ମହା କୁମ୍ଭମେଳାର ପୂର୍ଣ୍ଣାହୂତି
ଭୁବନେଶ୍ୱର: 12/2-ଖଣ୍ଡଗିରିରେ ଆୟୋଜିତ ବିଶ୍ୱ ପ୍ରସିଦ୍ଧ ମହା କୁମ୍ଭମେଳାର ପୂର୍ଣ୍ଣାହୂତି
ରାଜ୍ୟପାଳଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: 12/2-ବିଧାନସଭା ଅଧିବେଶନର ଅବ୍ୟବହିତ ପୂର୍ବରୁ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜଭବନରେ ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମପାଟିଙ୍କୁ ସାକ୍ଷାତ…
ରାଣୀହାଟ ହାଇସ୍କୁଲ ଶତବାର୍ଷିକୀ ଉତ୍ସବରେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ୧୧ ଫେବୃଆରୀ ୨୦୨୫-କଟକ ରାଣୀହାଟ ହାଇସ୍କୁଲର ଶତବାର୍ଷିକୀ ଉତ୍ସବ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ…
ପୁଅ ଜନ୍ମ କ୍ଷେତ୍ରରେ ମିଳିବ ୧୦ ହଜାର, ଝିଅ ଜନ୍ମ ହେଲେ ମିଳିବ ୧୨ ହଜାର ଟଙ୍କା
ଭୁବନେଶ୍ୱର:୧୧/୨- ରାଜ୍ୟରେ ମିଳିତ ଭାବେ କାର୍ଯ୍ୟକାରୀ ହେବ ମମତା ଓ ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନା। ଏଥିରେ କନ୍ୟା ସନ୍ତାନ ଜନ୍ମ ପାଇଁ ମହିଳାଙ୍କୁ ବର୍ଷକୁ ଅଧିକ ୨ ହଜାର ଟଙ୍କା ପ୍ରଦାନ କରାଯିବ। ଗର୍ଭବତୀ, ପ୍ରସୂତି ମହିଳାମାନଙ୍କ ଉତ୍ତମ ସ୍ୱାସ୍ଥ୍ୟ ତଥା କନ୍ୟା ସନ୍ତାନ ଜନ୍ମକୁ ପ୍ରୋତ୍ସାହିତ…
ଭକ୍ତ ଦାସ ପିସିସି ସଭାପତି
ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭାବେ ଭକ୍ତ ଚରଣ ଦାସଙ୍କୁ ନିଯୁକ୍ତି ମିଳିଛି। ଏଆଇସିସି ପକ୍ଷରୁ ଆଜି ଏହି ସୂଚନା ଜାରି କରାଯାଇଛି । ଶରତ ପଟ୍ଟନାୟକଙ୍କ ଇସ୍ତଫା ପରେ ଗତ ଜୁଲାଇ ମାସରୁ ପିସିସି ସଭାପତି ପଦ ଖାଲି…
ଓଡ଼ିଶାରେ ତିନିଟି କାଡେଟ୍ ଟ୍ରେନିଙ୍ଗ୍ ସେଣ୍ଟର ପ୍ରତିଷ୍ଠା ହେବ
-ଏନ୍.ସି.ସି. କାଡେଟମାନେ ବିମାନ ଉଡାଣ ପ୍ରଶିକ୍ଷଣ ପାଇବେ -ଝାରସୁଗୁଡ଼ାରେ ଏୟାରପୋର୍ଟରେ ହ୍ୟାଙ୍ଗର ପ୍ରତିଷ୍ଠା ହେବ ଭୁବନେଶ୍ୱର:୧୦ ଫେବୃଆରୀ ୨୦୨୫-ଏନ୍.ସି.ସି. ମହାନିର୍ଦ୍ଦେଶକ ଲେଫ୍ଟନାଣ୍ଟ ଜେନେରାଲ ଗୁରୁବୀର ପାଲ୍ ସିଂହ ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି…
ପରୀକ୍ଷା ପୂର୍ବରୁ ପିଲାଙ୍କ ମନୋବଳ ବୃଦ୍ଧି କଲେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର:୧୦ ଫେବୃଆରୀ ୨୦୨୫-ପରୀକ୍ଷା ସମୟ ପ୍ରାୟ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକ ମାନଙ୍କ ପାଇଁ ଚିନ୍ତାର କାରଣ ପାଲଟିଥାଏ। ପରୀକ୍ଷା ପୂର୍ବରୁ ଅଳ୍ପ ଚାପ ଭଲ, କିନ୍ତୁ ଅଧିକ ଚାପଗ୍ରସ୍ତ ନହୋଇ ଶିକ୍ଷକମାନଙ୍କ ପରାମର୍ଶ ମାନି ସମୟର ସଠିକ ଉପଯୋଗ କରି ଓ ସର୍ବଦା ଆଗକୁ ବଢ଼ିବାର ଇଚ୍ଛା ନେଇ…
ଯାଜପୁରରେ ସୁଭଦ୍ରା ଯୋଜନା ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ସହାୟତା ପ୍ରଦାନ
ଭୁବନେଶ୍ୱର: ୮/୨- ପାଞ୍ଚ ହଜାର ଲେଖାଏଁ ପାଇଲେ ୧୮ ଲକ୍ଷ ନୂତନ ହିତାଧିକାରୀ। ପ୍ରାୟ ଏକ କୋଟି ମହିଳା ସୁଭଦ୍ରା ଯୋଜନାରେ ଯୋଡ଼ି ହେଲେ। ମା’ ମାନେ ଓଡ଼ିଶା ବିକାଶ ଯାତ୍ରାର ପାର୍ଟନର, ସେମାନଙ୍କ ସାମାଜିକ ଓ ଅର୍ଥନୈତିକ ପ୍ରଗତି ଜରିଆରେ ସମୃଦ୍ଧ ଓଡିଶାର ସ୍ୱପ୍ନ ପୂରଣ ହେବ ବୋଲି ଏହି ଅବସରରେ ମୁଖ୍ୟମନ୍ତ୍ରୀ…



