ସାର ଅଭାବକୁ ନେଇ ରାଜ୍ୟ ସରକାରଙ୍କ ବିରୋଧରେ ବିଜେଡିର ଗର୍ଜନ
-ସାର ଯୋଗାଣ ଓ କଳାବଜାରୀ ରୋକିବାରେ ସରକାର ସମ୍ପୂର୍ଣ୍ଣ ବିଫଳ -ଗତ ଦୁଇ ଦଶନ୍ଧିରେ ଏଭଳି ସମସ୍ୟା କେବେବି ଦେଖାଦେଇ ନଥିଲା ଭୁବନେଶ୍ୱର, ୧୫/୦୯/୨୦୨୫: ରାଜ୍ୟରେ ସାରର ଅଭାବ ଯୋଗୁଁ ଚାଷୀ ମାନେ ହନ୍ତସନ୍ତ ହେଉଥିବା ଅଭିଯୋଗ କରି ବିଜୁ ଜନତା ଦଳ ଆଜି ରାଜଭବନ ସମ୍ମୁଖରେ ବିଶାଳ ଗଣଧାରଣା କରି ରାଜ୍ୟ ସରକାରଙ୍କ…
ଭୋଟ ଚୋର, ଗାଦି ଛାଡ ପ୍ରସଙ୍ଗରେ ଦେଶବ୍ୟାପୀ ୫ କୋଟି ଦସ୍ତଖତ ସଂଗ୍ରହ ଅଭିଯାନ ଆରମ୍ଭ
ଭୁବନେଶ୍ୱର:୧୫/୯-ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ ଓ ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ଆହ୍ୱାନ କ୍ରମେ ଗତ ଅଗଷ୍ଟ ମାସରେ ‘ଭୋଟ୍ ଚୋର ଗାଦି ଛାଡ’ ସ୍ଲୋଗାନ ଦେଇ ମଶାଲ ଶୋଭାଯାତ୍ରା ଓ ରାଲି ପରି କାର୍ଯ୍ୟକ୍ରମମାନ ଦଳୀୟ ନେତା ଓ କର୍ମୀଙ୍କ ପରିଶ୍ରମ ବଳରେ ପ୍ରାୟ ସବୁ ଜିଲ୍ଲାରେ ସଫଳ ହୋଇଛି।…
କଳିଙ୍ଗ ସେନାର ସଭାପତି ଭାବେ ହେମନ୍ତ ରଥ ପୁନଃ ନିର୍ବାଚିତ
-ତିନିବର୍ଷ ପାଇଁ ଦାୟିତ୍ୱ ତୁଲାଇବେ -ଖୁବ୍ଶୀଘ୍ର ଜିଲ୍ଲା ଓ ବ୍ଲକସ୍ତରୀୟ କର୍ମକର୍ତ୍ତା ନିର୍ବାଚନ ଭୁବନେଶ୍ୱର:୧୪/୯-ଓଡିଶାର ଅନ୍ୟତମ ରାଜନୈତିକ ଦଳ କଳିଙ୍ଗ ସେନାର ସଭାପତି ଭାବେ ହେମନ୍ତ ରଥ ପୁନଃ ନିର୍ବାଚିତ ହୋଇଛନ୍ତି। ଏଥିସହିତ ଉପ ସଭାପତି ଭାବେ ଅଧିବକ୍ତା ସବ୍ୟସାଚୀ ମହାପାତ୍ର, ଅବ୍ଦୁଲ କୟୁମ୍ ଖାନ,…
ସିପି ରାଧାକ୍ରିଷ୍ଣନ ଉପ ରାଷ୍ଟ୍ରପତି ନିର୍ବାଚିତ
ଭୁବନେଶ୍ୱର: ୯/୯-ଭାରତର ନୂଆ ଉପ ରାଷ୍ଟ୍ରପତି ଭାବେ ଚନ୍ଦ୍ରପୁରମ ପୋନ୍ନୁସ୍ୱାମୀ ରାଧାକ୍ରିଷ୍ଣନ ନିର୍ବାଚିତ ହୋଇଛନ୍ତି । ଉପ ରାଷ୍ଟ୍ରପତି ନିର୍ବାଚନରେ ସେ ବିରୋଧୀ ମେଣ୍ଟ ଇଣ୍ଡିଆର ପ୍ରାର୍ଥୀ ତଥା ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ବି ସୁଦର୍ଶନ ରେଡ୍ଡୀଙ୍କୁ ୧୫୨ରୁ ଅଧିକ ଭୋଟରେ ହରାଇଛନ୍ତି।…
ଉପ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ଜାଳିଦେଲେ ବିଜୁଙ୍କ ପ୍ରତିମୂର୍ତ୍ତି
ଭୁବନେଶ୍ୱର:15/4- ଜନନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କର ପ୍ରତିମୂର୍ତ୍ତିକୁ କେହି ଦୁବୃର୍ତ୍ତ ନିଆଁ ଲଗାଇ ଜାଳି ଦେଇଛି। ବିଜୁ ବାବୁଙ୍କ ଶ୍ରାଦ୍ଧ ଦିବସର ଦୁଇ ଦିନ ପୂର୍ବରୁ ଏଭଳି ଘଟଣାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି । ବିଜେଡି ରାଜ୍ୟବ୍ୟାପୀ ଏହାର…
ବିଧାନସଭା ଚଳାଇ ନ ଦେବାକୁ ଦିଲ୍ଲୀରୁ କଂଗ୍ରେସର ନିର୍ଦ୍ଦେଶ ଆସିଛି : ଆଇନମନ୍ତ୍ରୀ
ଭୁବନେଶ୍ୱର :26/3-ନାରୀ ସୁରକ୍ଷାକୁ ନେଇ କଂଗ୍ରେସ ବିଧାନସଭା ଓ ବିଧାନସଭା ବାହାରେ ପ୍ରତିବାଦ କରିଛି। ସୁରକ୍ଷାକର୍ମୀ ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ବିଧାନସଭା ବାହାରେ ଏକ ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି। ଏହାକୁ ନେଇ ଏକ ସାମ୍ବାଦିକ…
ବିଜୁବାବୁଙ୍କ ଅସ୍ଥି ବିସର୍ଜନକୁ ନେଇ ରାଜନୈତିକ ଚର୍ଚ୍ଚା
ଭୁବନେଶ୍ୱର 10/3- ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ତାଙ୍କର ଅସ୍ଥି କିଏ ରଖିଥିଲା ଓ ଏହା କିଭଳି ବିସର୍ଜନ କରାଯାଇଥିଲା ତାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଏ ସମ୍ପର୍କରେ ବିଜେପି ବିଧାୟକ ବାବୁ ସିଂଙ୍କ ମନ୍ତବ୍ୟ ରାଜନୈତିକ ହଟଚମଟ ସୃଷ୍ଟି କରିଛି। ବିଜୟ ମହାପାତ୍ର ଶ୍ରୀ ସିଂଙ୍କ କଥାକୁ ସମର୍ଥନ କରିବା…
ବିଜୁ ପଟ୍ଟନାୟକଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ
ଜୟଦେବ ଭବନରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ…



