କାମ କରୁନି ଭୂତଳ କେବୁଲ
ଭୁବନେଶ୍ୱର: 25/1-ମାଟି ତଳେ ବିଜୁଳି ସରବରାହ ପାଇଁ ଦୁଇବର୍ଷ ତଳେ ପଡିଥିବା ଭୂତଳ କେବୁଲ ଏବେ ଅକାମି
ଦୁର୍ଦଶାରେ ଗୋ ସମ୍ପଦ
ଭୁବନେଶ୍ୱର: 25/1-ସର୍ବାଧିକ ଯାନବାହାନ ଚଳାଚଳ କରୁଥିବା ରାଜଧାନୀର ପ୍ରମୁଖ ରାସ୍ତା ପାର୍ଶ୍ୱରେ ଖରା, ବର୍ଷା, ଶୀତ କାକରରେ ରାତି ବିତଉଛନ୍ତି ଗୋ ସମ୍ପଦ, ଦିନ ସାରା ଅସୁରକ୍ଷିତ ଅବସ୍ଥାରେ ରାସ୍ତାରେ ବୁଲୁଛନ୍ତି I ଦୁର୍ଦଶାରେ ଥିବା ଗୋ ସମ୍ପଦର ସୁରକ୍ଷା ପାଇଁ ସରକାରୀ ଯୋଜନା ବାଟବଣା ହେଇଥିବା ମନେହୁଏ I…
ରାଜ୍ୟସ୍ତରୀୟ ଜାତୀୟ ମତଦାତା ଦିବସ
ସାମୂହିକ ଶପଥପାଠ କରାଇଲେ ମୁଖ୍ୟ ଶାସନ ସଚିବ ‘ଆମେ ଭାରତର ନାଗରିକବୃନ୍ଦ, ଗଣତନ୍ତ୍ରରେ ନିଜର ପୂର୍ଣ୍ଣ ଆସ୍ଥା ରଖି ଏହି ଶପଥ ନେଉଛୁ କି ଆମେ ନିଜ ଦେଶର ଗଣତାନ୍ତ୍ରିକ ପରମ୍ପରାର ମର୍ଯ୍ୟାଦା ବଜାୟ ରଖିବୁ ତଥା ମୁକ୍ତ, ଅବାଧ ଏବଂ ଶାନ୍ତିପୂର୍ଣ୍ଣ ନିର୍ବାଚନର ଗରିମାକୁ ଅକ୍ଷୁଣ୍ଣ ରଖି, ନିର୍ଭୀକ ହୋଇ,…
ଫେବୃଆରୀ ୯ରେ ବାରବାଟୀରେ ଆୟୋଜିତ ହେବ ଭାରତ-ଇଂଲଣ୍ଡ ୱାନ ଡେ ଇଣ୍ଟରନ୍ୟାସନାଲ କ୍ରିକେଟ ମ୍ୟାଚ
-୨ ରୁ ଅନଲାଇନରେ ବିକ୍ରି ହେବ ୪୦୦୦ ଟିକେଟ -୫ ଓ ୬ରେ କାଉଣ୍ଟରେ ହେବ ଟିକେଟ ବିକ୍ରି -ଫ୍ୟାନ୍ ପାର୍କର ବ୍ୟବସ୍ଥା ରହିବା ସହ ଷ୍ଟାଡିୟମ ବାହାରେ ଓ କଟକର ବିଭିନ୍ନ ସ୍ଥାନରେ ଲେଇଡ଼ି ସ୍କ୍ରିନ ମାଧ୍ୟମରେ ମ୍ୟାଚକୁ ଉପଭୋଗ କରିପାରିବେ ଦର୍ଶକ ଭୁବନେଶ୍ୱର (୨୪/୧): କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର।…
UTKARSHA ODISHA-MASSIVE ₹32736 CRORE INVESTMENT IN ODISHA’S INDUSTRY TO GENERATE JOBS AND PROMOTE LONG-TERM SUSTAINABILITY
Projects expected to generate18,688employments across state Bhubaneswar, 24th January 2025: The state is gearing up for the UTKARSH ODISHA- Make in Odisha conclave 2025 and the investments were flowing. The vision of Chief Minister Mohan Charan…
ଜନତା ମଇଦାନରେ ଉତ୍କର୍ଷ ଓଡିଶା ଇନଭେଷ୍ଟର୍ସ ମିଟ୍ ପ୍ରସ୍ତୁତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ
-28 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍ଘାଟନ କରିବେ -20ଟି ଦେଶର 100 ରୁ ଅଧିକ ଆନ୍ତର୍ଜାତିକ ପ୍ରତିନିଧି ଯୋଗ ଦେବେ -ଏହି କନକ୍ଲେଭ ସୁଦୃଢ ଅର୍ଥନୈତିକ ଓ ଶିଳ୍ପ ଭିତ୍ତିଭୂମି ପ୍ରସ୍ତୁତ କରିବାରେ ମାଇଲଖୁଣ୍ଟ ହେବ ଭୁବନେଶ୍ୱର:24/01- ଆସନ୍ତା 28-29 ଦୁଇଦିନ ଧରି ଉତ୍କର୍ଷ ଓଡିଶା- ମେକ୍ ଇନ୍…
ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୮ତମ ଜୟନ୍ତୀ
ଭୁବନେଶ୍ୱର :23/1- ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୮ତମ ଜୟନ୍ତୀ ଅବସରରେ ନେତାଜୀଙ୍କ ଜନ୍ମସ୍ଥଳୀ କଟକ ଓଡିଆ ବଜାରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ…
ଜାତୀୟ ଶିକ୍ଷା ନୀତି ୨୦୨୦
ରାଜ୍ୟର ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ ନେଇ ଆଲୋଚନା ଭୁବନେଶ୍ୱର :23/1- ଜାତୀୟ ଶିକ୍ଷା ନୀତି ୨୦୨୦ ର କାର୍ଯ୍ୟକାରିତା ନେଇ ଚାଲିଥିବା ତିନି ଦିନିଆ କର୍ମଶାଳାରେ ଆଜି ତୃତୀୟ ତଥା ଅନ୍ତିମ ଦିନରେ ବିଭିନ୍ନ ବିଷୟବସ୍ତୁ ନେଇ ଆଲୋଚନା କରାଯାଇଛି। ଭୁବନେଶ୍ବରସ୍ଥିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନଠାରେ ଜାତୀୟ…
‘ଉତ୍କର୍ଷ ଓଡ଼ିଶା’ କାର୍ଯ୍ୟକ୍ରମରେ ଯୋଗଦେବେ ପ୍ରଧାନମନ୍ତ୍ରୀ
ଭୁବନେଶ୍ୱର:୨୨/୧-ଆସନ୍ତା ୨୮ତାରିଖରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୁବନେଶ୍ୱର ଜନତା ମୈଦାନରେ ଆୟୋଜିତ “ଉତ୍କର୍ଷଓଡ଼ିଶା”-ମେକ୍ଇନ୍ ଓଡ଼ିଶା କାନକ୍ଳେଭ-୨୦୨୫ ରେ ଯୋଗ ଦେବେ। ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ସମ୍ପାଦନ କରିବାକୁ ଲୋକସେବା ଭବନ…
ଓଡିଶାରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରାଯିବ
ନୂତନ ଶିକ୍ଷା ନୀତି-2020 ସମ୍ପର୍କିତ ତିନି ଦିନିଆ ଜାତୀୟ କର୍ମଶାଳା -ପ୍ରି-ସ୍କୁଲ ପିଲାଙ୍କ ପାଇଁ ଶିଶୁ ବାଟିକା ଖୋଲାଯିବ- ମୁଖ୍ୟମନ୍ତ୍ରୀ -ରାଜ୍ୟର ପାଠ୍ୟକ୍ରମରେ ଓଡିଶାର ଗୌରବମୟ ଇତିହାସ, ଐତିହ୍ୟ ଓ ବରପୁତ୍ରମାନେ ସ୍ଥାନ ପାଇବା ଆବଶ୍ୟକ- କେନ୍ଦ୍ରମନ୍ତ୍ରୀ ଭୁବନେଶ୍ୱର:21 ଜାନୁଆରୀ-ଲୋକସେବା ଭବନ…



