GovernanceMore ଦୁର୍ଦଶାରେ ଗୋ ସମ୍ପଦ ଭୁବନେଶ୍ୱର: 25/1-ସର୍ବାଧିକ ଯାନବାହାନ ଚଳାଚଳ କରୁଥିବା ରାଜଧାନୀର ପ୍ରମୁଖ ରାସ୍ତା ପାର୍ଶ୍ୱରେ ଖରା, ବର୍ଷା, ଶୀତ କାକରରେ ରାତି ବିତଉଛନ୍ତି ଗୋ ସମ୍ପଦ, ଦିନ ସାରା ଅସୁରକ୍ଷିତ ଅବସ୍ଥାରେ ରାସ୍ତାରେ ବୁଲୁଛନ୍ତି I ଦୁର୍ଦଶାରେ ଥିବା ଗୋ ସମ୍ପଦର ସୁରକ୍ଷା ପାଇଁ ସରକାରୀ ଯୋଜନା ବାଟବଣା ହେଇଥିବା ମନେହୁଏ I