ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି ୨୦୨୦
ରାଜ୍ୟ ପାଇଁ ପର୍ଯ୍ୟାୟକ୍ରମେ କାର୍ଯ୍ୟାନ୍ୱୟନ ପ୍ରସ୍ତୁତ କରିବା ପାଇଁ ତିନି ଦିନିଆ ଜାତୀୟସ୍ତରୀୟ କର୍ମଶାଳା ଭୁବନେଶ୍ୱର: ୨୦ ଜାନୁଆରୀ ୨୦୨୫-କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ (MoE) ଦ୍ୱାରା ଜାରି କରାଯାଇଥିବା ଜାତୀୟ ଶିକ୍ଷା ନୀତି (NEP), ୨୦୨୦ ସମସ୍ତଙ୍କୁ ଉଚ୍ଚମାନର ଶିକ୍ଷା ପ୍ରଦାନ ସହ ଏକବିଂଶ ଶତାବ୍ଦୀର…
କୃଷି ଭବନ କାନ୍ଥରୁ ଖସିଲାଣି ପଥର ପ୍ଲେଟ
2018 ସେପ୍ଟେମ୍ବର 20 ତାରିଖରେ ନୂତନ ଶୈଳୀରେ ନିର୍ମିତ ହୋଇଥିଲା କୃଷି ଭବନ I 6 ବର୍ଷ ପରେ କାନ୍ଥରୁ ଖସିଲାଣି ପଥର…
ପ୍ରଥମ ବିଶ୍ୱକପ୍ ପ୍ରତିଯୋଗିତାରେ ଭାରତୀୟ ଖୋଖୋ ଦଳର ଐତିହାସିକ ବିଜୟ
ଉଭୟ ମହିଳା ଓ ପୁରୁଷ ବର୍ଗରେ ନେପାଳର ଖୋଖୋ ଟିମ୍କୁ ପରାସ୍ତ କରି ବିଜୟ ହାସଲ କଲା ଟିମ୍ ଭାରତ ଭୁବନେଶ୍ୱର:19/1-ଇତିହାସ ରଚିଲା ଭାରତ। ପ୍ରଥମ ଖୋଖୋ ବିଶ୍ୱକପ୍ ପ୍ରତିଯୋଗିତାରେ ନେପାଳର ଖୋଖୋ ଦଳକୁ ପରାସ୍ତ କରି ଉଭୟ ମହିଳା ଓ ପୁରୁଷ ବର୍ଗରେ ଭାରତୀୟ ଖୋଖୋ ଦଳ ଐତିହାସିକ ବିଜୟ ହାସଲ କରିଛନ୍ତି।…
କେନ୍ଦ୍ର କୋଇଲା ଓ ଖଣିମନ୍ତ୍ରୀ ଜି କିଶନ ରେଡ୍ଡୀଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା
ଭୁବନେଶ୍ୱର:19/1- ରାଜ୍ୟ ଅତିଥି ଭବନରେ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଜି କିଶନ ରେଡ୍ଡୀଙ୍କ ସହିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସାକ୍ଷାତ…
SVAMITVA YOJANA
(Survey of Villages and Mapping with Improvised Technology in Village Areas) Ministry Of Panchayati Raj. SVAMITVA, a Central Sector scheme of the Ministry of Panchayati Raj provides a ‘Record of Rights’ to village household owners with the issuance of…
ମହିଳା ସଶକ୍ତିକରଣରେ ସହାୟକ ହେବ ସ୍ଵାମୀତ୍ୱ ଯୋଜନା
ଭୁବନେଶ୍ୱର:19/01-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କରକମଳରେ ସ୍ଵାମୀତ୍ୱ ଯୋଜନା ଅଧିନରେ ଦେଶର ୫୦,୦୦୦ରୁ ଅଧିକ ଗ୍ରାମର ମୋଟ ୬୫ ଲକ୍ଷରୁ ଊର୍ଦ୍ଧ୍ବ ପରିବାରକୁ ସମ୍ପତ୍ତି କାର୍ଡର ଇ-ବିତରଣ କରାଯାଇଛି। ଏହି ପ୍ରମାଣପତ୍ର କାର୍ଡ ଦ୍ଵାରା ଜନବସତି ସମ୍ପତ୍ତିର ମାଲିକାନାରେ ସ୍ଵଚ୍ଛତା ଆସିବ, ଜମିର ଆଇନଗତ…
ସିଙ୍ଗାପୁର ରାଷ୍ଟ୍ରପତିଙ୍କୁ ଭୁବନେଶ୍ୱର ବିମାନ ବନ୍ଦରରେ ସ୍ୱାଗତ
ଭୁବନେଶ୍ୱର:17.01- ସିଙ୍ଗାପୁରର ରାଷ୍ଟ୍ରପତି ମିଷ୍ଟର୍ ଥର୍ମନ୍ ସନ୍ମୁଗରତ୍ନମଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱର ବିମାନ ବନ୍ଦର ଠାରେ ସ୍ୱାଗତ…
ଭୁବନେଶ୍ୱର ରେଳ ଷ୍ଟେସନରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ତୀର୍ଥଯାତ୍ରା ଟ୍ରେନର ଶୁଭାରମ୍ଭ
ଭୁବନେଶ୍ୱର:17.01- ଭୁବନେଶ୍ୱର ରେଳ ଷ୍ଟେସନ ଠାରେ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା ଅନ୍ତର୍ଗତ ଶିରିଡ଼ି ଓ ନାସିକ ପାଇଁ ତୀର୍ଥ ଯାତ୍ରା ଟ୍ରେନର ଶୁଭାରମ୍ଭ କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ…
ସ୍କିମାଟିକ୍ କନିଷ୍ଠ ଶିକ୍ଷକଙ୍କ ପାରିଶ୍ରମିକ ବୃଦ୍ଧି
ରାଜ୍ୟ ସରକାର ବହନ କରିବେ ଅତିରିକ୍ତ 89.15 କୋଟି ଭୁବନେଶ୍ୱର:17.01- ସମଗ୍ର ଶିକ୍ଷା କାର୍ଯ୍ୟକ୍ରମରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍ତରରେ ସ୍କିମାଟିକ୍ କନିଷ୍ଠ ଶିକ୍ଷକମାନେ [Junior Teacher ( Schematic)] ନିୟୋଜିତ ହୋଇଛନ୍ତି। ସେମାନଙ୍କୁ ମାସିକ 11,100 ଟଙ୍କା ପାରିଶ୍ରମିକ ଦିଆଯାଉଛି।…
80 ବର୍ଷରୁ ଅଧିକ ବୟସ ଏବଂ 80 ପ୍ରତିଶତରୁ ଅଧିକ ଅକ୍ଷମତା ଥିବା ବ୍ୟକ୍ତିଙ୍କ ମାସିକ ପେନସନ 3500 ଟଙ୍କାକୁ ବୃଦ୍ଧି
ଉପକୃତ ହେବେ ରାଜ୍ୟର 4,17,496 ହିତାଧିକାରୀ ଭୁବନେଶ୍ୱର 16/01/25- ରାଜ୍ୟର 80 ବର୍ଷ ବା ତା’ଠାରୁ ଉର୍ଦ୍ଧ୍ୱ ବୟସ୍କ ବ୍ୟକ୍ତି ଏବଂ 80 ପ୍ରତିଶତ ବା ତଦୁର୍ଦ୍ଧ ଭିନ୍ନକ୍ଷମ ହିତାଧିକାରୀମାନେ ଆଜିଠାରୁ ମାସକୁ 3500 ଟଙ୍କା ପେନସନ ପାଇବେ। ପୂର୍ବରୁ ସେମାନେ 1200 ଟଙ୍କା ପେନସନ ପାଉଥିବା ବେଳେ ଏଥିରେ 2300…


