ରାଜ୍ୟକୁ ଋଣ ବୋଝରେ ବୁଡେଇ ରାଜ୍ୟବାସୀଙ୍କୁ ସୁନେଲି ସ୍ୱପ୍ନ ଦେଖାଉଛନ୍ତି ସରକାର:ବିଜେଡି
-ଅନ୍ତସାର ଶୂନ୍ୟ ଓ ପ୍ରଚାରଧର୍ମୀ ବଜେଟ -ଗତ ୩ ବଜେଟରେ ରାଜ୍ୟ ଉପରେ ୧.୩୮ ଲକ୍ଷ କୋଟି ଋଣବୋଝ ଭୁବନେଶ୍ୱର:୨୧/୨-ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାନସଭାରେ୨୦୨୬-୨୭ ଆର୍ôଥକ ବର୍ଷ ପାଇଁ ରାଜ୍ୟ ବଜେଟ ଉପସ୍ଥାପନ କରିଥିବା ବେଳେ ଆଜି ବିଜୁ ଜନତା ଦଳ ଏହି ବଜେଟ ଅନ୍ତସାର ଶୂନ୍ୟ ଓ କେବଳ ପ୍ରଚାରଧର୍ମୀ ବଜେଟ ବୋଲି…
Budget is like a full menu in an empty kitchen-Naveen Patnaik
Bhubaneswar:20/2-Giving reaction over the Budget Leader of opposition Naveen Patanaik told that the Budget is like a full menu in an empty kitchen . He Congratulate to the BJP Government of Odisha on presenting another budget. It is quite disappointing…
୩.୧୦ଲକ୍ଷ କୋଟିର ବଜେଟ ଉପସ୍ଥାପିତ
-ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଭିତ୍ତିଭୂମି ବିକାଶ ପାଇଁ ସର୍ବାଧିକ ବ୍ୟୟ ବରାଦ -ପ୍ରଫେସନାଲ ଟ୍ୟାକ୍ସ ଉଚ୍ଛେଦ ଭୁବନେଶ୍ୱର:୨୦/୨-ଶୁକ୍ରବାର ବିଧାନସଭାରେ ରାଜ୍ୟର ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ୩.୧୦ଲକ୍ଷ କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଛନ୍ତି। ପଞ୍ଚାୟତ ଓ…
ରାଜ୍ୟପାଳଙ୍କୁ କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ
‘ବିରୋଧି ଦଳର ଆଚରଣ ଅତ୍ୟନ୍ତ ନୈରାଶ୍ୟଜନକ’ ଭୁବନେଶ୍ୱର:୧୯/୨-ସପ୍ତଦଶ ବିଧାନସଭାର ଷଷ୍ଠ ଅଧିବେଶନର ପ୍ରଥମ ଦିନ ଫେବୃଆରୀ ୧୭ ତାରିଖରେ ରାଜ୍ୟପାଳ ବିଧାନସଭାରେ ତାଙ୍କର ଅଭିଭାଷଣ ରଖିଥିଲେ। ରାଜ୍ୟପାଳ ଏକ ଭବିଷ୍ୟମୁଖୀ ଓ ଦୂରଦୃଷ୍ଟିସମ୍ପନ୍ନ ଅଭିଭାଷଣ ପ୍ରଦାନ କରିଛନ୍ତି। ଏଥିପାଇଁ ମୁଖ୍ୟମନ୍ତ୍ରୀ…
ବିଧାନସଭାରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପିତ
-ଓଡ଼ିଶାର ଅଭିବୃଦ୍ଧି ହାର ୭.୯%,ଜାତୀୟ ହାର ଠାରୁ ଅଧିକ ଭୁବନେଶ୍ୱର:୧୯/୨-ବିଧାନସଭାରେ ଗୁରୁବାର ଓଡ଼ିଶା ଅର୍ଥନୈତିକ ସର୍ଭେ ରିପୋର୍ଟ୨୦୨୫-୨୬ ଉପସ୍ଥାପିତ କରାଯାଇଛି। ୨୦୨୫-୨୬ ବର୍ଷରେ ରାଜ୍ୟର ମୋଟ ଘରୋଇ ଉତ୍ପାଦ ପ୍ରାୟ ୯.୯ ଲକ୍ଷ କୋଟି ହେବ ବୋଲି ଏଥିରେ ଆକଳନ କରାଯାଇଛି। ଏହା ଗତ ବର୍ଷ ତୁଳନାରେ ୯.୫%…
୧୬ରେ ରାଜ୍ୟସଭା ନିର୍ବାଚନ
ଚତୁର୍ଥ ଆସନ ପାଇଁ କସରତ ଭୁବନେଶ୍ୱର: ୧୮/୨-ଓଡ଼ିଶାର ୪ଟି ଆସନ ସମେତ ୧୦ଟି ରାଜ୍ୟର ୩୭ଟି ରାଜ୍ୟସଭା ଆସନ ପାଇଁ ଆସନ୍ତା ମାର୍ଚ୍ଚ ୧୬ତାରିଖରେ ରାଜ୍ୟସଭା ନିର୍ବାଚନ ହେବ। ନିର୍ବାଚନ କମିଶନଙ୍କ ପକ୍ଷରୁ ବୁଧବାର ବିଧିବଦ୍ଧ କାର୍ଯ୍ୟସୂଚୀ ଜାରି ହୋଇଛି। ରାଜ୍ୟସଭା ନିର୍ବାଚନକୁ ନେଇ ରାଜ୍ୟରେ ପ୍ରମୁଖ ତିନିଟି…
ବିକାଶର ଇଞ୍ଜିନ ହେବ ଓଡ଼ିଶା-ରାଜ୍ୟପାଳ
ଭୁବନେଶ୍ୱର:୧୮/୨-ବିକାଶର ଇଞ୍ଜିନ ହେବ ଓଡ଼ିଶା। ସମୃଦ୍ଧ ଓଡ଼ିଶା ଗଠନ କରିବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ। ୨୦୩୬ରେ ଓଡ଼ିଶା ଗଠନକୁ ଶହେ ବର୍ଷ ପୂରିବ। ଏହି ସମୟ ସୁଦ୍ଧା ୫ ଶହ ବିଲିୟନ ଆମେରିକୀୟ ଡଲାର ଅର୍ଥନୀତିର ଲକ୍ଷ୍ୟ ରଖାଯାଇଛି। ଏବେ ରାଜ୍ୟରେ ମୁଣ୍ଡପିଛା ଆୟ ବୃଦ୍ଧି ପାଇଛି। ଅର୍ଥନୈତିକ ଅଭିବୃଦ୍ଧିକୁ…
ଶୃଙ୍ଖଳିତ ରଥଯାତ୍ରା ନେଇ ମାଷ୍ଟର ପ୍ଲାନ ପ୍ରସ୍ତୁତ
ଜନସାଧାରଣଙ୍କ ସୁରକ୍ଷା ଓ ନିରାପତ୍ତାକୁ ଗୁରୁତ୍ୱ ଭୁବନେଶ୍ୱର,୧୮/୨- ଚଳିତବର୍ଷ ଶ୍ରୀକ୍ଷେତ୍ରରେ ରଥଯାତ୍ରାକୁ ଶୃଙ୍ଖଳିତ ଭାବେ କରାଇବା ପାଇଁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ୨ୟ ସମୀକ୍ଷା ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଗତ ଜାନୁଆରୀ ୧୩ ତାରିଖରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ…
ମହା ଶିବରାତ୍ରୀ ଉତ୍ସବ
-ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରି ରାଜ୍ୟବାସୀଙ୍କ ମଙ୍ଗଳ କାମନା କଲେ ମୁଖ୍ୟମନ୍ତ୍ରୀ -୩୩୦ କୋଟି ଟଙ୍କା ବିନିଯୋଗରେ ଏକାମ୍ର କ୍ଷେତ୍ରର ବିକାଶ ହେବ ଭୁବନେଶ୍ୱର:୧୫/୨- ରାଜ୍ୟବ୍ୟାପୀ ମହାଶିବରାତ୍ରୀ ଉତ୍ସବ ପାଳିତ ହୋଇଛି। ମହାଶିବରାତ୍ରି ଅବସରରେ ଓଡ଼ିଶାର ରାଜ୍ୟପାଳ ଡ.ହରି ବାବୁ କମ୍ଭମପାଟି ଶ୍ରୀଶ୍ରୀ…
ଖୁବ୍ ଶୀଘ୍ର ଆରମ୍ଭ ହେବ ରତ୍ନଭଣ୍ଡାର ଗଣତି ମଣତି
-୧୯୭୮ର ତାଲିକା ସହିତ ମେଳକ କରାଯିବ -ସମ୍ପୂର୍ଣ୍ଣ ଅଳଙ୍କାର ଆଦିର ଫଟୋଗ୍ରାଫ ସହିତ ଡିଜିଟାଲ୍ କାଟାଲଗ୍ କରାଯିବ ଭୁବନେଶ୍ୱର:୧୬/୨- ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରର ରତ୍ନଭଣ୍ଡାରରେ ଥିବା ସୁନା ଅଳଙ୍କାର ଓ ମୋତିମାଣିକ୍ୟର ଖୁବ୍ ଶୀଘ୍ର ଗଣତି-ମଣତି ଆରମ୍ଭ ହେବ। ସୋମବାର ଲୋକସେବା ଭବନରେ…



