ସ୍ୱାଧୀନତା ସଂଗ୍ରାମୀଙ୍କ ପେନସନ୍ ବୃଦ୍ଧି
ଜେଲ୍ ଯାଇଥିବା ସଂଗ୍ରାମୀମାନେ ମାସକୁ ପାଇବେ ୨୦ ହଜାର, ଅଣବନ୍ଦୀ ସଂଗ୍ରାମୀ ୧୫ ହଜାର, କେନ୍ଦ୍ର ସରକାରଙ୍କ ପେନସନ୍ ପାଉଥିବା ସଂଗ୍ରାମୀଙ୍କ ପ୍ରତୀକ ଭତ୍ତା ୧୦ ହଜାର ଭୁବନେଶ୍ୱର:2/1/2025- ସ୍ୱାଧୀନତା ସଂଗ୍ରାମୀମାନେ ଆମର ଅମୂଲ୍ୟ ରତ୍ନ। ସେମାନେ ଯେଉଁ ତ୍ୟାଗ କରିଛନ୍ତି ତା’ର ମୂଲ୍ୟ କେହି ଦେଇ ପାରିବେ…
‘ମୋ ବୋଉ’ ଫାଉଣ୍ଡେସନ ପକ୍ଷରୁ ଅସୀମ ପାତ୍ର ସମ୍ବର୍ଦ୍ଧିତ
ଭୁବନେଶ୍ୱର:2/1/2025 ‘ମୋ ବୋଉ’ ଫାଉଣ୍ଡେସନ ପକ୍ଷରୁ ଜୟଦେବ ଭବନରେ ଆୟୋଜିତ ସମ୍ବର୍ଦ୍ଧନା ସମାରୋହରେ ଅସୀମ ପାତ୍ର ସମ୍ବର୍ଦ୍ଧିତ ହୋଇଛନ୍ତି । ଶ୍ରୀ ପାତ୍ରଙ୍କର 2024ରେ ବୋଉ ଶୀର୍ଷକ କବିତା ପ୍ରକାଶ ପାଇଥିଲା। ଏହା ପାଠକ ମହଲରେ ବେଶ ଆଦୃତ…
ସରକାରୀ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀଙ୍କ ଗ୍ରାଚୁଇଟି ୫ ଲକ୍ଷରୁ ୭.୫ ଲକ୍ଷ ଟଙ୍କାକୁ ବୃଦ୍ଧି
ଭୁବନେଶ୍ୱର:୧ ଜାନୁଆରି ୨୦୨୪- ରାଜ୍ୟର ସରକାରୀ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀ ମାନଙ୍କ ଗ୍ରାଚୁଇଟି ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ ରାଜ୍ୟର ସରକାରୀ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟର ସରକାରୀ…
ରାଜ୍ୟ ଭିଜିଲାନ୍ସରେ ୮ଟି ଅତିରିକ୍ତ ଏସ.ପି, ୨୪ଟି ଡି.ଏସ.ପି ପଦବୀ ଓ ୧୬ ଟି ସବ୍ ଇନ୍ସପେକ୍ଟର ପଦବୀ ସୃଷ୍ଟି
ଭୁବନେଶ୍ୱର:୧ ଜାନୁଆରୀ ୨୦୨୪- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁର୍ନୀତି ଉପରେ ଆରମ୍ଭରୁ କଡ଼ା ଆଭିମୁଖ୍ୟ ନେଇ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଆସିଛନ୍ତି। ବିଶେଷ କରି ଉଚ୍ଚ ସ୍ତରରେ ଦୁର୍ନୀତି ଉପରେ କଠୋର ଆଭିମୁଖ୍ୟ ଗ୍ରହଣ କରାଯାଉଛି। ଏଥିପାଇଁ ରାଜ୍ୟ ଦୁର୍ନୀତି ନିବାରଣ ସଂସ୍ଥାର ଶକ୍ତି ବୃଦ୍ଧିର…
ରାଜ୍ୟରେ ବିଭିନ୍ନ ବିଭାଗରେ 1,10,557 ପଦବୀ ଖାଲି
ମାର୍ଚ୍ଚ 31 ସୁଦ୍ଧା ଖାଲି ପଦବୀ ପୂରଣ ପାଇଁ ନିଯୁକ୍ତି ଆାୟୋଗଙ୍କୁ ପ୍ରସ୍ତାବ ଦେବାକୁ ସବୁ ବିଭାଗକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଭୁବନେଶ୍ୱର:01.01.2025 ସରକାରଙ୍କ ଲୋକବଳ (man power) ବଢିଲେ, ଜନସାଧାରଣଙ୍କୁ ଉତ୍ତମ ସେବା ଯୋଗାଇ ଦେଇପାରିବା ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନ…
ପ୍ରବାସୀ ଭାରତୀୟ ଦିବସ ପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ
୭ ହଜାର ପ୍ରବାସୀ ଆସିବେ, ଏବେ ସୁଦ୍ଧା ୨୭୪୮ ଜଣ ଅତିଥିଙ୍କ ପଞ୍ଜିକରଣ ପ୍ରଧାନମନ୍ତ୍ରୀ ‘ପ୍ରବାସୀ ଭାରତୀୟ ଏକ୍ସପ୍ରେସ’ର ଉଦଘାଟନ କରିବେ ତ୍ରିନିଦାଦ ଓ ଟୋବାଗୋ ରାଷ୍ଟ୍ରପତି ଚନ୍ଦକା ଗୋଡିବାରି ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସହ ବାର୍ତ୍ତାଳାପ କରିବେ ସମାରୋହର ସଫଳ ରୂପାୟନରେ ଭାଗିଦାରୀ ହେବାକୁ ଜନସାଧାରଣଙ୍କୁ…
ACHIEVEMENTS OF ODISHA VIGILANCE-2024
Bhubaneswar:31/12/2024 DETECTION 200 CRIMINAL CASES REGISTERED; 181 GOVT. OFFICERS AND OTHERS ARRESTED. CASES REGISTERED AGAINST 50 CLASS-I OFFICERS INCLUDING 6 CHIEF ENGINEERS, JOINT COMMISSIONER EXCISE, DY. DIRECTOR FISHERIES, 2 ASST. COMMISSIONERS…



