ଧଉଳିରେ ନାବାଳିକା ଗଣଦୁଷ୍କର୍ମ ମାମଲାରେ ନବୀନଙ୍କ କ୍ଷୋଭ
ଭୁବନେଶ୍ୱର: ୧୬/୧୨- ରାଜଧାନୀ ଉପକଣ୍ଠ ଧଉଳିରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ କ୍ଷୋଭ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଭୁବନେଶ୍ୱରର ଛାତି ଉପରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣା ଅତ୍ୟନ୍ତ ସ୍ପର୍ଶକାତର ଏବଂ ବିଚଳିତ କରିବା ପରି ବିଷୟ। ବର୍ବରତା ଓ ଅରାଜକତା…
ରାଜ୍ୟରେ “ଅପରେସନ୍ ଧରପଗଡ’ ଅଭିଯାନ
୪୦ ଅଭିଯୁକ୍ତ ଗିରଫ, ୯୪ ମାମଲା ରୁଜୁ ଭୁବନେଶ୍ୱର:୧୫/୧-ରାଜ୍ୟକୁ ନିଶାମୁକ୍ତ କରିବା ତଥା ନିଶା କାରବାର ଉପରେ ରୋକ ଲଗାଇବା ପାଇଁ କିଛି ଦିନ ଧରି ଓଡିଶା ପୁଲିସ ତରଫରୁ “ଅପରେସନ୍ ଧରପଗଡ’ ଅଭିଯାନ କରାଯାଇଥିଲା। ଏହି ଅପରେସନରେ ରାଜ୍ୟର ସମସ୍ତ ଜିଲ୍ଲା ପୁଲିସ ସାମିଲ ହୋଇ ବିପୁଳ ପରିମାଣର ଗଞ୍ଜେଇ,…
ପୁଲିସର ନୂତନ ୱେବସାଇଟ୍
ଭୁବନେଶ୍ୱର:୧୫/୧୨-ରାଜ୍ୟ ଆରକ୍ଷୀ ମହା ନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଓଡ଼ିଶା ପୁଲିସର ଲୋକସେବା ଓ ପାରଦର୍ଶିତାକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଆଧୁନିକ ଜ୍ଞାନ କୌଶଳରେ ନିର୍ମିତ ଏକ ନୂତନ ୱେବସାଇଟ୍କୁ ଲୋକାର୍ପିତ କରିଛନ୍ତି। ରାଜ୍ୟ ପୁଲିସ ମୁଖ୍ୟାଳୟଠାରେ ଆୟୋଜିତ ହୋଇଥିବା ଏକ ସ୍ୱତନ୍ତ୍ର…
ସାମ୍ବାଦିକ ଦୁଲାଲ ମିଶ୍ରଙ୍କ ପରଲୋକ
ଭୁବନେଶ୍ୱର, ୧୫/୧୨: ରାଜ୍ୟର ଏକାଧିକ ଓଡ଼ିଆ ସମ୍ବାଦପତ୍ରର ସମ୍ପାଦକ ଭାବେ କାର୍ଯ୍ୟ କରିଥିବା ବର୍ଷିୟାନ ସାମ୍ବାଦିକ ଦୁଲାଲ ମିଶ୍ରଙ୍କର ଶନିବାର ଅପରାହ୍ନ ୩.୩୦ରେ କ୍ୟାପିଟାଲ ହସ୍ପିଟାଲରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା। ଗତ ବର୍ଷକ ତଳେ ସ୍ୱର୍ଗତ ମିଶ୍ରଙ୍କ ପତ୍ନୀ ଶୁଭ୍ରା…
ମୋକିମ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କୃତ
ଭୁବନେଶ୍ୱର:୧୫/୧୨-କଂଗ୍ରେସର ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କୁ ହାଇକମାଣ୍ଡ ଦଳର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରିଛନ୍ତି। ହାଇକମାଣ୍ଡଙ୍କୁ ଚାଲେଞ୍ଜ କରି ସେ ବହିଷ୍କୃତ ହୋଇଛନ୍ତି। ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ପିସିସି ସଭାପତିଙ୍କ…
ପାଞ୍ଚବର୍ଷରେ ଖାଲିଥିବା ସମସ୍ତ ଦେଢଲକ୍ଷ ପଦ ପୂରଣ ହେବ:ମୁଖ୍ୟମନ୍ତ୍ରୀ
ତିନିଟି ବିଭାଗରେ ୫୯୧ଜଣଙ୍କୁ ନିଯୁକ୍ତି ଭୁବନେଶ୍ୱର:୧୧/୧୨- ଯିଏ ଯେଉଁ ପଦବୀରେ ବି ଅବସ୍ଥାପିତ ଥାଆନ୍ତୁ ନା କାହିଁକି ସରକାରୀ ଚାକିରୀକୁ ସବୁବେଳେ ଜନସେବା ଭାବେ ମନେ କରିବେ। ସରକାରୀ ଚାକିରି ମିଳିଯିବା ପରେ କେବେ ହେଲେ କାର୍ଯ୍ୟରେ ଅବହେଳା କରିବେ ନାହିଁ ଓ ଦୁର୍ନୀତି ଠାରୁ ଲକ୍ଷେ କୋଷ ଦୂରରେ ରୁହନ୍ତୁ…
ପ୍ୟାରୀମୋହନ ଆଚାର୍ଯ୍ୟଙ୍କ ‘ଓଡ଼ିଶାର ଇତିହାସ’ ଉନ୍ମୋଚିତ
ଭୁବନେଶ୍ୱର, ୧୦/୧୨-ସପ୍ତମ ରାଜ୍ୟ ପୁସ୍ତକମେଳାରେ ସ୍ଵର୍ଗତଃ ପ୍ୟାରୀମୋହନ ଆଚାର୍ଯ୍ୟଙ୍କ ଓଡ଼ିଶାର ଇତିହାସ ପୁସ୍ତକ ଉନ୍ମୋଚିତ ହୋଇଯାଇଛି। ବିଶିଷ୍ଟ ସାହିତ୍ୟିକ ତଥା ସମୀକ୍ଷକ ଭାସ୍କର ପରିଚ୍ଛାଙ୍କ ସମ୍ପାଦନାରେ ପ୍ରସ୍ତୁତ ଏହି ପୁସ୍ତକଟି ଓଡ଼ିଶାର ଅଗଣିତ ଇତିହାସପ୍ରେମୀଙ୍କ ପାଇଁ ଏକ ମୂଲ୍ୟବାନ ଗ୍ରନ୍ଥ…
ପ୍ରଦର୍ଶନୀ ପଡିଆରେ ୭ ଦିନିଆ ରାଜ୍ୟସ୍ତରୀୟ କଳିଙ୍ଗ ହର୍ବାଲ ମେଳା ଆରମ୍ଭ
ଭୁବନେଶ୍ୱର:୧୦/୧୨-ଇଡକୋ ପ୍ରଦର୍ଶନୀ ପଡିଆରେ ୧୮ତମ ରାଜ୍ୟସ୍ତରୀୟ କଳିଙ୍ଗ ହର୍ବାଲ ମେଳା ୨୦୨୫ ଉଦଘାଟିତ ହୋଇଯାଇଛି। ଉଦଘାଟନୀ ସମାରୋହରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ ଏହି କଳିଙ୍ଗ ହର୍ବାଲ ମେଳା କେବଳ ଏକ ମେଳା ନୁହେଁ ଏହା ଆମର ପରମ୍ପରା,…
୧୮ଟି କାର୍ଯ୍ୟଦିବସ ପୂର୍ବରୁ ସରିଲା ଶୀତ ଅଧିବେଶନ
ଭୁବନେଶ୍ୱର:୯/୧୨- ବିଧାନସଭାର ଶୀତ ଅଧିବେଶନ ଶେଷ ହୋଇଛି । ୧୮ ଟି କାର୍ଯ୍ୟ ଦିବସ ପୂର୍ବରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ବିଧାନସଭାକୁ ମୁଲତବୀ ରଖାଯାଇଛି । ଶୀତ ଅଧିବେଶନର ୧୧ ଦିନ ଚାଲିଥିଲା । ଏଥର ବିଧାନସଭାର ଶୀତ ଅଧିବେଶନର ପ୍ରଥମ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଧାନସଭାକୁ ସମ୍ବୋଧିତ କରିଥିଲେ ।…
ବଢ଼ିଲା ଜନସେବକଙ୍କ ଦରମା, ଭତ୍ତା
-ତିନିଗୁଣ ହେଲା -ଜାଣନ୍ତୁ କାହାର କେତେ ଭୁବନେଶ୍ୱର:୫/୧୨-ରାଜ୍ୟ ବିଧାନସଭାକୁ ନିର୍ବାଚିତ ଲୋକପ୍ରତିନିଧି (ଜନସେବକ)ଙ୍କ ଦରମା ଓ ଭତ୍ତା ବୃଦ୍ଧି ପାଇଛି । ଏନେଇ ବିଧାନସଭାରେ ଉପସ୍ଥାପିତ ଚାରିଟି ବିଧେୟକ ଗୃହର ଅନୁମୋଦନ ଲାଭ କରିଛି । ବୃଦ୍ଧି ପାଇଥିବା ଦରମା ଓ ଭତ୍ତା ପିଛିଲା ଭାବେ ଜୁନ ୨୦୨୪ରୁ ଲାଗୁ ହେବ।…



