ଓଡିଆଙ୍କ ପାଇଁ କଳିଙ୍ଗସେନା ସମର୍ପିତ: ହେମନ୍ତ ରଥ
ଦଳକୁ ମଜଭୁତ କରିବାକୁ କର୍ମକର୍ତ୍ତାଙ୍କ ଶପଥ ଭୁବନେଶ୍ୱର:୭/୧୧-ଆଞ୍ଚଳିକ ରାଜନୈତିକ ଦଳ କଳିଙ୍ଗସେନା ସର୍ବଦା ଓଡିଶା ଓ ଓଡିଆମାନଙ୍କ ପ୍ରତି ସମର୍ପିତ। ରାଜ୍ୟ ଓ ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇଁ ଦଳ ତାହାର ନିରନ୍ତର ଉଦ୍ୟମ ଜାରି ରଖିବ ବୋଲି ଦଳର ପ୍ରତିଷ୍ଠା ଦିବସ ପାଳନ ଅବସରରେ କହିଛନ୍ତି କଳିଙ୍ଗସେନା…
କେନ୍ଦ୍ରୀୟ ସଡକ ଭିତ୍ତିଭୂମି ପାଣ୍ଠିରୁ ଓଡିଶା ପାଇଁ ମିଳିବ ହଜାରେ କୋଟି
ଭୁବନେଶ୍ୱର: ୭/୧୧- ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଜୟରାମ ଗଡକରୀଙ୍କ ଦ୍ୱାରା ୮୪ତମ ଭାରତୀୟ ସଡକ କଂଗ୍ରେସ ସମାବେଶ ଉଦଘାଟିତ ହୋଇଛି। ଏହି ଅବସରରେ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ଓଡିଶା ପାଇଁ ୧୦୦୦ କୋଟି ଟଙ୍କାର କେନ୍ଦ୍ରୀୟ ସଡକ…
ବିଜେପି ସରକାରରେ ଦଣ୍ଡିଆ କାରବାର
ଭୁବନେଶ୍ୱର:୬/୧୧- ବିଜୁ ଜନତା ଦଳ ସରକାରରେ ବିଭିନ୍ନ ସରକାରୀ କାର୍ଯ୍ୟ ସମେତ ଅନ୍ୟାନ୍ୟ କାର୍ଯ୍ୟ ଯେପରି ଦଣ୍ଡିଆମାନଙ୍କ ଦ୍ୱାରା ହେଉଥିଲା ଏବେ ବିଜେପି ସରକାରରେ ସେହି ବ୍ୟବସ୍ଥା ପୁନର୍ବାର ଆରମ୍ଭ ହୋଇଥିବା ଦେଖାଯାଇଛି। ବେପାରୀଙ୍କ ଦ୍ୱାରା ସବୁ କାର୍ଯ୍ୟ ସମ୍ପାଦନ ହେଉଛି। ଏଥିରେ ବେପାରୀ ଓ ସରକାରୀ…
ରାଜ୍ୟସ୍ତରୀୟ କଳା ଓ ନୃତ୍ୟ ପ୍ରତିଯୋଗିତାର ଜୁନିୟର ଦଳରେ ଶୈଳଶ୍ରୀ ବିହାର ସୁନୀଲ ଡ୍ୟାନ୍ସ ଏକାଡେମୀ ଦଳ ଚମ୍ପିୟାନ
ଭୁବନେଶ୍ୱର: ୫/୧୧-ଭଞ୍ଜ କଳାମଣ୍ଡପ ଠାରେ ଆୟୋଜିତ ରାଜ୍ୟସ୍ତରୀୟ କଳା ଓ ନୃତ୍ୟ ପ୍ରତିଯୋଗିତାର ଜୁନିୟର ଦଳରେ ଶୈଳଶ୍ରୀବିହାର ସୁନୀଲ ଡ୍ୟାନ୍ସ ଏକାଡେମୀର ଦଳ ଚମ୍ପିୟାନ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି…
ବୋଇତ ବନ୍ଦାଣ ଓ ବାଲିଯାତ୍ରା ଓଡ଼ିଶାର ଗୌରବମୟ ଐତିହ୍ୟର ପ୍ରତୀକ:ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ୫/୧୧- ପାରାଦୀପ ବନ୍ଦରରେ ଆୟୋଜିତ ବୋଇତ ବନ୍ଦାଣ ଉତ୍ସବ ୨୦୨୫ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାର ପ୍ରାଚୀନ ନୌବାଣିଜ୍ୟ ପରମ୍ପରା, ରାଜ୍ୟର ଅର୍ଥନୈତିକ ପ୍ରଗତି ଓ ବନ୍ଦର ଭିତ୍ତିକ ଉନ୍ନତି ଉପରେ ଗୁରୁତ୍ୱ ଦେଇ ଏକ ଦୃଢ ସନ୍ଦେଶ ଦେଇଛନ୍ତି । ନିଜ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ…
ନୂଆପଡାରେ ବିଜେପି ବାଣ୍ଟିଲା ଶାଢ଼ି ଓ ଟଙ୍କା
ସିଇଓଙ୍କ ନିକଟରେ ଫେରାଦ ହେଲା କଂଗ୍ରେସ ଭୁବନେଶ୍ୱର: ୫/୧୧- ନୂଆପଡା ଉପ ନିର୍ବାଚନ ପ୍ରଚାର ସମୟରେ ବିଜେପି କର୍ମୀଙ୍କ ଦ୍ୱାରା ଆଦର୍ଶ ଆଚରଣ ସଂହିତା ଉଲ୍ଲଂଘନ ସମ୍ପର୍କରେ ଅଭିଯୋଗ କରି ଓଡ଼ିଶା ପ୍ରଦେଶ କଂଗେସ ପକ୍ଷରୁ ଏକ ୫ ଜଣିଆ ମହିଳା ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ତଥ୍ୟ…
ପାରାଦୀପ ହେବ ଗ୍ରୀନ ହାଇଡ୍ରୋଜେନ ହବ: ମୁଖ୍ୟମନ୍ତ୍ରୀ
କଳିଙ୍ଗ ବାଲିଯାତ୍ରା ୨୦୨୫ର ଉଦଘାଟନୀ ଉତ୍ସବ ଭୁବନେଶ୍ୱର:୪/୧୧-ପାରାଦୀପ ଠାରେ ଆୟୋଜିତ କଳିଙ୍ଗ ବାଲିଯାତ୍ରାର ଉଦଘାଟନୀ ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, କଳିଙ୍ଗ ବାଲିଯାତ୍ରା ହେଉଛି ଓଡ଼ିଆ ସାଧବ ପୁଅଙ୍କ ସାହସର ପ୍ରତୀକ ଆଉ ସେଇଥିପାଇଁ ପାରାଦୀପ ଆଜି ପୂର୍ବ ଭାରତରେ ବିକାଶର…
ବିଜେପି ସରକାରଙ୍କ ବିଶ୍ୱାସଘାତକତାର ଜବାବ ଭୋଟରେ ଦେବେ ନୂଆପଡ଼ାବାସୀ:ନବୀନ
-ବିଜେପି ମିଛ ପ୍ରଚାରରେ ହିରୋ, କାମରେ ଜିରୋ -୧୬ ମାସ ହେଲା ରାଜ୍ୟ ସାରା ବିକାଶ କାମ ବନ୍ଦ -ପାଣିର ଗାର ହୋଇଛି ବିଜେପିର ନିର୍ବାଚନୀ ପ୍ରତିଶ୍ରୁତି -ନାରୀ ଅତ୍ୟାଚାର ସବୁ ସୀମା ଟପିଲାଣି -ମିଶନ ଶକ୍ତି ମା’ ମାନଙ୍କ ଆଖିରୁ ଲୁହ ଝରୁଛି -ଭୋଟ ଚୋରି କରି ସରକାର ଗଢ଼ିଥିଲେ, ଏବେ ପ୍ରାର୍ଥୀ ଚୋରି…
ଏକ ଲକ୍ଷ କୋଟି ଟଙ୍କାର ଗବେଷଣା, ବିକାଶ ଓ ନବସୃଜନ ଯୋଜନାର ଶୁଭାରମ୍ଭ
ଉଦୀୟମାନ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଓ ନବସୃଜନ ସମ୍ମିଳନୀ -ଆମେ ଗବେଷଣାର ସହଜତା ଉପରେ ଧ୍ୟାନ ଦେଉଛୁ ଯାହା ଦ୍ୱାରା ଭାରତରେ ଏକ ଆଧୁନିକ ନବସୃଜନ ଇକୋସିଷ୍ଟମ ବିକଶିତ ହୋଇପାରିବ: ପ୍ରଧାନମନ୍ତ୍ରୀ-ଯେତେବେଳେ ବିଜ୍ଞାନ ବିଶାଳତା ସହ ମିଶେ, ନବସୃଜନ ସମାବେଶୀ ହୁଏ, ଯେତେବେଳେ ପ୍ରଯୁକ୍ତି ପରିବର୍ତ୍ତନର ବାହକ…



