ପ୍ରଶ୍ନପତ୍ର ଲିକ୍ ଘଟଣାର ପର୍ଦ୍ଦାଫାସ
ଭୁବନେଶ୍ୱର: ୩୦/୭-ମାଧ୍ୟମିକ ଶିକ୍ଷା ପରିଷଦ (BSE), ଓଡିଶା ଆନୁକୁଲ୍ଯରେ ଆୟୋଜିତ ହେବାକୁ ଥିବା OTET-2025 ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ଘଟଣାର ପର୍ଦ୍ଦାଫାସ କରିଛି କ୍ରାଇମବ୍ରାଞ୍ଚ। ଏହି ଘଟଣାରେ ସମ୍ପୃକ୍ତ ଥିବା ଛଅ ଜଣ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଛି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ…
ଆକାଶ ମାର୍ଗରୁ ମୁଖ୍ୟମନ୍ତ୍ରୀଙ୍କ ବନ୍ୟା ପରିସ୍ଥିତି ଅନୁଧ୍ୟାନ
କ୍ଷୟକ୍ଷତି ରିପୋର୍ଟ ଶୀଘ୍ର ପ୍ରଦାନ କରିବାକୁ ଜିଲାପାଳମାନଙ୍କୁ ନିର୍ଦେଶ ଭୁବନେଶ୍ୱର,30/7-ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆକାଶ ମାର୍ଗରୁ ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାର ବନ୍ୟା ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହିତ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ…
ଆକାଂକ୍ଷୀ ଜିଲା ଆକାଂକ୍ଷା ପୂରଣ ହେବ-ମୁଖ୍ୟମନ୍ତ୍ରୀ
ଭୁବନେଶ୍ଵର: 29/7- ରାଜ୍ୟ କନଭେନସନ କେନ୍ଦ୍ର ଠାରେ ଯୋଜନା ଏବଂ ସଂଯୋଜନ ବିଭାଗ ପକ୍ଷରୁ ଆୟୋଜିତ ସମ୍ପୂର୍ଣ୍ଣତା ଅଭିଯାନ ସମ୍ମାନ ସମାରୋହରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଠାରୁ ଏକ ସପ୍ତାହ ବ୍ୟାପି ଆକାଂକ୍ଷା ହାଟ ଅଭିଯାନ ଆରମ୍ଭ କରିବା ପାଇଁ ଘୋଷଣା କରିଛନ୍ତି। ଏହି ଅବସରରେ…
HOUSE SEARCH OF RAJA KISHORE JENA, ASST. ENGINEER
Bhubaneswar:29/7- ASSETS WORTH CRORES INCLUDING 1 MULTI STOREYED BUILDING IN NILADRIVIHAR BHUBANESWAR & 2 FLATS IN COSMOPLIS, BHUBANESWAR, 2 COMMERCIAL OUTLETS IN GALLERIA & SYMPHONY MALL, BBSR, 13 HIGH VALUE PLOTS, DEPOSITS RS.75 LAKHS, RS.67…
ଭୁବନେଶ୍ୱରରେ ଅନୁଷ୍ଠିତ ହେବ ପାର୍ଲାମେଣ୍ଟ/ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ କମିଟି ଅଧ୍ୟକ୍ଷ ସମ୍ମିଳନୀ
ଭୁବନେଶ୍ୱର: ୨୯/୦୭-ଆସନ୍ତା ଅଗଷ୍ଟ ମାସ ୨୯ ଓ ୩୦ ତାରିଖରେ ଭୁବନେଶ୍ୱରଠାରେ ପାର୍ଲାମେଣ୍ଟ/ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ କମିଟିର ଅଧ୍ୟକ୍ଷଙ୍କ ସମ୍ମିଳନୀ ଅନୁଷ୍ଠିତ ହେବ। ଏହି ପରିପ୍ରେକ୍ଷୀରେ ଆଜି ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ…
ବଲାଙ୍ଗୀର ଜିଲାରେ ଶିଶୁବିକ୍ରୀ
ପିସିସି ଅନୁଧ୍ୟାନ କମିଟିର ଘଟଣାସ୍ଥଳ ପରିଦର୍ଶନ ଭୁବନେଶ୍ୱର:୨୮/୭- ଦାରିଦ୍ର୍ୟ, ଦାଦନ, ଅନାହାର ମୃତ୍ୟୁ, ଶିଶୁବିକ୍ରୀ ଇତ୍ୟାଦି ପାଇଁ ଜାତୀୟସ୍ତରରେ ଦୁର୍ନାମ ରଚିଥିବା କେଵିକେ ଅଞ୍ଚଳରେ ଘଟିଥିବା ଶିଶୁବିକ୍ରୀ ଘଟଣା ସାରା ରାଜ୍ୟର ମଥାକୁ ଲଜ୍ୟାରେ ଅବନତ କରିଦେଇଛି। ବଲାଙ୍ଗୀର ଜିଲ୍ଲା, ଟିଟିଲାଗଡ଼ ବ୍ଲକର…
୧୧,୫୧୬ଟି ଅଭିଯୋଗ ମଧ୍ୟରୁ ୧୦,୫୦୨ଟିର ସମାଧାନ
ମୁଖ୍ୟମନ୍ତ୍ରୀଙ୍କ ତ୍ରୟୋଦଶ ପାଳି ଅଭିଯୋଗ ଶୁଣାଣି ଭୁବନେଶ୍ୱର:28/7- ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ଆଜି ଥିଲା ୧୩ତମ ପାଳି। ଆଜି ଭୁବନେଶ୍ୱର ୟୁନିଟ-୨ ଠାରେ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକଙ୍କ ସମସ୍ୟା ଓ ଦୁଃଖ ଶୁଣିବା ସହିତ ଏହାର ସମାଧାନ ଓ…
କୃପାସିନ୍ଧୁ ବିଶ୍ୱାଳ ଏବଂ ମୁରଲୀଧର ସାମଲଙ୍କୁ ସାରସ୍ୱତ ସମ୍ମାନ
ଭୁବନେଶ୍ୱର:୨୮/୭-ଓଡ଼ିଶାର ସର୍ବ ପ୍ରାଚୀନ ସାହିତ୍ୟ ଅନୁଷ୍ଠାନ ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ସାହିତ୍ୟ ସାଧକ କୃପାସିନ୍ଧୁ ବିଶ୍ୱାଳ ଏବଂ ବରିଷ୍ଠ ସାମ୍ବାଦିକ ଓ ସାହିତ୍ୟିକ ମୁରଲୀଧର ସାମଲ ସମ୍ବର୍ଦ୍ଧିତ ହୋଇଛନ୍ତି। କୃପାସିନ୍ଧୁ ବାବୁଙ୍କୁ ବାଗ୍ମୀ ବିଶ୍ୱନାଥ କର ସମ୍ପାଦନା ସମ୍ମାନ ମିଳିଥିବା ବେଳେ ମୁରଲୀ…
ଜାମିନ ନାମଞ୍ଜୁର, ଜେଲ ଗଲେ ଅମରେଶ ଜେନା
ଭୁବନେଶ୍ୱର:27/7- ଜନୈକା ଯୁବତୀଙ୍କ ଏତାଲା ଆଧାରରେ ଭୁବନେଶ୍ୱର ମହାନଗର ନିଗମ କର୍ପୋରେଟର ଅମରେଶ ଜେନା(ବାଇଁଆ)ଙ୍କୁ ପୁଲିସ ଗିରଫ କରିଛି । ବାଲେଶ୍ୱର ଜିଲା ନୀଳଗିରିର ବରହମପୁର ଥାନା ଅଞ୍ଚଳରୁ କମିସନରେଟ ପୁଲିସ ତାଙ୍କୁ ଆଜି ଗିରଫ କରିଛି। ଭୁବନେଶ୍ୱର ପୋକସୋ କୋର୍ଟର ସ୍ୱତନ୍ତ୍ର ବିଚାରପତି ତାଙ୍କ…
ଗରିମା ଜାତୀୟ କର୍ମଶାଳା
ଯୋଗଦେଲେ ୭ଟି ରାଜ୍ୟର ଅଧିକାରୀ ଓ ପରିମଳ କର୍ମଚାରୀ ପ୍ରମୁଖ ପରିମଳ କର୍ମଚାରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ଘୋଷଣା ୧୦ ଲକ୍ଷ ଟଙ୍କାର ଜୀବନ ବୀମା, ଜୀବନହାନୀ ପାଇଁ ୩୦ ଲକ୍ଷ ଟଙ୍କାର ସହାୟତା, ମୋବାଇଲ ଫୋନ, ବାସଗୃହ ପ୍ରଦାନ ଭୁବନେଶ୍ୱର:୨୬/୭- ଆୟୋଜିତ ହେଉଥିବା କର୍ମଶାଳା କେବଳ ଏକ…


