ସୁଭଦ୍ରା ଶକ୍ତି ମେଳା, ଦର୍ଶକଙ୍କୁ ଆକୃଷ୍ଟ କଲା ଲାଇଭ୍ ଡେମୋ ଷ୍ଟଲ୍
ଭୁବନେଶ୍ୱର:୨/୧୧- ସୁଭଦ୍ରା ଶକ୍ତି ମେଳାର ଦ୍ୱିତୀୟ ସଂସ୍କରଣକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଶନିବାର ସନ୍ଧ୍ୟାରେ ଉଦଘାଟନ କରିଛନ୍ତି। ମେଳାର ପ୍ରମୁଖ ଆକର୍ଷଣ ମଧ୍ୟରେ ରହିଛି ୩୦୦ ମହିଳା ସ୍ୱୟଂ-ସହାୟକ ଗୋଷ୍ଠୀ ପରିଚାଳିତ ଷ୍ଟଲ। ଯାହା ମଧ୍ୟରୁ ୫୦ଟି ହେଉଛି ଖାଦ୍ୟ…
ନୂତନ ପଞ୍ଜିକରଣ ପାଇଁ ଖୋଲଲା ସୁଭଦ୍ରା ପୋର୍ଟାଲ
-୨୧ବର୍ଷ ହୋଇଥିଲେ ଆବେଦନ କରିପାରିବେ ଭୁବନେଶ୍ୱର:୧/୧୧-ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ତମ ଜୟନ୍ତୀ ପାଳନ ଅବସରରେ ସୁଭଦ୍ରା ଏକତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ମହିଳା ଓ ଶିଶୁ ବିକାଶ ବିଭାଗ ଆନୁକୂଲ୍ୟରେ ଆୟୋଜିତ ଏହି ପଦଯାତ୍ରା ମାଷ୍ଟରକ୍ୟାଣ୍ଟିନ୍ ଠାରୁ ଆରମ୍ଭ ହୋଇ ରାଜମହଲ ଛକ…
ପ୍ରତିଷ୍ଠା ହେଲା ୪୪ଟି ନୂଆ ସବ-ରେଜିଷ୍ଟ୍ରେସନ ଅଫିସ
-ସାଧାରଣ ଲୋକଙ୍କୁ ସମ୍ମାନର ସହ ଉତ୍ତମ ସେବା ଯୋଗାଇଦେବାକୁ ରାଜସ୍ୱ ବିଭାଗ କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ -ପର୍ଯ୍ୟାୟକ୍ରମେ ସବୁ ତହସିଲରେ ସବ-ରେଜିଷ୍ଟ୍ରେସନ ଅଫିସ ପ୍ରତିଷ୍ଠା କରାଯିବ -ଟେକ୍ନୋଲୋଜିର ବ୍ୟବହାର ଜରିଆରେ ରାଜସ୍ୱ ସେବାକୁ ମଧ୍ୟସ୍ଥି ମୁକ୍ତ, ଦୁର୍ନୀତି ମୁକ୍ତ କରାଯାଉଛି …
ଶ୍ରଦ୍ଧାଞ୍ଜଳି
ଭୁବନେଶ୍ୱର:୩୦/୧୦-ଓଡ଼ିଶାର ଖ୍ୟାତନାମା ରାଜନେତା ଏବଂ ଲେଖକ ଶଙ୍କର ପରିଡାଙ୍କ ବିୟୋଗରେ ଆମେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ…
ଓଡ଼ିଶାରେ ହେବ ୯୨ଟି ରେଳ ଓଭରବ୍ରିଜ୍
ଭୁବନେଶ୍ୱର:୩୦/୧୦-ଓଡ଼ିଶାରେ ୯୨ଟି ରେଳ ଓଭରବ୍ରିଜ୍ର ନିର୍ମାଣ କରାଯିବ। ଏଥିପାଇଁ ସମ୍ପୂର୍ଣ୍ଣ ଖର୍ଚ୍ଚ କେନ୍ଦ୍ର ସରକାର ବହନ କରିବେ। କେନ୍ଦ୍ର ରେଳ ମନ୍ତ୍ରାଳୟ ଏହାର ଆବଶ୍ୟକ ଅନୁମୋଦନ କରିଛନ୍ତି। ସୂଚନାଯୋଗ୍ୟ ଯେ, ପୂର୍ବରୁ ଉଭୟ ରେଳ ମନ୍ତ୍ରାଳୟ ଓ ରାଜ୍ୟ ସରକାର ଏହି ରେଳ ଓଭରବ୍ରିଜ୍ ପାଇଁ ୫୦:୫୦…
‘୧୯୫୦’ ଭୋଟର ହେଲ୍ପଲାଇନ୍ ଏବଂ ‘ବୁକ୍-ଏ-କଲ୍ ୱିଥ ବିଏଲଓ’ ସେବାର ସୁଯୋଗ ନେବା ପାଇଁ ମତଦାତାଙ୍କୁ ଆୟୋଗଙ୍କ ପରାମର୍ଶ
ଭୁବନେଶ୍ୱର:୨୯/୧୦-ଭାରତ ନିର୍ବାଚନ ଆୟୋଗ ନାଗରିକମାନଙ୍କର ନିର୍ବାଚନ, ନୂଆ ଭୋଟର ପଞ୍ଜିକରଣ ଓ ଏହି ଭଳି ଅନ୍ୟାନ୍ୟ ପ୍ରଶ୍ନ / ଅଭିଯୋଗର ସମାଧାନ କରିବା ଲକ୍ଷ୍ୟରେ ଜାତୀୟ ଭୋଟର ହେଲ୍ପଲାଇନ୍ ଏବଂ ସମସ୍ତ ୩୬ଟି ରାଜ୍ୟ ଏବଂ ଜିଲ୍ଲାସ୍ତରୀୟ ହେଲ୍ପଲାଇନକୁ ସକ୍ରିୟ କରିଛନ୍ତି। ଜାତୀୟ ଯୋଗାଯୋଗ କେନ୍ଦ୍ର ସମସ୍ତ…
ଖୁବ୍ଶୀଘ୍ର କ୍ଷୟକ୍ଷତିର ଆକଳନ କରାଯାଇ ସହାୟତା ପ୍ରଦାନ କରାଯିବ
ବାତ୍ୟା ପରବର୍ତ୍ତୀ ପରିସ୍ଥିତି ସମ୍ପର୍କିତ ସମୀକ୍ଷା ବୈଠକ ଭୁବନେଶ୍ୱର:୨୯/୧୦-ରାଜସ୍ୱ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ବାତ୍ୟା ପରବର୍ତ୍ତୀ ସ୍ଥିତି ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ସ୍ୱତନ୍ତ୍ର ରିଲିଫ୍ କମିଶନର ଦେଓରଞ୍ଜନ କୁମାର ସିଂହ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଏହି…
ସବୁ ଥାନାରେ ପାଳିତ ହେବ ରାଷ୍ଟ୍ରୀୟ ଏକତା ଦିବସ
ଭୁବନେଶ୍ୱର:୨୯/୧୦-ଆସନ୍ତା ୩୧ ତାରିଖରେ ସର୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ଅବସରରେ ରାଷ୍ଟ୍ରୀୟ ଏକତା ଦିବସ ସାରା ଦେଶରେ ପାଳିତ ହେବାକୁ ଯାଉଛି। ଏହି ଦିବସକୁ ସ୍ମରଣୀୟ ତଥା ଅଧିକ ଆକର୍ଷଣୀୟ କରିବା ପାଇଁ ଓଡିଶା ପୋଲିସ ତରଫରୁ ବ୍ୟାପକ ପ୍ରସ୍ତୁତି ଚାଲିଛି। ରାଜ୍ୟର ୩୪ ପୋଲିସ ଜିଲ୍ଲା…
ରାଜ୍ୟ ଅଡିଟ ପରାମର୍ଶଦାତା ବୋର୍ଡ଼ ବୈଠକ ଅନୁଷ୍ଠିତ
ଭୁବନେଶ୍ୱର:୨୯/୧୦-ପ୍ରଧାନ ମହା ଲେଖାକାର କାର୍ଯ୍ୟାଳୟ ଅଡିଟ-୧ ସମ୍ମିଳନୀ କକ୍ଷରେ ଓଡିଶା ରାଜ୍ୟ ଅଡିଟ୍ ପରାମର୍ଶଦାତା ବୋର୍ଡ ବୈଠକ ଅନୁଷ୍ଠିତ ହୋଇଯାଇଅଛି। ପ୍ରଧାନ ମହା ଲେଖାକାର ଅଡିଟ-୧ ସୁବୁ. ଆରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସାର୍ବଜନୀନ ଆର୍ôଥକ ପରିଚାଳନାରେ ସ୍ୱଚ୍ଛତା, ଉତ୍ତରଦାୟିତ୍ୱ ଏବଂ…
ଅଷ୍ଟମ କେନ୍ଦ୍ରୀୟ ବେତନ ଆୟୋଗଙ୍କ ସନ୍ଦର୍ଭ ସର୍ତ୍ତାବଳୀକୁ କ୍ୟାବିନେଟ ମଞ୍ଜୁରି
ଭୁବନେଶ୍ୱର:୨୮/୧୦- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଅଷ୍ଟମ କେନ୍ଦ୍ରୀୟ ବେତନ ଆୟୋଗଙ୍କ ସନ୍ଦର୍ଭ ସର୍ତ୍ତାବଳୀକୁ ମଞ୍ଜୁରି ମିଳିଛି। ଅଷ୍ଟମ କେନ୍ଦ୍ରୀୟ ବେତନ ଆୟୋଗ ଏକ ଅସ୍ଥାୟୀ ସଂସ୍ଥା ରୂପେ ଗଠିତହେବ। ଆୟୋଗରେ ଜଣେ ଅଧ୍ୟକ୍ଷ, ଜଣେ ସଦସ୍ୟ…



