ଅରବିନ୍ଦ ବାବୁ ବିଜ୍ଞପ୍ତି ପ୍ରକାଶ କଲେ ଠିକ୍ ଭୁଲ ତର୍ଜମା ହେଲାନି, ୧୪ବର୍ଷ ହେଲା ଦୁର୍ଦ୍ଦଶା ଭୋଗୁଛନ୍ତି ୩୬ଟି ଗ୍ରାମର ଜନସାଧାରଣ
ଭୁବନେଶ୍ୱର:୧୭/୨-ଓଡିଶା ସରକାର ରାଜ୍ୟର ସମସ୍ତ ଜିଲ୍ଲାରେ ଜମିପଟ୍ଟା ବା ରେକର୍ଡ ଅଫ ରାଇଟ୍ସ ସଂଶୋଧନ ସମ୍ବନ୍ଧୀୟ ଅପେକ୍ଷିତ ମାମଲାଗୁଡ଼ିକୁ ସମୟସୀମା ମଧ୍ୟରେ ଶୀଘ୍ର ସାରିବା ପାଇଁ କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି। ଜିଲ୍ଲାପାଳମାନଙ୍କୁ ବ୍ୟକ୍ତିଗତ ଭାବେ ଏହାର ନିରୀକ୍ଷଣ କରିବାକୁ କୁହାଯାଇଛି। ଫେବୃଆରୀ ୧୩…
ରାଜ୍ୟରେ ଆରମ୍ଭ ହେଲା ଅପରେସନ ସାଇବର କବଚ
ଭୁବନେଶ୍ୱର:୧୫/୨-ଓଡ଼ିଶାରେ ସାଇବର ସୁରକ୍ଷାକୁ ଅଧିକ ସୁଦୃଢ଼ ଏବଂ ସଂଗଠିତ କରାଯିବା ସହ ସାଇବର ଅପରାଧୀଙ୍କ ବରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ରାଜ୍ୟବ୍ୟାପୀ ସ୍ୱତନ୍ତ୍ର ଅଭିଯାନ ‘ଅପରେସନ୍ ସାଇବର କବଚ’ ଆରମ୍ଭ ହୋଇଛି। ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର…
ଓଡ଼ିଆ ଅସ୍ମିତା ଔଦ୍ଧତ୍ୟ ନୁହେଁ, ବରଂ ଅହଂର ଓଁକାର
ଭୁବନେଶ୍ୱର ସାହିତ୍ୟ ପର୍ବରେ ଅତିଥିଙ୍କ ମତ -ସାହିତ୍ୟ ଅସ୍ମିତା ଓ ମୁକ୍ତିର ମାର୍ଗ ଦେଖାଏ ଭୁବନେଶ୍ୱର ୧୫/୨- ଭାବ, ଭାବନା, କଳ୍ପନା ଓ ଅନୁଭବର ହୃଦୟଗ୍ରାହୀ ପ୍ରକାଶ ହେଉଛି ସାହିତ୍ୟ। ଏହା ଅସ୍ମିତାର ପରିଚୟ। ଏହା ବିସ୍ତୃତ ହେଲେ ସଫଳତା ମିଳେ ବୋଲି ପ୍ରସିଦ୍ଧ ଭାଷାବିଜ୍ଞାନୀ ପଦ୍ମଶ୍ରୀ ଡ. ଦେବୀପ୍ରସନ୍ନ…
ଅମଲା ସଂଘର ଦାବି ଯଥାର୍ଥ, ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବି-ମନମୋହନ
ଭୁବନେଶ୍ୱର:୧୪/୨-ଓଡ଼ିଶା ଅମଲା ସଂଘ ପକ୍ଷରୁ ଦୀର୍ଘଦିନ ଧରି ହୋଇ ଆସୁଥିବା ତିନିଦଫା ଦାବି ଯଥାର୍ଥ। ଏହା ଉପରେ ମୁଖ୍ୟମନ୍ତ୍ରୀ ଓ ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ଯଥାଯଥ ପଦକ୍ଷେପ ନେବାକୁ ପ୍ରସ୍ତାବ ଦେବେ ବୋଲି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ସଂଘ କାର୍ଯ୍ୟକର୍ତ୍ତାଙ୍କୁ ପ୍ରତିଶୃତି ଦେଇଛନ୍ତି।…
ଶ୍ରୀଜଗନ୍ନାଥ ଦର୍ଶନ ଯୋଜନାର ଶୁଭାରମ୍ଭ
-୪ବର୍ଷରେ ଏହି ଯୋଜନାରେ ମହାପ୍ରଭୁଙ୍କ ଦର୍ଶନ କରିବେ ୧ ଲକ୍ଷରୁ ଉର୍ଦ୍ଧ୍ୱ ଭକ୍ତ ଭୁବନେଶ୍ୱର:୧୩/୨-ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ଜଗତର ନାଥ, ତେଣୁ ତାଙ୍କ ଦର୍ଶନ ପାଇଁ କୌଣସି ବାଧା ରହିବା ଉଚିତ ନୁହେଁ। ପ୍ରତିଟି ଓଡିଆ ଯେପରି ଜୀବନରେ ଅନ୍ତତଃ ଥରେ ସମ୍ମାନର ସହ ମହାପ୍ରଭୁଙ୍କ ଦର୍ଶନ ପାଇବେ…
ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର ପୂର୍ବରୁ ୯୦ ଦିନର ବକେୟା ଚାଲାଣ ଅର୍ଥ ଦେବାକୁ ପଡିବ
ଭୁବନେଶ୍ୱର:୧୨/୨-ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର କରିବା ପୂର୍ବରୁ ପୁରୁଣା ଚାଲାଣ ପଇଠ କରିବାକୁ ହେବ। ଏହା ଆଇନତଃ ବାଧ୍ୟତାମୂଳକ ବୋଲି ହାଇକୋର୍ଟ ତାଙ୍କ ରାୟରେ ପ୍ରକାଶ କରିଛନ୍ତି। ଚାଲାଣ ଥିଲେ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର ହୋଇପାରିବ କି ନା ସେସମ୍ପର୍କରେ ହାଇକୋର୍ଟ ରାଜ୍ୟ ସରକାରଙ୍କ ନିକଟରୁ…
ବଡମ୍ବା ଏବଂ ‘ବିଜୟାନନ୍ଦ ସମବାୟ ଚିନିକଳର ପୁନଃ କାର୍ଯ୍ୟକାରିତା ପାଇଁ ନିଆଯାଇଛି ପଦକ୍ଷେପ
ଭୁବନେଶ୍ୱର:୧୨/୨- ଭାରତ ସରକାରଙ୍କ ସମବାୟ ମନ୍ତ୍ରଣାଳୟର ସଚିବ ଆଶିଷ କୁମାର ଭୂଟାନୀ ଯୁଗ୍ମ ସଚିବ ସିଦ୍ଧାର୍ଥ ଜୈନ ଏବଂ ନିର୍ଦ୍ଦେଶକ ମୁକେଶ କୁମାରଙ୍କ ସହ ଓଡ଼ିଶା ଗସ୍ତ କରି ଓଡ଼ିଶାରେ ସମବାୟ କ୍ଷେତ୍ରରେ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ସମୀକ୍ଷା କରିଛନ୍ତି। ଏହି ଅବସରରେ ସେମାନେ ଓଡ଼ିଶା…
ମହିଳାଙ୍କ କଲ୍ୟାଣ ସୁନିଶ୍ଚିତ କରିବା ଦ୍ୱାରା ହିଁ ସୁସ୍ଥ ରାଷ୍ଟ୍ର ଗଠନ ସମ୍ଭବ
ଭୁବନେଶ୍ୱର:୧୧/୨–ଲୋକସେବା ଭବନର କନଭେନସନ ସେଣ୍ଟରଠାରେ ଓଡ଼ିଶା ରାଜ୍ୟ ମହିଳା ଆୟୋଗର ୩୩ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ଓଡ଼ିଶାର ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଉଦଘାଟନ କରିଥିଲେ। ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ ଓ ରାଜ୍ୟ ମହିଳା…
ମୌଳିକ ସାକ୍ଷରତାକୁ ସୁଦୃଢ଼ କରିବ ନିପୁଣ ଓଡ଼ିଶା
ଭୁବନେଶ୍ୱର:୧୧/୨-ରାଜ୍ୟର ପ୍ରାଥମିକ ବିଦ୍ୟାଳୟର ଶିକ୍ଷାର୍ଥୀମାନଙ୍କର ଭାଷାଗତ ମୌଳିକ ସାକ୍ଷରତା ଏବଂ ସଂଖ୍ୟାଜ୍ଞାନ ଦକ୍ଷତାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ, ୟୁନିଟ -୧ ପରିସରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ନେଇ ଏକ ଦିବସୀୟ ନିପୁଣ ଓଡ଼ିଶା…



