ବିଜେପିକୁ ଯିବେ ଅମର ଶତପଥୀ!
ରବିପ୍ରିୟ ଦାଶ, ଭୁବନେଶ୍ୱର ୧୯ ଅକ୍ଟୋବର ୨୦୨୪ ରାଜ୍ୟର ଅନ୍ୟତମ ବରିଷ୍ଠ ରାଜନେତା ତଥା ୂର୍ବତନ ମନ୍ତ୍ରୀ ଅମର ପ୍ରସାଦ ଶତଥୀ ବିଜୁ ଜନତା ଦଳରୁ ସମ୍ପର୍କ ଛିନ୍ନ କରିଛନ୍ତି । ଦଳରୁ ଇସ୍ତଫା ଦେଇନଥିଲେ ମଧ୍ୟ ଦଳର ସଭ୍ୟପଦ ନବୀକରଣରୁ ଦୂରେଇ ରହିଛନ୍ତି । ନିଜ ସଦସ୍ୟ ଦ ନବୀକରଣ କରିନାହାନ୍ତି । ଶ୍ରୀ ଶତଥୀ…



