ନଗଡ଼ା ସ୍ଥିତି ପରଖିଲେ ମୁଖ୍ୟ ଶାସନ ସଚିବ
ଅବହେଳା ଜଳ ଜଳ -ସୁଧୁରିନି ସ୍ୱାସ୍ଥ୍ୟ, ମହିଳା ଓ ଶିଶୁ ବିକାଶ ଯୋଜନା ସ୍ଥିତି, ପାନୀୟଜଳ ଓ ଶିକ୍ଷା ସମସ୍ୟା -ଆବାସ ଗୃହର 60 ପ୍ରତିଶତ କାର୍ଯ୍ୟ ଦେଖି ଉଦ୍ବେଗ ପ୍ରକାଶ କଲେ ଭୁବନେଶ୍ୱର:12/05- ଯାଜପୁର ଜିଲ୍ଲା ଗସ୍ତରେ ଯାଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଆଜି ସୁକିନ୍ଦା ବ୍ଲକ ଅନ୍ତର୍ଗତ ନଗଡ଼ାରେ…
ଭାରତୀୟ ସେନାଙ୍କ ସୁରକ୍ଷା ପାଇଁ ସମୂହ ପ୍ରାର୍ଥନା
ଭୁବନେଶ୍ୱର:12/5-ଆଧ୍ୟାତ୍ମିକ ଜାଗରଣ ମଞ୍ଚ ପକ୍ଷରୁ ଡ. ସୁନୀତି ମୁଣ୍ଡଙ୍କ ନେତୃତ୍ଵରେ ଭାରତୀୟ ସେନାଙ୍କ ସୁରକ୍ଷା ପାଇଁ ସମୂହ ପ୍ରାର୍ଥନା କରାଗଲା। ଭାରତୀୟ ସେନା ପାହାଡ଼ ଜଙ୍ଗଲ ମଧ୍ୟରେ ରହି ଆମ ଦେଶ ତଥା ଦେଶବାସୀଙ୍କୁ ସୁରକ୍ଷା ଦେଉଥିବାରୁ ଏହି ମଞ୍ଚ ଭୁବନେଶ୍ୱରର ଧଉଳି ପାହାଡ ଓ ବୃକ୍ଷ ଆଢୁଆଳରେ ରହି…
ପୁସ୍ତକ ‘ଅସରନ୍ତି ଅପରାହ୍ନ’ ପାଠକାର୍ପିତ
ଭୁବନେଶ୍ୱର:୧୧/୫- ଶନିବାର କେଶରୀ ସିନେମା ହଲ୍ ପଛରେ ଥିବା ଓଡେଶା ଭବନର ପ୍ଲାଟିନମ୍ ଜୁବୁଲି ହଲରେ ଇଂ. ନରେନ୍ଦ୍ର କୁମାର ନାୟକଙ୍କ ପୁସ୍ତକ ‘ଅସରନ୍ତି ଅପରାହ୍ନ’ ପାଠକାର୍ପିତ ହୋଇଛି। ‘ସମ୍ପର୍କର ସେତୁ’ ପତ୍ରିକାର ସମ୍ପାଦକ ତଥା ଲେଖକ ଇଂ. ରମେଶ ଚନ୍ଦ୍ର ମହାନ୍ତିଙ୍କ…
‘ଏ ମାଟିର ଡାକ’ ପୁସ୍ତକର ଇଂରାଜୀ ଅନୁବାଦ ‘ଦି କଲ୍ ଅଫ୍ ଦି ମଦରଲାଣ୍ଡ’ ଲୋକାର୍ପିତ
-ବିଶ୍ୱଭୂଷଣଙ୍କ କୃତି ଓ କୀର୍ତ୍ତି ପ୍ରେରଣାର ଉତ୍ସ ହୋଇ ରହିବ–ରାଜ୍ୟପାଳ -ଓଡିଆ ଅସ୍ମିତାକୁ ସୁଦୂର ପ୍ରସାରୀ କରିବାକୁ ବିଶ୍ୱଭୂଷଣଙ୍କ ଆହ୍ୱାନ ଭୁବନେଶ୍ୱର:୮/୫– ଆନ୍ଧ୍ରପ୍ରଦେଶ ଓ ଛତିଶଗଡର ପୂର୍ବତନ ରାଜ୍ୟପାଳ ତଥା ପ୍ରବୀଣ ରାଜନେତା ବିଶ୍ୱଭୂଷଣ ହରିଚନ୍ଦନଙ୍କ ରଚିତ ଓଡ଼ିଆ ପୁସ୍ତକ ‘ଏ ମାଟିର ଡାକ’ର ଇଂରାଜୀ…
ଜାମ୍ମୁ କାଶ୍ମୀରରୁ ୧୧୪ ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ଓଡ଼ିଶା ଫେରେଇ ଆଣିବାକୁ ବ୍ୟବସ୍ଥା
ଭୁବନେଶ୍ୱର:9/5-ଜାମ୍ମୁକାଶ୍ମୀରରେ ଦେଖାଯାଇଥିବା ଜରୁରୀକାଳୀନ ପରିସ୍ଥିତି ପରିପ୍ରେକ୍ଷୀରେ ଜାମ୍ମୁ ସ୍ଥିତ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନରତ ସମସ୍ତ ଓଡ଼ିଆ ଛାତ୍ରଛାତ୍ରୀମାନଙ୍କୁ କ୍ୟାମ୍ପସ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯିବାପରେ ଓଡ଼ିଆ ଛାତ୍ରଛାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ଓଡ଼ିଶାକୁ…
ଦେଶର ସମସ୍ତ ବ୍ୟବସାୟୀ ଅର୍ଥନୀତିର ମୁଖ୍ୟ ସ୍ରୋତରେ ସେନାର ଭୂମିକା ନିର୍ବାହ କରିବେ-ବ୍ୟବସାୟୀ ସଂଘ
କୌଣସି ପରିସ୍ଥିତିରେ ସାପ୍ଲାଇ ଚେନରେ ବିଭ୍ରାଟ ସୃଷ୍ଟି ହେବନାହିଁ ଭୁବନେଶ୍ୱର:9/5- ସମ୍ପୂର୍ଣ ଭାବେ ଭାରତୀୟ ବ୍ୟବସାୟୀ ସମୁଦାୟ ସାମ୍ପ୍ରତିକ ଜାତୀୟ ସଙ୍କଟ ସମୟରେ ସରକାର ଓ ସେନାଙ୍କ ସହିତ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ନେତୃତ୍ୱରେ ଦେଶ ପାଇଁ ଯେଉଁ ନିଷ୍ପତ୍ତି ନିଆଯାଉଛି ତାହା…
ବେସାମରିକ ପ୍ରତିରକ୍ଷା ଅଭ୍ୟାସ ପ୍ରସ୍ତୁତି ସଂପର୍କରେ ବୈଠକ
ସିଭିଲ ଡିଫେନ୍ସ ସ୍ୱେଚ୍ଛାସେବୀ ସଂଖ୍ୟା ବୃଦ୍ଧି ଓ ପ୍ରଶିକ୍ଷଣ ପାଇଁ ପରାମର୍ଶ ଭୁବନେଶ୍ୱର :୮/୫-ରାଜ୍ୟରେ ବେସାମରିକ ପ୍ରତିରକ୍ଷା ଅଭ୍ୟାସ ପାଇଁ ପ୍ରସ୍ତୁତି ସଂପର୍କରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।ବୈଠକରେ ବିଭିନ୍ନ ଜିଲ୍ଲାରେ ସିଭିଲଡିଫେନ୍ସ ସ୍ୱେଚ୍ଛାସେବୀଙ୍କ…
ସୁପ୍ରିମ କୋର୍ଟଙ୍କ ନିଷ୍ପତ୍ତି ପୂର୍ବ ସରକାରଙ୍କ ଐତିହାସିକ ଭୁଲକୁ ପ୍ରମାଣିତ କରିଛି : ମନ୍ତ୍ରୀ
ଭୁବନେଶ୍ୱର:8/5- ଓଡ଼ିଶାରେ ବିଶ୍ୱବିଦ୍ୟାଳୟମାନଙ୍କରେ କୁଳପତି ଓ ଅଧ୍ୟାପକ ନିଯୁକ୍ତିକୁ ନେଇ ଲାଗିଥିବା ରୋକ୍କୁ ସୁପ୍ରିମ କୋର୍ଟ ହଟାଇଛନ୍ତି। ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ଅଧିନିୟମ-୨୦୨୦କୁ ନେଇ ରୁଜୁ ହୋଇଥିବା ମାମଲାର ଗତକାଲି ଶୁଣାଣିକରି ସୁପ୍ରିମକୋର୍ଟ ଓଡ଼ିଶାର ବିଶ୍ୱବିଦ୍ୟାଳୟମାନଙ୍କରେ…
ଏମିତି ଚାଲିଛି ସରକାର, ଛୁଟି ସଂକ୍ରାନ୍ତ ସରକାରୀ ନିର୍ଦେଶ ପାଳନ କରିନାହାନ୍ତି ଅନେକ ଶିକ୍ଷାନୁଷ୍ଠାନ
ଭୁବନେଶ୍ୱର:8/5- ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୨୦୨୫ ଅପ୍ରେଲ ୨୨ ତାରିଖରେ ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକୁ ଛୁଟି ଘୋଷଣା କରିଥିଲେ। ଇତି ମଧ୍ୟରେ 17 ଦିନ ବିତି ଯାଇଥିବା ବେଳେ କେତେକ ଶିକ୍ଷାନୁଷ୍ଠାନ ସରକାରୀ ନିର୍ଦେଶ ପାଳନ କରି ନ ଥିବା ବିଭାଗୀୟ ଅଧିକାରୀ ଜାଣିବାକୁ ପାଇଛନ୍ତି।…



