GovernanceMore ଯାଜପୁରରେ ସୁଭଦ୍ରା ଯୋଜନା ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ସହାୟତା ପ୍ରଦାନ By ସଂକ୍ଷିପ୍ତ ଖବର February 8, 2025 1 Min Read Comments Off on ଯାଜପୁରରେ ସୁଭଦ୍ରା ଯୋଜନା ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ସହାୟତା ପ୍ରଦାନ ଭୁବନେଶ୍ୱର: ୮/୨- ପାଞ୍ଚ ହଜାର ଲେଖାଏଁ ପାଇଲେ ୧୮ ଲକ୍ଷ ନୂତନ ହିତାଧିକାରୀ। ପ୍ରାୟ ଏକ କୋଟି ମହିଳା ସୁଭଦ୍ରା ଯୋଜନାରେ ଯୋଡ଼ି ହେଲେ। ମା’ ମାନେ ଓଡ଼ିଶା ବିକାଶ ଯାତ୍ରାର ପାର୍ଟନର, ସେମାନଙ୍କ ସାମାଜିକ ଓ ଅର୍ଥନୈତିକ ପ୍ରଗତି ଜରିଆରେ ସମୃଦ୍ଧ ଓଡିଶାର ସ୍ୱପ୍ନ ପୂରଣ ହେବ ବୋଲି ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି।