ରାୟଗଡ଼ା ରେଳ ଡିଭିଜନ ଭବନର ଶିଳାନ୍ୟାସ
ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଯୋଗଦେଲେ ରାଜ୍ୟପାଳ ଭୁବନେଶ୍ୱର:୬/୦୧/୨୦୨୫ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୬ ତାରିଖଦିନ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ପୂର୍ବତଟ ରେଳବାଇ ଅନ୍ତର୍ଗତ ରାୟଗଡ଼ା ରେଳ ଡିଭିଜନ ଭବନର ଶିଳାନ୍ୟାସ କରିଛନ୍ତି। ରାଜ୍ୟପାଳ ଡ଼ ହରି ବାବୁ କମ୍ଭମ୍ପାଟି ରାଜଭବନରୁ ଭିଡିଓ…
ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କରଙ୍କୁ ସ୍ୱାଗତ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ବିମାନ ବନ୍ଦର ଠାରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ. ଜୟଶଙ୍କରଙ୍କୁ ସ୍ଵାଗତ…
ସଡ଼କ ସୁରକ୍ଷାକୁ ଜନ ଅଭିଯାନରେ ପରିଣତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ
୨୦୦୦ ଟ୍ରାଫିକ୍ ପୋଲିସ୍ ପଦବୀ ସୃଷ୍ଟି, ଚଳିତ ବର୍ଷ ୫୦୦ ଟ୍ରାଫିକ୍ ପୋଲିସ୍ ନିଯୁକ୍ତି ଘୋଷଣା ଭୁବନେଶ୍ୱର:04.01.2025- ସୁରକ୍ଷିତ ଭାବେ ଘରକୁ ଫେରନ୍ତୁ । “Come Home Safe”। ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜାତୀୟ ସଡ଼କ ସୁରକ୍ଷା ମାସର ରାଜ୍ୟସ୍ତରୀୟ ଉତ୍ସବ ଉଦଘାଟନ କରି ଜନସାଧାରଣଙ୍କ ଉଦ୍ଦେଶ୍ୟରେ…
ଉତ୍କର୍ଷ ଓଡିଶା ପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ
୨୮ରେ ଆସିବେ ପ୍ରଧାନମନ୍ତ୍ରୀ ଭୁବନେଶ୍ୱର:04.01.2025-ଉତ୍କର୍ଷ ଓଡିଶା କାର୍ଯ୍ୟକ୍ରମ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଆଜି ଏ ସମ୍ପର୍କରେ ଶିଳ୍ପ ବିଭାଗର ପ୍ରମୁଖ ସଚିବ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିକଟରେ ପ୍ରସ୍ତୁତି ସମ୍ପର୍କରେ ଏକ ବିସ୍ତୃତ ଉପସ୍ଥାପନ କରି ଜଣାଇଛନ୍ତି। ସମସ୍ତ କାର୍ଯ୍ୟକ୍ରମକୁ…
Governor Dr Hari Babu Kambhampati took oath as Governor of Odisha
Chief Justice of Orissa High Court Justice Chakradhari Sharan Singh administering oath of office and secrecy to Hon’ble Governor Dr Hari Babu Kambhampati as Governor of Odisha in a swearing ceremony held at New Abhishek Hall of Raj Bhavan,…
ଅଦିନିଆ ବର୍ଷା ପ୍ରାକୃତିକ ବିପର୍ଯ୍ୟୟରେ ସାମିଲ
୬ଲକ୍ଷ ୬୬ହଜାର ୭୨୦ ଚାଷୀ SDRF ପାଣ୍ଠିରୁ ୨୯୧ କୋଟି ୫୯ ଲକ୍ଷ ଟଙ୍କା ଇନ୍ପୁଟ୍ ସବ୍ସିଡି ପାଇବେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ୨ ଲକ୍ଷ ୬୧ ହଜାର ଚାଷୀଙ୍କୁ ବୀମା ସହାୟତା ପ୍ରଦାନ ଆରମ୍ଭ ହୋଇଛି ଚଳିତ ବର୍ଷ ୨.୪ ଲକ୍ଷ ମେଟ୍ରିକ ଟନ ଆଳୁ ଉତ୍ପାଦନ ଲକ୍ଷ୍ୟ ଭୁବନେଶ୍ୱର:03.01.2025- ଅଦିନିଆ ବର୍ଷାକୁ…
ବରଗଡ ରୋଡ୍ ଏବଂ ନୂଆପଡା ରୋଡ୍ ନୂତନ ରେଳ ଲାଇନ – ଏକ ସ୍ୱତନ୍ତ୍ର ରେଳ ପ୍ରକଳ୍ପ
ଭୁବନେଶ୍ୱର, 2 ଜାନୁଆରୀ, 2025-ଭାରତୀୟ ରେଳବାଇ ଓଡିଶାରେ ଏହାର ପ୍ରମୁଖ ଭିତ୍ତିଭୂମି ସମ୍ପ୍ରସାରଣ ଜାରି ରଖି ଏବେ ବରଗଡ ରୋଡରୁ ନୂଆପଡା ରୋଡକୁ ସଂଯୋଗ କରୁଥିବା 138.32କିମି ଦୈର୍ଘ୍ୟ ନୂତନ ରେଳ ଲାଇନ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ପ୍ରଖର ଉଦ୍ୟମ ଚଳାଇଛି। ଏହି ପ୍ରକଳ୍ପ ରେଳ ସଂଯୋଗୀକରଣରେ…
ସହରରେ ହେବ ଆଦିବାସୀ ଗ୍ରାମ
-୫ରୁ ଆଦିବାସୀ ମେଳା-୨୦୨୫ -ଡ୍ରୋନ ଶୋ, ଲେଜର ଶୋରେ ଆଦିବାସୀ ପରମ୍ପରା ଓ ସ୍ଵାଧୀନତା ସଂଗ୍ରାମର ଝଲକ ଭୁବନେଶ୍ବର:୨ ଜାନୁଆରୀ ୨୦୨୫- ଆସନ୍ତା ୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି ରାଜ୍ୟସ୍ତରୀୟ ଆଦିବାସୀ ମେଳା ୨୦୨୫। ଏନେଇ ରାଜଧାନୀରେ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ସହର ମଧ୍ୟରେ ଆଦିବାସୀ ଗ୍ରାମର ଭ୍ରମ…


