GovernanceMore ସିଙ୍ଗାପୁର ରାଷ୍ଟ୍ରପତିଙ୍କୁ ଭୁବନେଶ୍ୱର ବିମାନ ବନ୍ଦରରେ ସ୍ୱାଗତ ଭୁବନେଶ୍ୱର:17.01- ସିଙ୍ଗାପୁରର ରାଷ୍ଟ୍ରପତି ମିଷ୍ଟର୍ ଥର୍ମନ୍ ସନ୍ମୁଗରତ୍ନମଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱର ବିମାନ ବନ୍ଦର ଠାରେ ସ୍ୱାଗତ କରୁଛନ୍ତି।