ଓଡ଼ିଆ ଅସ୍ମିତା, ଓଡ଼ିଆ ଜାତିର ସ୍ୱାଭିମାନ
ନିଶୀଥ ବୋଷ, ଭୁବନେଶ୍ୱର ୧୭ ଅକ୍ଟୋବର ୨୦୨୪ ଅସ୍ମିତା ଶବ୍ଦର ଉଦ୍ଭାବକ ଯିଏ ବି ହୋଇ ଥାଆନ୍ତୁ ନା କାହିଁକି, ଗତ କିଛିଦିନ ଧରି ଏହାକୁ ନେଇ ଜ୍ଞାନି ସ୍ତମ୍ଭକାର, ଗଣମାଧ୍ୟମର ପ୍ରତିନିଧି ମାନେ ଖୁବ୍ ସକ୍ରିୟ ହୋଉଉଠିଛନ୍ତି । ଏପରିକି “ନ୍ୟୁଜ୍ ଫ୍ୟୁଜ୍” ପରି ଏକ ସଚେତନତା ଧର୍ମୀ “ଓ ଦୂର…



