସମୟରେ ନଜରକୁ ଆସିଥାଏ । ଏହାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଚାନ୍ଦା ଆଦାୟକୁ ସମ୍ପୂର୍ଣ୍ଣ ବନ୍ଦ କରିବା ସହ ଚାନ୍ଦା ଆଦାୟକାରୀଙ୍କ ବିରୋଧରେ ଦୃଢ଼…
ନବୀନ ପଟ୍ଟନାୟକଙ୍କୁ ଭେଟିଲେ ମୋହନ
ଶ୍ରୀ ଜଗନ୍ନାଥଙ୍କ ନିକଟରେ ବିରୋଧୀ ଦଳ ନେତାଙ୍କ ସୁସ୍ଥତା କାମନା କଲେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର:୨୩ ଅଗଷ୍ଟ- ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନବୀନ ନିବାସ ଯାଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟି ତାଙ୍କର ସୁସ୍ଥତା କାମନା କରି ‘ଆପଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା କିପରି ଅଛି’ ବୋଲି ପଚାରିଥିଲେ ।…
ଗୋଷ୍ଠୀ ବେତାର ସାଧାରଣ ଲୋକଙ୍କ ସ୍ୱର ସାଜିଛି
‘ଲୋକାଲ୍ ରେଡ଼ିଓ’ ୮୮.୮ଏଫ.ଏମ୍. ଲୋକାର୍ପିତ ଭୁବନେଶ୍ୱର,୨୨/୮-ଶୁକ୍ରବାର ଅପରାହ୍ନରେ ଭୁବନେଶ୍ୱରସ୍ଥିତ ପ୍ରେସ କ୍ଲବ ଅଫ ଓଡ଼ିଶା ପରିସରରେ କୋଣାର୍କର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ୟଙ୍ଗ ଇଣ୍ଡିଆ ପକ୍ଷରୁ ଗୋଷ୍ଠୀ ବେତାର କେନ୍ଦ୍ର ‘ଲୋକାଲ ରେଡ଼ିଓ’ ୮୮.୮ ଏଫ୍.ଏମ.ର…
ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା
ଭୁବନେଶ୍ୱର:୨୧ ଅଗଷ୍ଟ ୨୦୨୫-କେନ୍ଦୁଝର ଜିଲ୍ଲାରେ ଇସ୍ପାତ କାରଖାନା ପ୍ରତିଷ୍ଠା ହେବାକୁ ଯାଉଥିବାରୁ ରାଜ୍ୟ ଅତିଥି ଭବନ ଠାରେ କେନ୍ଦୁଝର ଜିଲ୍ଲାର ବିଭିନ୍ନ ସଂଗଠନ ଓ ନାଗରିକ ମଞ୍ଚ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଓ ସମ୍ୱର୍ଦ୍ଧନା ଜଣାଇଛନ୍ତି । ସୂଚନାଯୋଗ୍ୟ ଯେ, ଦକ୍ଷିଣ କୋରିଆର…
ସର୍ବ ଭାରତୀୟ ଟେନିସରେ ଶଶାଙ୍କ ଶେଖର ରଥଙ୍କୁ ତ୍ରିମୁକୁଟ
ଭୁବନେଶ୍ୱର:18/8-ବାଙ୍ଗାଲୋରରେ ଅଗଷ୍ଟ ୧୫ ରୁ ୧୭ ପର୍ଯ୍ୟନ୍ତ ଚାଲିଥିବା ସର୍ବଭାରତୀୟ ଇଣ୍ଡିପେଣ୍ଡେନ୍ସ୍ କପ୍ ଟେନିସ ଟୁର୍ଣ୍ଣାମେଣ୍ଟରେ ଓଡ଼ିଶାର ଶଶାଙ୍କ ଶେଖର ରଥ ତିନୋଟି ଭାଗରେ ଯଥା ୬୫ ବର୍ଷ ସିଙ୍ଗଲ୍ସ, ୬୫ ବର୍ଷ ଡଵଲ୍ସ ଏବଂ ୫୫ ଵର୍ଷ ଡଵଲ୍ସରେ ଚମ୍ପିୟାନ ହଵାର ଗୈାରବ ଲାଭ କରିଛନ୍ତି। ଏହି ସର୍ବଭାରତୀୟ…
୮,୩୦୭ କୋଟି ଟଙ୍କାର ଭୁବନେଶ୍ୱର କ୍ୟାପିଟାଲ ରିଜଅନ ରିଙ୍ଗ ରୋଡ୍ ନିର୍ମାଣକୁ କେନ୍ଦ୍ରର ମଞ୍ଜୁରୀ
ଭୁବନେଶ୍ୱର:୧୯ ଅଗଷ୍ଟ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ୬ ଲେନ୍ ବିଶିଷ୍ଟ କଣ୍ଟ୍ରୋଲଡ୍ ଗ୍ରୀନଫିଲ୍ଡ କ୍ୟାପିଟାଲ ରିଜିଅନ ରିଙ୍ଗ୍ ରୋଡ୍ ପ୍ରକଳ୍ପ ନିର୍ମାଣକୁ ଅନୁମୋଦନ ମିଳିଛି । ଏଥିରେ ୮,୩୦୭ କୋଟି ଟଙ୍କା ବ୍ୟୟ ହେବ । ଏହା ହାଇବ୍ରିଡ୍…
ନୂଆଦିଲ୍ଲୀରେ ଓଡିଶା ଭବନ ପୁନଃ ନିର୍ମାଣର ସମୀକ୍ଷା
ଅଯୋଧ୍ୟା, ହାଇଦ୍ରାବାଦ ଓ ସୁରଟରେ ଓଡିଶା ଭବନ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ଭୁବନେଶ୍ୱର:୨୦ ଅଗଷ୍ଟ ୨୦୨୫-ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ଆଜି ନୂଆଦିଲ୍ଲୀର ନୂତନ ଓଡିଶା ଭବନ ନିର୍ମାଣ କାର୍ଯ୍ୟ ସମ୍ପର୍କରେ ସମୀକ୍ଷା କରିଛନ୍ତି। ନୂଆଦିଲ୍ଲୀର ଚାଣକ୍ୟପୁରୀ ଅଞ୍ଚଳରେ…



