ମାସେ ଘୁଞ୍ଚିଲା ପ୍ରଦୂଷଣ ପ୍ରମାଣପତ୍ର କଟକଣା
ଭୁବନେଶ୍ୱର:୨୪/୧୨-ମାସେ ଘୁଞ୍ଚିଲା ପ୍ରଦୂଷଣ ପ୍ରମାଣପତ୍ର କଟକଣା। ବୈଧ ପ୍ରମାଣପତ୍ର ନ ଥିଲେ ଯାନବାହାନକୁ ତେଲ ମନା ନିଷ୍ପତ୍ତି ଫେବୃଆରୀ ପହିଲା ପର୍ଯ୍ୟନ୍ତ ଘୁଞ୍ଚା ଯାଇଛି। ପରିବହନ ମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ କଟକଣା ସମୟ ଅବଧି ବଢ଼ାଯାଇଛି । ପୂର୍ବରୁ ଜାନୁଆରୀ ପହିଲାରୁ କଟକଣା ଲାଗୁ ପାଇଁ ନିଷ୍ପତ୍ତି…
ବିଧାୟକଙ୍କ ଦରମା ଓ ଭତ୍ତା ବୃଦ୍ଧି ପ୍ରସଙ୍ଗ,ଜନସ୍ୱାର୍ଥ ମାମଲା ହାଇକୋର୍ଟରେ ଖାରଜ
ଭୁବନେଶ୍ୱର:୨୪/୧୨-ବିଧାୟକଙ୍କ ଦରମା ଓ ଭତ୍ତା ବୃଦ୍ଧି ପ୍ରସଙ୍ଗରେ ଦାୟର ହୋଇଥିବା ଜନସ୍ୱାର୍ଥ ମାମଲାକୁ ହାଇକୋର୍ଟ ଖାରଜ କରି ଦେଇଛନ୍ତି। ଆବେଦନଟି ଅପରିପକ୍ୱ ଥିବା ଦର୍ଶାଇବା ସହ ଏହା ଏଭଳି ସ୍ଥିତିରେ ଗ୍ରହଣୀୟ ନୁହେଁ ବୋଲି ହାଇକୋର୍ଟ କହିଛନ୍ତି। ଆଗତ ଜନସ୍ୱାର୍ଥ ମାମଲାର ହାଇକୋର୍ଟଙ୍କ ମୁଖ୍ୟ ବିଚାରପତି…
ମୁଖ୍ୟମନ୍ତ୍ରୀଙ୍କ ଦୁଃଖ ପ୍ରକାଶ, ସହାୟତା ଘୋଷଣା
ଭୁବନେଶ୍ୱର:୨୪/୧୨-ଭଦ୍ରକ ଜିଲ୍ଲା ଚାନ୍ଦବାଲିଠାରେ ଘଟିଯାଇଥିବା ଅଭାବନୀୟ ଘଟଣା ବିଷୟରେ ଅବଗତ ହୋଇ ମୁଖ୍ୟମନ୍ତ୍ରୀ ଗଭୀର ଦୁଃଖ ପ୍ରକାଶ କରିବା ସହ ଦିବଂଗତ ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରିଛନ୍ତି। ସମ୍ପୃକ୍ତ ଘଟଣାର ଉପଯୁକ୍ତ ତଦନ୍ତ କରି ଦୋଷୀଙ୍କୁ ଆଇନ ଅନୁଯାୟୀ କଠୋରରୁ ଅତି କଠୋର ଦଣ୍ଡ ବିଧାନ କରିବା…
ଚାନ୍ଦବାଲି ଦୁଷ୍କର୍ମ ଘଟଣାରେ ମନମୋହନ ରାଜ୍ୟବାସୀଙ୍କୁ କି ଆଶ୍ୱାସନା ଦେବେ -କଂଗ୍ରେସ
-୧୦ ମାସ ହେଲା ଚାନ୍ଦବାଲି ଏସଡିପିଓ ପଦବୀ ଖାଲି -ଏକ ନିଲଠା ଅଲାଜୁୁକ ସରକାରଙ୍କ ଶାସନ ଚାଲିଛି ଭୁବନେଶ୍ୱର :୨୪/୧୨-ଚାନ୍ଦବାଲିରେ ଘଟିଥିବା ଲୋମହର୍ଷଣକାରୀ ଦୁଷ୍କର୍ମ ଏବଂ ହତ୍ୟା ଉପରେ କଂଗ୍ରେସ ସରକାରଙ୍କୁ ତୀବ୍ର ସମାଲେଚନା କରିଛି। ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀ କହିଛନ୍ତି, କଂଗ୍ରେସ…
ଆଦିବାସୀ ଗ୍ରାମର ପୂଜକଙ୍କୁ ଭତ୍ତା,ପୂଜାସ୍ଥଳୀର ବିକାଶ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଅ-ମୁଖ୍ୟମନ୍ତ୍ରୀ
ଜନଜାତି ଉପଦେଷ୍ଟା ପରିଷଦ ବୈଠକ ଭୁବନେଶ୍ୱର:୨୩/୧୨- ମଙ୍ଗଳବାର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଜନଜାତି ଉପଦେଷ୍ଟା ପରିଷଦ ବୈଠକରେ ଜନଜାତି ଉପଦେଷ୍ଟା ମଣ୍ଡଳୀର ୧୮ ଜଣ ସଦସ୍ୟ ଉପସ୍ଥିତ ଥିଲେ। ବୈଠକରେ ପ୍ରାରମ୍ଭିକ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ ରାଜ୍ୟରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଜନଜାତି…
ବଡ଼ ମେଡ଼ିକାଲରେ ହେବ ୧୭ ମହଲା ପାର୍କିଂ
-ରାଜ୍ୟର ୭ଟି ମେଡିକାଲ କଲେଜ କ୍ୟାମ୍ପସରେ -ଆଟେଣ୍ଡାଣ୍ଟଙ୍କ ପାଇଁ ହେବ ବିଶ୍ରାମ ଗୃହ ଭୁବନେଶ୍ୱର:୨୩/୧୨-ମୁଖ୍ୟମନ୍ତ୍ରୀ ଲୋକସେବା ଭବନରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ। ଏହି ଅବସରରେ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ(ବଡ଼ ମେଡ଼ିକାଲ) କଲେଜର…
୧୫୦ଟି ନୂଆ ୧୦୮ ଆମ୍ବୁଲାନ୍ସ ଲୋକାର୍ପିତ
ସବୁ ପୁରୁଣା ଆମ୍ବୁଲାନ୍ସ ବଦଳାଯିବ- ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର:୨୩/୧୨- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳିଙ୍ଗ ଷ୍ଟାଡିୟମରେ ପ୍ରଥମ ପର୍ଯ୍ୟାୟରେ ୧୫୦ ଗୋଟି ଆମ୍ବୁଲାନ୍ସର ଲୋକାର୍ପଣ କରିଛନ୍ତି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ୪୨୮ଟି ନୂଆ ୧୦୮ଆମ୍ବୁଲାନ୍ସର ବ୍ୟବସ୍ଥା କରାଯାଇଛି।…
ବଢିଲା ୫ମ୍ୟୁନିସିପାଲିଟି ଓ ୨୪ଟି ଏନଏସି
ଭୁବନେଶ୍ୱର:୨୨/୧୨-ରାଜ୍ୟରେ ମ୍ୟୁନିସିପାଲିଟି ଓ ଏନଏସି ସଂଖ୍ୟା ବୃଦ୍ଧି ପାଇଛି। ରାଜ୍ୟ ସରକାର ୫ଟି ମ୍ୟୁନିସିପାଲିଟି ଓ ୨୪ଟି ଏନଏସି ବୃଦ୍ଧି କରିଛନ୍ତି। ବୌଦ୍ଧ ଜିଲ୍ଲାର ବୌଦ୍ଧଗଡ଼କୁ ମ୍ୟୁନିସିପାଲିଟି ଘୋଷଣା କରାଯାଇଥିବା ବେଳେ ଗଞ୍ଜାମର ଭଞ୍ଜନଗର, କବିସୂର୍ଯ୍ୟନଗର, ପୋଲସରା ଏବଂ ମୟୂରଭଞ୍ଜ ଜିଲ୍ଲାର…
ଓଡିଶାରେ ଡିଫେନ୍ସ ମାନୁଫାକ୍ଚରିଂ ଇକୋ ସିଷ୍ଟମର ବିକାଶ କରାଯିବ-ମୁଖ୍ୟମନ୍ତ୍ରୀ
୨୦୨୬ ଜାନୁଆରୀରେ ହେବ ‘ଏଣ୍ଟରପ୍ରାଇଜ୍ ଓଡିଶା’ ଭୁବନେଶ୍ୱର:୨୨/୧୨-ହାଇଦ୍ରାବାଦରେ ଆୟୋଜିତ ଦୁଇ ଦିନିଆ ଓଡ଼ିଶା ନିବେଶକ ସମ୍ମିଳନୀ ଓ ରୋଡଶୋରୁ ଫେରିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡିଶା ଭାରତର ସର୍ବବୃହତ ନିବେଶ କେନ୍ଦ୍ର ଭାବେ ପ୍ରତିଷ୍ଠା ହାସଲ କରିବ ବୋଲି ଦୃଢୋକ୍ତି ପ୍ରକାଶ କହିଛନ୍ତି।…
ବୋହୂ, ମ୍ୟାନେଜର ଓ ସହଯୋଗୀଙ୍କ ନାମରେ ଏତଲା ଦେଲେ ହ୍ୟୁମାନଙ୍କ ମାଆ
ଭୁବନେଶ୍ୱର:୨୨/୧୨-ପ୍ରସିଦ୍ଧ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମାଆ ଶେଫାଳୀ ସୁନା କଟକ ମର୍କତ ନଗର ଥାନାରେ ହ୍ୟୁମାନଙ୍କ ମୃତ୍ୟୁ ଘଟଣାର ତଦନ୍ତ କରାଯିବାକୁ ଏତଲା ଦେଇଛନ୍ତି। ପୁଅକୁ ନିର୍ଯ୍ୟାତନା ଦିଆଯାଇଥିବା ସେ ଏହି ଏତଲାରେ ଦର୍ଶାଇଛନ୍ତି। ପୁଅର ମୃତ୍ୟୁ ରହସ୍ୟ ଘେରରେ ଥିବାରୁ ଘଟଣାର ନିରପେକ୍ଷ ତଦନ୍ତ…



