ଦେଶ ନିର୍ମାଣରେ କ୍ରୀଡ଼ାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି–ରାଜ୍ୟପାଳ
ତୃତୀୟ ଜାତୀୟସ୍ତରୀୟ ଏକଲ ଖେଳକୁଦ ସମାରୋହ ଭୁବନେଶ୍ୱର: ୮/୨- ଦେଶ ନିର୍ମାଣରେ କ୍ରୀଡ଼ାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଆଜି ଅପରାହ୍ନରେ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡ଼ିୟମ ପରିସରରେ ତୃତୀୟ ଜାତୀୟସ୍ତରୀୟ ଏକଲ ଖେଳକୁଦ ମହୋତ୍ସବକୁ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିବା ଅବସରରେ ରାଜ୍ୟପାଳ ଡ.…
ଷୋଡଶ ଅର୍ଥ କମିଶନଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା
2026-31 ପାଞ୍ଚ ବର୍ଷ ପାଇଁ ରାଜ୍ୟ ସରକାର 12,59,148 କୋଟି ଟଙ୍କାର ଦାବି ଉପସ୍ଥାପନ କରାଯାଇଛି ଭୁବନେଶ୍ୱର:06/02/- 2026-31, ଏହି ପାଞ୍ଚବର୍ଷ ପାଇଁ ରାଜ୍ୟ ସରକାର ଓଡିଶା ପାଇଁ 12,59,148 କୋଟି ଟଙ୍କାର ଦାବି ଉପସ୍ଥାପନ କରିଛନ୍ତି।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଷୋଡଶ ଅର୍ଥ କମିଶନଙ୍କ ସହିତ ଆଲୋଚନା…
CM Meets 16th Finance Commission, Holds Extensive Deliberations, Seeks Rs 12.6 Lakh Crore for 2026-31
Bhubaneswar 06 February 2025-Chief Minister Shri Mohan Charan Majhi has sought Rs 12,59,148 Crore from 16th Finance Commission for the five-year period from 2026-31, that will help the state in steering the roadmap to ‘Samruddha Odisha by 2036’. The CM…
ରାସ୍ତା ଜବରଦଖଲ
ଶୈଳଶ୍ରୀବିହାର ଅଂଚଳରେ ପୁରୁଣା ରାସ୍ତା ଜବରଦଖଲ, ମୁଖ୍ୟ ରାସ୍ତାକୁ ଯିବାକୁ ବାଟ ନାହିଁ, ହଟୁନି ଅଚଳ ବିଦ୍ୟୁତ ଖୁଣ୍ଟ, ସରକାରୀ ରାସ୍ତା ଆପାର୍ଟମେଣ୍ଟ ଅକ୍ତିଆରରେ, ଲୋକେ ଭୋଗୁଛନ୍ତି ନାହିଁ ନଥିବା ଦୁର୍ଦଶା, ନୂଆ ରାସ୍ତାକୁ ସଂଯୁକ୍ତ କରାଯିବା ପାଇଁ ଦାବି, ସର୍ଭିସ ରୋଡ ନିକଟରୁ ହଟାଯାଉ ଅବରୋଧ…
ବିଜେପିର ବିକଳାଙ୍ଗ ଯୋଜନା-ବିଜେଡି
ଭୁବନେଶ୍ୱର:5/2- ରାଜ୍ୟ ବିଜେପି ସରକାରଙ୍କ ‘ବିକଶିତ ଗାଁ, ବିକଶିତ ଓଡ଼ିଶା’ ଯୋଜନାକୁ ବିକଶିତ ନାଁରେ ଏହା ଏକ ବିକଳାଙ୍ଗ ଯୋଜନା ବୋଲି ବିଜେଡି ସମାଲୋଚନା କରିଛି । ଦଳର ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ବିଧାୟକ ତଥା ମୁଖପାତ୍ର ଅରୁଣ ସାହୁ କହିଛନ୍ତି, ଆମ ଓଡିଶା ନବୀନ…
ବିକଶିତ ଗାଁ, ବିକଶିତ ଓଡିଶାର ଶୁଭାରମ୍ଭ
-ଗାଁ ଭିତ୍ତିଭୂମିର ବିକାଶ ପାଇଁ ବର୍ଷକୁ ଏକ ହଜାର କୋଟି, ପାଞ୍ଚ ବର୍ଷରେ ପାଞ୍ଚ ହଜାର କୋଟି ଟଙ୍କା -୨୦୨୪-୨୫ରୁ ୨୦୨୮-୨୯ ଆର୍ଥିକ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ -ମଞ୍ଜୁର ହୋଇଥିବା ଅର୍ଥର ୪୦ ପ୍ରତିଶତ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା (ITDA) ବ୍ଲକ ପାଇଁ ଉଦ୍ଦିଷ୍ଟ ରାସ୍ତାଘାଟ ସହିତ ଶିକ୍ଷା…
ଆଜିର ଦ୍ରୁତ ପରିବର୍ତ୍ତନଶୀଳ ସମାଜରେ ଜ୍ଞାନ ଆହରଣ ହିଁ ଏକମାତ୍ର ସମ୍ପତ୍ତି-ମୁଖ୍ୟମନ୍ତ୍ରୀ
ସୁରଜମଲ ସାହା ମହାବିଦ୍ୟାଳୟର ବାର୍ଷିକ ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ଯୋଗଦାନ ମହାବିଦ୍ୟାଳୟର ଭିତ୍ତିଭୂମି ଉନ୍ନତି ପାଇଁ ଏକ କୋଟି ଟଙ୍କାର ସହାୟତା ରାଶି ଘୋଷଣା ଭୁବନେଶ୍ୱର:୦୪ ଫେବୃଆରୀ ୨୦୨୫-ଜ୍ଞାନ ହେଉଛି ପ୍ରକୃତ ଶକ୍ତି। ଆଜିର ଦ୍ରୁତ ପରିବର୍ତ୍ତନଶୀଳ ସମାଜରେ ଜ୍ଞାନ ଆହରଣ ହିଁ ହେଉଛି ଏକ ମାତ୍ର…
ଓଡ଼ିଶା ଗସ୍ତରେ ଷୋଡ଼ଶ ଅର୍ଥ କମିଶନ
-ରାଜ୍ୟ ଜନଜାତି ସଂଗ୍ରହାଳୟରେ ଆଦିବାସୀ କଳାକୃତି ଦେଖି ଅଭିଭୂତ ହେଲେ -କଳିଙ୍ଗ ଷ୍ଟାଡିୟମ ପରିଦର୍ଶନ ସମୟରେ ଖେଳାଳୀମାନଙ୍କ ସହ ଭାବ ବିନିମୟ -ଆସନ୍ତାକାଲି ଧଉଳି, କୋଣାର୍କ, ପୁରୀ ଗସ୍ତରେ ଯିବେ ଭୁବନେଶ୍ୱର:୦୪/୦୨ -ଚାରି ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ଷୋଡ଼ଶ ଅର୍ଥ କମିଶନ ଆଜି ଭୁବନେଶ୍ୱରରେ…
ଗଣମାଧ୍ୟମକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ-ବିନା ଭୟ, ପକ୍ଷପାତରେ ଗଠନମୂଳକ ସମାଲୋଚନା କରନ୍ତୁ
ସମସ୍ତଙ୍କୁ ‘ଉତ୍କର୍ଷର ଉପାସକ’ ହେବା ପାଇଁ ସୌମ୍ୟଙ୍କ ପରାମର୍ଶ -ସମୃଦ୍ଧ ଓଡ଼ିଶା ଗଠନରେ ସମାଜର ସବୁ ବର୍ଗର ଲୋକଙ୍କ ସହିତ ଗଣମାଧ୍ୟମର ସହାୟତା କାମନା କଲେ ମୁଖ୍ୟମନ୍ତ୍ରୀ ମାଟି ଓ ପାର୍ଟି ଭିତରେ ସୌମ୍ୟବାବୁ ମାଟିକୁ ହିଁ ବାଛିଛନ୍ତି, ଓଡ଼ିଆ ଅସ୍ମିତାର ଲଢ଼େଇରେ ସେ ଥିଲେ ଅଗ୍ରଣୀ ସେନାପତି-…
୧୪୦ କୋଟି ଭାରତୀୟଙ୍କ ଆକାଂକ୍ଷା ପୂରଣ କରିବ ବିକଶିତ ଭାରତ ବଜେଟ ୨୦୨୫-୨୬-ପ୍ରଧାନମନ୍ତ୍ରୀ
ଭୁବନେଶ୍ୱର:1/2-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ କେନ୍ଦ୍ର ବଜେଟ୍ ୨୦୨୫-୨୬ ଉପରେ ନିଜର ମନ୍ତବ୍ୟ ଦେଇଛନ୍ତି। ଆଜି ଭାରତର ବିକାଶ ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟକୁ ଚିହ୍ନିତ କରି ଶ୍ରୀ ମୋଦୀ କହିଛନ୍ତି ଯେ, ଏହି ବଜେଟରେ ୧୪୦ କୋଟି ଭାରତୀୟଙ୍କ ଆକାଂକ୍ଷା…



